Browsing Tag

Biswajit

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଆଥଲେଟ ନୀରଜ ଚୋପ୍ରା ଜାଭଲିନ ଥ୍ରୋରେ ଡାଇମଣ୍ଡ ଜିତିଛନ୍ତି। ଡାଇମଣ୍ଡ ଲିଗ ଫାଇନାଲରେ ୮୮.୪୪ ମିଟର ଜାଭଲିନ ଥ୍ରୋରେ ଶ୍ରୀ ଚୋପ୍ରା ଏହି ଟାଇଟେଲ ଜିତିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜୁରିଚରେ ଅନୁଷ୍ଠିତ ହୀରାଖଣ୍ଡ ଫାଇନାଲରେ ପ୍ରଥମରୁ ନୀରଜଙ୍କର ପ୍ରଦର୍ଶନ ଭଲ ରହିନଥିଲା। ପ୍ରଥମ…
Read More...

ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହାଛଡା ଦିଲ୍ଲୀର ଐତିହାସିକ ମାର୍ଗ ରାଜପଥର ନାମ ବଦଳାଇ କର୍ତ୍ତବ୍ୟପଥ ରଖିଛନ୍ତି। ବ୍ରିଟିଶ ଶାସନ ସମୟରେ ସମ୍ପୃକ୍ତ ମାର୍ଗର ନାମ କିଙ୍ଗସୱେ ରହିଥିଲା। ପରେ…
Read More...

ପାରିବାରିକ କହଳରୁ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢିବାରରେ ଲାଗିଛି। ପାରିବାରିକ କାରଣ ହେଉ କି ପ୍ରେମ ଜନିତ କାରଣ କିମ୍ବା ମାନସିକ ଅବସାଦ ଏଥିପାଇଁ ଲୋକମାନେ ଆତ୍ମହତ୍ୟାର ପଥ ବାଛି ନେଉଛନ୍ତି। ଯାହାକୁ ନେଇ କମିଶନରେଟ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।…
Read More...

୨୦୨୩ ହକି ବିଶ୍ୱକପ ଲାଗି ବାଜିଲା ବିଗୁଲ

ଭୁବନେଶ୍ୱର: ୨୦୨୩ ହକି ବିଶ୍ୱକପ ଲାଗି ବିଗୁଲ ବାଜିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟରୁ ଖେଳସୂଚୀ ଘୋଷଣା କରାଯାଇଛି। ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ଏଥିପାଇଁ ୪ ଗ୍ରୁପରେ ବିଭକ୍ତ କରାଯାଇଛି। ପୋଲ ‘ଏ’ ରେ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଅଣ୍ଟା ଭିଡିଲା ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ କରିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି। ଏଥିପାଇଁ ବାଲିସାହି – ସମୁଦ୍ରକୂଳ ରାସ୍ତାକୁ ୪୦ ଫୁଟ ଚଉଢା କରିବାକୁ ଚାହୁଁଛି। କାରଣ ଭକ୍ତମାନେ ସିଧାସଳଖ ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ଦର୍ଶନ କରିପାରିବେ। ଏଥିପାଇଁ ଜିଲ୍ଲା…
Read More...

୨୦୨୪ ନିର୍ବାଚନ ଲାଗି ବିଜେପିର ମାନସ ମନ୍ଥନ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ଦିଆଯାଇଥିବା ଗ୍ରାଉଣ୍ଡ ଲେଭଲ କାମ ଶେଷ କରିବାରେ ବିଫଳ ହେଲେ ବିଜେପି ମନ୍ତ୍ରୀଙ୍କ ଉପରେ ଦଳ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ। ମଙ୍ଗଳବାର ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ମାନସ ମନ୍ଥନ ବୈଠକରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଦଳର…
Read More...

ଜିଲ୍ଲାସ୍ତରୀୟ ନୂଆଖାଇ ଭେଟ ଘାଟ ପାଳିତ

କେନ୍ଦ୍ରାପଡା: ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ କେନ୍ଦ୍ରାପଡା ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି…
Read More...

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

କଟକ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଓଡି଼ଶା ହାଇକୋର୍ଟଙ୍କ ପକ୍ଷରୁ ନିମ୍ନ ଅଦାଲତର ଶୁଣାଣି ଉପରେ ହାଇକୋର୍ଟ ଅନ୍ତରୀଣ ରହିତା ଦେଶ ଜାରି କରିଛନ୍ତି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟାଦେଶ…
Read More...

ସଞ୍ଜୟ ବର୍ମା କାନାଡାର ପରବର୍ତ୍ତୀ ହାଇକମିଶନର

ନୂଆଦିଲ୍ଲୀ: ଆଇଏଫଏସ ଅଫିସର ସଞ୍ଜୟ ବର୍ମାଙ୍କୁ କାନାଡାର ହାଇ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଚିକାଗୋର କନସଲଟାଣ୍ଟ ଜେନେରାଲ ଅଫ ଇଣ୍ଡିଆର ଅମିତ କୁମାରଙ୍କୁ କୋରିଆର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ୧୯୮୮ ବ୍ୟାଚର ଆଇଏଫଏସ ଅଫିସର ଶ୍ରୀ ବର୍ମା ବର୍ତ୍ତମାନ ଭାରତର…
Read More...

ଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

ନୂଆଦିଲ୍ଲୀ: ଭାରତୟୀ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରୈନା ଆଇପିଏଲ ଏବଂ ଘରୋଇ କ୍ରିକେଟ କ୍ୟାରିୟରର ସମାପ୍ତ କରି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ମହେନ୍ଦ୍ର ସିଂ ଧୋନି ଅବସର ନେବାର କିଛି ଦିନ ପରେ ଅଗଷ୍ଟ ୧୫, ୨୦୨୦ରେ ଶ୍ରୀ ରୈନା ଆନ୍ତର୍ଜାତୀୟ…
Read More...