Browsing Tag

BJP

ମାର୍ଚ୍ଚ ୭ରେ ଭୁବନେଶ୍ଵର ଆସିବେ ଅମିତ୍ ଶାହା

ଭୁବନେଶ୍ଵର: ମାର୍ଚ୍ଚ ୭ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ Amit Shah ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଦରମିଆନ ସେ ଦୁଇଟି ପ୍ରମୁଖ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଥମେ ସେ କଟକ ଜିଲ୍ଲାର ମୁଣ୍ଡୁଳି ଅଞ୍ଚଳକୁ ଯାଇ Central Reserve Police Force (ସିଆରପିଏଫ୍)…
Read More...

ଦିଲ୍ଲୀ ହାଇକୋର୍ଟରୁ ବିଜେପିର ପୂର୍ବ ବିଧାୟକ କୁଲଦୀପ ସେନଗରଙ୍କୁ ବଡ଼ ଝଟକା

ଦିଲ୍ଲୀ ହାଇକୋର୍ଟରୁ ବିଜେପିର ପୂର୍ବ ବିଧାୟକ କୁଲଦୀପ ସେନଗରଙ୍କୁ ବଡ଼ ଝଟକା ଲାଗିଛି । ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ପିତାଙ୍କ ହାଜତ ମୃତ୍ୟୁ ମାମଲାରେ ତାଙ୍କ ଦଣ୍ଡ ସ୍ଥଗିତ ରଖିବା ପାଇଁ କୁଲଦୀପ ସିଂହ ସେଙ୍ଗାରଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଉନ୍ନାଓ ବଳାତ୍କାର…
Read More...

ଭାଜପା କାର୍ଯ୍ୟକାରୀ ଅଧକ୍ଷ ନୀତିନ ନବୀନ ହେବେ ନୂଆ ରାଷ୍ଟ୍ରିୟ ଅଧକ୍ଷ ।

ଆଜି ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତୀନ ନବୀନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ନୀତୀନ ନବୀନଙ୍କ ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର କେ. ଲକ୍ଷ୍ମଣଙ୍କୁ ପ୍ରଦାନ କରିଛନ୍ତି।…
Read More...

ଖୁବଶୀଘ୍ର ଓଡ଼ିଶା ଆସିବେ ନିତିନ ନବୀନ: ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ଵର: ଖୁବଶୀଘ୍ର ଓଡ଼ିଶା ଆସିବେ ନିତିନ ନବୀନ । ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନ ଓଡ଼ିଶା ଆସିବେ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନିଗମ ବୋର୍ଡ ନେଇ ଆଲୋଚନା ହୋଇଛି, ଖୁବଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ଶ୍ରୀ ସାମଲ୍ । ତେବେ ବିଜେପିର…
Read More...

ବାଲିକୁଦା ଏରସମା ବିଜେପିର ସାଂଗଠନିକ ପର୍ବ

ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବାଲିକୁଦା ଭାରତୀୟ ଜନତା ପାର୍ଟି କାର୍ଯ୍ୟଳୟ ସମ୍ମୁଖରେ ୧୨୯ ତମ ମନ କି ବାତ ଓ ସାଂଗଠନିକ ପର୍ବ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ୫୫ ପଞ୍ଚାୟତର ହଜାର ହଜାର କର୍ମୀ…
Read More...

ତେଜୁଛି ନବୀନ ପଟ୍ଟନାୟକଙ୍କ ବର୍ଦ୍ଧିତ ଦରମା ନ ନେବା ରାଜନୀତି, ମୁହଁ ଖୋଲିଲେ ବିଜେପି, କଂଗ୍ରେସ

ଭୁବନେଶ୍ଵର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବା ଘୋଷଣାକୁ ନେଇ ତେଜୁଛି ରାଜନୀତି । ନବୀନଙ୍କୁ ଆକ୍ଷେପ କରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ଟାର୍ଗେଟ୍ କରି ବିଜେପି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ନବୀନ ବାବୁ ବହୁତ ଧନୀ ଲୋକ । ଏ ସବୁ ଡ୍ରାମା…
Read More...

ପ୍ରଫୁଲ୍ଲଙ୍କ ୨ ପୁଅ ବିଜେପିରେ ମିଶିଲେ, କଡା ସମାଲୋଚନା କଲେ ବ୍ୟୋମକେଶ

ବିରୋଧୀ ଦଳ ବିଜେଡି ପାଇଁ ଏକ ବଡ଼ ଲଜ୍ଜାର ବିଷୟ ପାଲଟିଛି। ଛଅ ଥର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଏବଂ ଭଉଣୀ ବିଜେପିରେ ଯୋଗ ଦେଇଛନ୍ତି। ସାମଲଙ୍କ ପୁଅ ପ୍ରୟାସକାନ୍ତି ଏବଂ ପ୍ରଣିତକାନ୍ତି, ତାଙ୍କ ଭଉଣୀ ଉର୍ମିଳା ନାୟକଙ୍କ ସହିତ ଦଳର ରାଜ୍ୟ ଶାଖା ସଭାପତି ମନମୋହନ ସାମଲ ଏବଂ…
Read More...

ବିଜେଡିକୁ ଶକ୍ତ ଝଟ୍‌କା, ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ ଓ ଭଉଣୀ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା । ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ ଓ ଭଉଣୀ । ପ୍ରୟାସକାନ୍ତି ସାମଲ, ପ୍ରଣିତକାନ୍ତି ସାମଲ ବିଜେପିରେ ମିଶିଲେ । ପ୍ରଫୁଲ୍ଲଙ୍କ ଭଉଣୀ ଉର୍ମିଳା ନାୟକ ମଧ୍ୟ ବିଜେପିରେ ମିଶିଲେ । ୩୦ ସରପଞ୍ଚ ଓ ୩୫ ସମିତି ସଭ୍ୟ ମଧ୍ୟ ବିଜେପିରେ ମିଶିଲେ ।…
Read More...

ଗୃହରେ ପାଣ୍ଡିଆନ ଝଡ: ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ

ଭୁବନେଶ୍ଵର: ଗୃହରେ ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ । ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକମାନେ କାଗଜ ବାଘ ଥିଲେ । ରାଜା ଭାଇଙ୍କୁ ଆହ୍ୱାନ, ନବୀନଙ୍କୁ ନେଇ ଗୋଟିଏ ବହି ଲେଖାଯାଉ ।…
Read More...

ଦୁଇ ବରିଷ୍ଠ ନେତାଙ୍କୁ ନୂଆପଡ଼ା ଉପନିର୍ବାଚନ ଦାୟିତ୍ବ ଦେଲା ବିଜେପି

ଭୁବନେଶ୍ଵର: ଦୁଇ ବରିଷ୍ଠ ନେତାଙ୍କୁ ନୂଆପଡ଼ା ଉପନିର୍ବାଚନ ଦାୟିତ୍ବ ଦେଲା ବିଜେପି । ଉପମୁଖ୍ୟମନ୍ତ୍ରୀ କେଭି, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ବ । ନିର୍ବାଚନ ପରିଚାଳନା କରିବାକୁ ଏହି ଦୁଇ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି…
Read More...