Browsing Tag

bhubaneswer

ଲୋଏର ପିଏମଜି ଆଧ୍ୟତ୍ମିତ ପରିବେଶ, ୫ ଦଫା ନେଇ ସଂକୀର୍ତ୍ତନ ଆନ୍ଦୋଳନ

ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପିଏମଜିରେ ଆଧ୍ୟତ୍ମିକ ପରିବେଶ । ନାମ ସଂକୀର୍ତ୍ତନରେ ଫାଟି ପଡୁଛି ପୂରା ପରିବେଶ । ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫ ହଜାରରୁ ଅଧିକ ସଂକୀର୍ତ୍ତନ କଳାକାର ଏକଜୁଟ ହୋଇ ଧାରଣା ଦେଇଛନ୍ତି । ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଜଗନ୍ନାଥ ନାମ ସଂକୀର୍ତ୍ତନ ଓ…
Read More...

୨୧ରେ ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ବର : ୨୧ରେ ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ । ନଭେମ୍ବର ୨୧ ତାରିଖ ସକାଳ ୯ଟା ୩୦ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ। ଉପବାଚସ୍ପତି ପଦରୁ ରଜନୀକାନ୍ତଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ। ସୂଚନା…
Read More...

ଏଲିଗାଣ୍ଟ ଇଣ୍ଟେରିଅର୍ସ ଶୋ’ ରୁମର ଶୁଭ ଉଦଘାଟନ

ଭୁବନେଶ୍ୱର : ସ୍ବପ୍ନର ଘରଟିଏ ତିଆରି କରିସାରିବା ପରେ ଆଜିକାଲିର ଚାକଚକ୍ୟ ଦୁନିଆରେ ସମସ୍ତେ ଘର ଭିତର ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି l ଘର ଭିତର ସୁସଜ୍ଜିତ କରିବା ପାଇଁ ଟ୍ୱିନ୍ ସିଟିର ମଧ୍ୟ ଭାଗ ନନ୍ଦନକାନନ ତ୍ରିଶୁଳିଆ ରାସ୍ତାରେ "ଏଲିଗାଣ୍ଟ ଇଣ୍ଟେରିଅର୍ସ" ନାମରେ ଏକ…
Read More...

ରାତି ୧୦ ପରେ ଟୁଇନ ସିଟିରେ ପୁଟିବ ନାହିଁ ବାଣ ; ମାର୍ଗଦର୍ଶିକା ଜାରି କଲା କମିସନରେଟ ପୋଲିସ

ଭୁବନେଶ୍ୱର : ରାତି ୧୦ଟା ପରେ ଟୁଇନ ସିଟିରେ ଫୁଟିବ ନାହିଁ ବାଣ । ଏନେଇ ଆଜି କମିସନରେଟ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜରି କରାଯାଇଛି । ଏଥିରେ କୁହାଯାଇଛି ଯେ, ରାତି ୧୦ଟା ପରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । କେବଳ ୧୨୫ ଡେସିବେଲଠାରୁ କମ୍ ଶବ୍ଦର ବାଣ ଫୁଟାଇବାକୁ ଅନୁମତି…
Read More...

ଓଲଟିଲା ଗ୍ୟାସ ଟ୍ୟାଙ୍କର : ଫୋନ ବ୍ୟବହାରରେ ରୋକ ଲାଗିଲା , ଚୁଳି ନ ଜାଳିବାକୁ ପରାମର୍ଶ

ପାରାଦୀପ : ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟିଲା ଗ୍ୟାସ ଟ୍ୟାଙ୍କର । ପାରାଦୀପ ଆଇଓସିଏଲରୁ ଗ୍ୟାସ ନେଇ ଚଣ୍ଡିଖୋଲ ରାସ୍ତାରେ ଯିବା ବେଳେ ହାତୀଟାଙ୍କି ନିକଟରେ ଘଟିଛି ଏଭଳି ଘଟଣା। ଖବର ପାଇ ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଓ ପୁଲିସ ପହଞ୍ଚିଛି। ଉଭୟପଟ ରାସ୍ତାକୁ ସିଲ…
Read More...

