Browsing Tag

BJP

ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା

ଭୁବନେଶ୍ଵର: ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା । ୧୦ ଉପସଭାପତି, ୪ ସା. ସମ୍ପାଦକ, ୧୦ ସମ୍ପାଦକଙ୍କ ନାଁ ଘୋଷଣା କଲା ବିଜେପି । ଉପସଭାପତି ତାଲିକାରେ ଯତୀନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ ରମେଶ ଚନ୍ଦ୍ର ସାହୁ, କେ ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର ପଣ୍ଡା…
Read More...

ସରଗରମ ନୂଆପଡା ମଇଦାନ, ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣଅ କଲା ବିଜେପି

ନୂଆପଡ଼ା: ନୂଆପଡା ମଇଦାନ ଏବେ ସରଗରମ । ନିଜ ନିଜ ଯୋଦ୍ଧାକୁ ଓହ୍ଲାଇ ସାରିଛନ୍ତି ୩ ଦଳ । ଏବେ ଲଢେଇ ଶେଷ ପ୍ରସ୍ତୁତିରେ । ତିନି ଦଳ ନିଜ ନିଜର ବିଜୟ ପାଇଁ ଅଙ୍କ କଷୁଥିବା ବେଳେ ବିଜେପି ଏକ ଶକ୍ତିଶାଳୀ ୪୦ ସଦସ୍ୟ ବିଶିଷ୍ଟ ଷ୍ଟାର ପ୍ରଚାରକ ତାଲିକା ସହିତ ନୂଆପଡା ଉପନିର୍ବାଚନ ପ୍ରଚାର…
Read More...

ବିଜେପିରେ ମିଶିଲେ ବିହାରର ଲୋକପ୍ରିୟ ଗାୟିକା ମୈଥିଲୀ ଠାକୁର

ପାଟନା: ବିଜେପିରେ ମିଶିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୈଥିଲୀ ଠାକୁର । ବିହାରର ଲୋକପ୍ରିୟ ଗାୟିକା ମୈଥିଲୀ ଠାକୁର ବିଜେପିରେ ସାମିଲ । ବିହାର ବିଜେପି ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମୈଥିଲୀ । ମୈଥିଲୀଙ୍କୁ ଅଲ୍ଲୀନଗର ଆସନ ପାଇଁ ଟିକେଟ୍ ଦେଇପାରେ ବିଜେପି । ବିହାର ବିଧାନସଭା…
Read More...

ବିଜେପିର ମିଶ୍ରଣ ପର୍ବରେ ଜୟ ଢୋଲକିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ

ଭୁବନେଶ୍ଵର: ବିଜେପିରେ ମିଶିଛନ୍ତି ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଜୟ ଗେରୁଆ ଦଳରେ ସାମିଲ ହୋଇଛନ୍ତି । ଦଳକୁ ଜୟଙ୍କୁ ସ୍ଵାଗତ କରିଛନ୍ତି…
Read More...

ବିଜେଡିକୁ ଶକ୍ତ ଝଟ୍‌କା; ବିଜେପିରେ ମିଶିଲେ ଜୟ ଢୋଲକିଆ

ନୂଆପଡ଼ା: ବିଜେଡିକୁ ଲାଗିଲା ଶକ୍ତ ଝଟକା । ବିଜେପିରେ ମିଶିଲେ ଜୟ ଢୋଲକିଆ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସ୍ବର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡ଼ା…
Read More...

ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟର ଗୋଟିଏ ବିଲ୍ଡିଂରେ ରହିବ ଏସଆରସି, ଅଗ୍ନିଶମ, ପାଣିପାଗ, ODRAF, NDRF,…

ଭୁବନେଶ୍ଵର:- ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରଙ୍କ ବଡ଼ ଯୋଜନା । ଭୁବନେଶ୍ଵରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଖୋଲିବେ ସରକାର । ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟର ଗୋଟିଏ ବିଲ୍ଡିଂରେ ରହିବ ଏସଆରସି, ଅଗ୍ନିଶମ, ପାଣିପାଗ, ODRAF,…
Read More...

ପୋଲିସ SI ପରୀକ୍ଷା ଜାଲିଆତି ଘଟଣା; CBI ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ଵର: ପୋଲିସ SI ପରୀକ୍ଷା ଜାଲିଆତି ଘଟଣାରେ CBI ତଦନ୍ତ ଦାବି କଲା ବିଜେଡି । ଏନେଇ ଏକ ପ୍ରେସ୍‌ମିଟ୍‌ କରି CBI ତଦନ୍ତ ଦାବି କଲେ ପ୍ରଶାନ୍ତ ମୁଦୁଲି, ଲେନିନ ମହାନ୍ତି । OPRB ପ୍ରଥମେ ITIକୁ ପରୀକ୍ଷା କରିବା ପାଇଁ ଟେଣ୍ଡର ଦେଇଥିଲା । ପରେ ସିଲିକନ ଟେକ୍‌ ଲ୍ୟାବ ସଂସ୍ଥାକୁ…
Read More...

ବଡ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି, ଏବେ ହେବ ନାହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ସମ୍ବଲପୁର: ରାଜ୍ୟରେ ଏବେ ହେବ ନାହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ ସୂଚନା । ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ ସମୟରେ ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି । ପାର୍ବଣ ପୂର୍ବରୁ ହେବ ନାହିଁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ।…
Read More...

ନୂଆ କରି ଚୟନ କରାଯାଇଥିବା ୭ଟି ବିଭାଗର ୧ ହଜାର ୬୮୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ ମୋହନ…

ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିବେ ନିଯୁକ୍ତି ପତ୍ର । ନୂଆ କରି ଚୟନ କରାଯାଇଥିବା ୭ଟି ବିଭାଗର ୧ ହଜାର ୬୮୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ୩୪, ଅର୍ଥ ବିଭାଗର ୬୧, ଜଳସମ୍ପଦ ବିଭାଗର ୪୧୩, ଆଇନ ବିଭାଗର ୩୭, ମତ୍ସ୍ୟ ଓ…
Read More...

ବୋର୍ଡ ନିଗମ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ସୂଚନା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର

ଭୁବନେଶ୍ଵର: ବୋର୍ଡ ନିଗମ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ସୂଚନା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଏହି ମାସରେ ବହୁତ କିଛି ହେବାକୁ ଯାଉଛି ବୋଲି କହିଛନ୍ତୁ ପ୍ରଭାରୀ । ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି ।…
Read More...