Browsing Tag

BJP

ବିଜେପିର ୫ମ ପର୍ଯ୍ୟାୟରେ ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ପାଇଁ ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ରାଜ୍ୟ ବିଜେପି । ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେବେ ଦଳ ପକ୍ଷରୁ ପ୍ରକାଶିତଶି ତାଲିକା ଅନୁଯାୟୀ, ଘଷିପୁରାରୁ ଶମ୍ଭୁ ନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର,…
Read More...

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି କାଳୁ ଚରଣ ଖଣ୍ଡାୟତ ରାୟ

ଖୋର୍ଦ୍ଧା:ପଦ୍ମ ଛାଡିଲେ କାଳୁ । ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ମଧ୍ୟ ଖୋର୍ଦ୍ଧା ବିଜେପିରୁ ଅନେକ କର୍ମକର୍ତ୍ତା ମଧ୍ୟ ଇସ୍ତଫା ଦେଇଥିବା କୁହାଯାଉଛି । ସୂଚନା ଅନୁଯାୟୀ , ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ…
Read More...

୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ଭୁବନେଶ୍ୱର: ନିର୍ବାଚନ ପାଇଁ ଚଳଚଞ୍ଚଳ ନେତା ମନ୍ତ୍ରୀ । ପ୍ରଚାର ମଇଦାନରେ ନେତା ମନ୍ତ୍ରୀ । ଏହିକ୍ରମରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଶାହାଙ୍କ ପରେ ଓଡିଶା ଆସିବେ…
Read More...

ଓଡିଶାରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ କରୁଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା

ସୋନପୁର: ଓଡିଶାରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା । ପ୍ରଥମେ ଝାରସୁଗୁଡାରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ସୋନପୁର ରେ ପହଞ୍ଚି ସେଠାରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ କରୁଛନ୍ତି ଅମିତ ଶାହା । ମଂଚ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ…
Read More...

ବିଜେପିରେ ଆନୁଷ୍ଠାନୀକ ଭାବେ ସାମିଲ ହୋଇଛନ୍ତି ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର: ପଦ୍ମ ଧରିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେପିରେ ମିଶି ଥିବା କୁହାଯାଉଛି । ତେବେ ଆଜି ସୋନପୁରରେ ଆୟୋଜିତ ସମାବେଶକୁ ଆସୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଟିକେଟ୍ କାଟିବା ପରେ ନିକଟରେ କଂଗ୍ରେସରୁ…
Read More...

୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି

ଭୁବନେଶ୍ୱର: ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି ବିଜେପି । ଓଡିଶା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ତେବେ ତାଲିକାର ପ୍ରଥମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ରହିଛି । ସେହିପରି ୨ୟରେ ବିଜେପି…
Read More...

ମୟୁରଭଞ୍ଜ ଜିଲ୍ଲା ଚାରି ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି BJP

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ  : ରାଇରଙ୍ଗପୁର  ଭାରତୀୟ ଜନତା ପାର୍ଟି ପୁଣି ଓଡ଼ିଶାର ୨୧ ଆସନ ରେ ବିଧାନ ସଭା ପ୍ରାର୍ଥୀ ଘୋଷଣା କରିଛି। ସେଥି ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୪ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ବିଧାନ ସଭା ପ୍ରାର୍ଥୀଙ୍କର ନାଁ ଘୋଷଣା କରିଛି ବିଜେପି। ଏହି ଚାରଟି ନିର୍ବାଚନ…
Read More...

ଆସିଲା ବିଜେପିର ଆଉ ୨୧ ବିଧାୟକ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆସିଲା ବିଜେପିର ଆଉ ଏକ ବିଧାୟକ ପ୍ରାର୍ଥୀ ତାଲିକା । ଆଉ ୨୧ ଜଣଙ୍କ ନାଁ ଘୋଷଣା କଲା ଦଳ । ରାଉରକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ । ବଦଳିଲେ ରଣପୁର ଓ ପଟ୍ଟାଙ୍ଗୀ ପ୍ରାର୍ଥୀ । ସେହିପରି… ପାଟଣା : ଅଖିଳ ଚନ୍ଦ୍ର ନାଏକ ସାରସକଣା : ଭାଦବ ହାଂସଦା…
Read More...

ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ ଶହ ଶହ କର୍ମୀ

ଜୁନାଗଡ଼ / ବ୍ୟମୋ କେଶ ପୁରୋହିତ : ନିର୍ବାଚନ ଜେତିକି ପାଖେଇ ଆସୁଛି ରଜନିତି ସେତିକି ଉଷ୍ମ ହେବାରେ ଲାଗିଛି । ଏହି ପରିପକ୍ଷରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମିଶ୍ରଣ ପର୍ବ ର ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି…
Read More...

ବିଜେପିରେ ମିଶିଲେ ବରଗଡର ପୂର୍ବତନ ସାଂସଦ ପ୍ରଭାସ ସିଂହ

ନୂଆଦିଲ୍ଲୀ: ବିଜେପିରେ ମିଶିଲେ ବରଗଡର ପୂର୍ବତନ ସାଂସଦ ପ୍ରଭାସ ସିଂହ । ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରଭାସ ସିଂହ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରି ଚରୁଣ ଚୁଗ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ପ୍ରେମ ଶୁକ୍ଳାଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା…
Read More...