ମୋ କଲେଜ’, ‘ଏସ.ଏସ.ୟୁ.’ ମଧ୍ୟରେ ଚୁକ୍ତିପତ୍ର , କୃଷି ଓ କୃଷି ଭିତ୍ତିକ ଷ୍ଟାର୍ଟ-ଅପ  ଉପରେ ଗୁରୁତ୍ୱ

ଭୁବନେଶ୍ୱର : ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ମଙ୍ଗଳବାର ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟର ଉଚ୍ଚଶିକ୍ଷା ଅନୁଷ୍ଠାନର ଯୁବାଙ୍କୁ ଅଧିକ କୁଶଳୀ ଗଢିବା ତଥା ଆତ୍ମନିଯୁକ୍ତି ତାଲିମ ଯୋଗାଇବା ନିମନ୍ତେ ଏହି ବୁଝାମଣା ହୋଇଛି । ଏସ.ଏସ.ୟୁ.ର…
Read More...

ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ

ଭୁବନେଶ୍ୱର: ପ୍ରଯୋଜକ ଟୁଟୁ ନାୟକଙ୍କୁ କୋର୍ଟରୁ ମିଳିଲା ଆସ୍ୱସ୍ତି । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଳରେ ମିଳିଲା ଜାମିନ। ଭୁବନେଶ୍ୱର SDJM କୋର୍ଟ ତରଫରୁ ତାଙ୍କୁ ଆଜି ଜାମିନ ମିଳିଛି। ସାମ୍ବାଦିକାଙ୍କୁ ମାଡ଼ ମରା ଘଟଣାରେ ଶନି ବାର ଦିନ ଗିରଫ ହୋଇ ଜେଲରେ ଥିଲେ ଟୁଟୁ ନାୟକ । ଦଫା…
Read More...

ଭିଜିଲାନ୍ସ ଜାଲରେ ପିଏଚ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ,୬ଟି ଠିକଣାରୋ ଚାଲିଛି ରେଡ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଥିବା ଜଣାପଡିଛି। ଏକାସାଙ୍ଗରେ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଭୁବନେଶ୍ବର ଓ…
Read More...

ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଆବେଦନ , ୮ ତାରିଖରେ ହେବ ଶୁଣାଣି

ଭୁବନେଶ୍ୱର: ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଶୁଣାଣି ଘୁଂଚିଲା। ୮ ତାରିଖରେ ହେବ ଜାମିନ ଆବେଦନ ଶୁଣାଣି। ଗତ ଶନିବାର ଜାମିନ ଆବେଦନ ଶୁଣାଣୀକୁ ସଂରକ୍ଷିତ ରଖିଥିଲେ କୋର୍ଟ । SDJM କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ। ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଟୁଟୁ ନାୟକ। ଦଫା ୩୫୪,…
Read More...

ଆଜି ବି RBI ଆଗରେ ଲମ୍ବା ଲାଇନ

ଭୁବନେଶ୍ୱର : ଦୁଇ ଦିନ ଛୁଟି ପରେ ପୁଣି ଆରବିଆଇ ସାମ୍ନାରେ ଭିଡ ଦେଖିବାକୁ ମିଳିଛି ।୨ହଜାର ଟଙ୍କା ନୋଟ ପାଇଁ ଆରବିଆଇ ବାହାରେ ଜମିଛି ଲମ୍ବା ଲାଇନ । କଳାଟଙ୍କା ବଦଳାଇବାକୁ ଗରିବ ଦିନ ମଜୁରିଆଙ୍କୁ କରାଯାଇଛି ମାଧ୍ୟମ । ଗରିବ ଦିନ ମଜୁରିଆଙ୍କୁ ଲାଇନରେ ଛିଡାକରି ୨୦ ହଜାର ଟଙ୍କିଆ ନୋଟ…
Read More...