Browsing Tag

bird flu

ରାଜଧାନୀରେ ବ୍ୟାପିଥିବା ବାର୍ଡ ଫ୍ଲୁ କୁ ନେଇ ଏବେ ଚିନ୍ତାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ

ଭୁବନେଶ୍ୱର:- ରାଜଧାନୀରେ ବ୍ୟାପିବରେ ଲାଗିଛି ବାର୍ଡ ଫ୍ଲୁ । ଏହାକୁ ନେଇ ଏବେ ଚିନ୍ତାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ନନ୍ଦନକାନନର ଉନ୍ନତି କାର୍ଯ୍ୟ ଚାଲୁ ରହିଥିବାରୁ ପୂର୍ବରୁ ହୋଇଥିବା ବାର୍ଡ ଫ୍ଲୁକୁ…
Read More...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ

ପିପିଲି: ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ । ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । H5N1 ଆଭିଏନ୍‌ ଇନ୍‌ଫ୍ଲୁଏଞ୍ଜା ଭାଇରସ୍ ପଜିଟିଭ୍ । ଡେଲାଙ୍ଗର ବଡ଼ ଆଙ୍କୁଲା ଗାଁ ଭାଇରସ୍‌ର ଏପିସେଣ୍ଟର୍ । ଏପିସେଣ୍ଟର୍‌ର ଏକ କିଲୋମିଟର ମଧ୍ୟରେ ହେବ କଲିଂ । କଲିଂ କେନ୍ଦ୍ରରୁ ୧୦ କି.ମି…
Read More...

ବାର୍ଡ ଫ୍ଲୁ ପାଇଁ ସବୁ ଜିଲ୍ଲାକୁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଆତଙ୍କ ରଚିଛି ବାର୍ଡ ଫ୍ଲୁ । ଏନେଇ ସବୁ ଜିଲ୍ଲାକୁ ଜାରି ହେଲା ନିର୍ଦ୍ଦେଶନାମା । ଏପରେ ସଂକ୍ରମଣ ରୋକିବାକୁ ଚାଲିଛି କୁକୁଡା ମରା ଅଭିଯାନ । ତେବେ ଏହାରି ଭିତରେ ପିପିଲି ବାର୍ଡ ଫ୍ଲୁର ହଟସ୍ପଟ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏନେଇ ଜିଲ୍ଲା…
Read More...

ପୁରୀ ଓ ବ୍ରହ୍ମଗିରି ରେ ବାର୍ଡ ଫ୍ଲ ଆଶଙ୍କା

(ଜୟନ୍ତ କୁମାର ସେଠୀ): ଚିଲିକା ପକ୍ଷୀ ଅଭୟାରଣ୍ୟ ସହିତ ପୁରୀ ଓ ବ୍ରହ୍ମ ଗିରି ଅଞ୍ଚଳରେ କାଉ ମଡ଼କ , ଅନ୍ୟକିଛି ପକ୍ଷୀ ସହ କୁକୁଡ଼ା ଙ୍କ ମୃତ୍ୟୁ ଯୋଗୁ ବାର୍ଡ ଫ୍ଲୁ ଆଶଙ୍କା କରିଛନ୍ତି ପୁରୀ ଓ ବ୍ରହ୍ମଗିରି ସ୍ଥାନୀୟ ଲୋକେ। ତେବେ ଏହି ଖବର ମିଳିବା ପରେ ପୁରୀ ଜିଲା ବନ ବିଭାଗ ,ପଶୁସମ୍ପଦ…
Read More...