ଭିତରକନିକା ଜାତୀୟ ଉଦ୍ୟାନରେ ତିନିଦିନିଆ ପକ୍ଷୀ ଗଣନା ଆରମ୍ଭ
କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନ ବିଭାଗ ଅଧୀନରେ ଥିବା ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ବାର୍ଷିକ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି।
ରିପୋର୍ଟ ଅନୁଯାୟୀ, ପାର୍କର ମଠଆଡିଆ, ଦୁର୍ଗାପ୍ରସାଦ ଡିଆ ଏବଂ ଲକ୍ଷ୍ମୀ ପ୍ରସାଦ ଡିଆ…
Read More...
Read More...