ନବୀନ ନିବାସରେ ନୀତିଶଙ୍କୁ ସ୍ୱାଗତ
ଭୁବନେଶ୍ୱର : ନବୀନ ନିବାସ ରେ ନୀତିଶ | ନବୀନ ନିବାସ ରେ ପଂହଁଚିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର | କିଛି ସମୟ ଉଭୟ ଆଲୋଚନା କରିବା ସହ ଗୋଟିଏ ଟେବୁଲ ରେ ବସି ଉଭୟ ନେତା ନବୀନ ଏବଂ ନୀତିଶ କୁମାର ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି | ନୀତିଶ ବିମାନ ବନ୍ଦରରେ ପଂହଁଚିବା…
Read More...
Read More...