ବାଇକ ଚୋରକୁ ଗିରଫ କଲା ମାହାଙ୍ଗା ପୁଲିସ
ମାହାଙ୍ଗା: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଘଟଣା ଘଟିଛି କଟକ ମାହାଙ୍ଗା ଥାନା ଅଂଚଳରେ। ଗାଡ଼ି ଚେକିଂ ବେଳେ ବଡ଼ ସଫଳତା ମିଳିଛି ମାହାଙ୍ଗା ପୋଲିସକୁ। ଗୋଟିଏ ନମ୍ବର ରେ ଦୁଇଟି ଗାଡ଼ି ଚାଲୁଥିବା ରୁ ପୋଲିସ ର ସଂଦେହ ଅଧିକ ହୋଇଥିଲା। ପୋଲିସ ଘଟଣା ପଛରେ ଯାଇ ଧରିଲା ଏକାଧିକ ବାଇକ୍ ଓ…
Read More...
Read More...