ବିଶାଖାପାଟଣା – ଜଗଦଲପୁର ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ
କୋରାପୁଟ: ବିଶାଖାପାଟଣା – ଜଗଦଲପୁର ପାସେଞ୍ଜର ଟ୍ରେନଟି ଲାଇନଚ୍ୟୁତ ହୋଇଯାଇଛି। ଫଳରେ ୫ଟି ବଗି ଟ୍ରାକରୁ ବାହାରକୁ ଚାଲି ଯାଇଥିବା ଜଣାପଡିଛି। ତେବେ ଦୁର୍ଘଟଣାଟି କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଛତ୍ରିପୁଟ ନିକଟରେ ଘଟିଥିବା ଜଣାପଡିଛି। ତେବେ ଦୁର୍ଘଟଣାରେ କୌଣସି ପ୍ରକାର କ୍ଷୟକ୍ଷତି…
Read More...
Read More...