Browsing Tag

bhubaneswer

ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଲ : ଦିନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବି କଲେ ବାଚସ୍ପତି

ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବାର ଥିଲା। ଆଜି କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ସମବାୟ, ମତ୍ସ୍ୟ ଓ ପ୍ରାଣୀ…
Read More...

ସ୍କୁଲରେ ଛାତ୍ରଛାତ୍ରୀ ପଢିବେ ‘ରାମାୟଣ’ ଓ ‘ମହାଭାରତ’

ଆଗାମୀ ଦିନରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ରାମାୟଣ ଓ ମହାଭାରତ ଶିକ୍ଷା। NCERTର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଏ ସମ୍ବନ୍ଧିତ ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇପାରେ। ଉଚ୍ଚ ସ୍ତରୀୟ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ପ୍ୟାନେଲ୍ ଏହା…
Read More...

ଆମ ଖେଳାଳୀ ଭଲରେ ବିଶ୍ୱକପ୍ ବିଜୟୀ ହୋଇଥାନ୍ତେ, ହେଲେ ପନୌତି ହରାଇଦେଲା

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ମଙ୍ଗଳବାର ଦିନ ରାଜସ୍ଥାନର ଜାଲୋର ଠାରେ ନିର୍ବାଚନ ପ୍ରଚାର କରିବାକୁ ପହଂଚିଥିଲେ ରାହୁଲ ଗାନ୍ଧୀ । ଏହି କ୍ରମରେ ସେ ବିଶ୍ୱକପରେ ଭାରତର ପରାଜୟ କଥା କହିଥିଲେ । ସେ କହିଥିଲେ କି, ଆମ ଖେଳାଳୀମାନେ ଯେଭଳି ଖେଳୁଥିଲେ ଟିମ୍…
Read More...

ସୂର୍ଯ୍ୟ ନଗରରେ ଉଦ୍ଘାଟିତ ହେଲା ‘ଅର୍ଗାନେଲ୍ ଫାର୍ମସ୍’ ର ଦ୍ୱିତୀୟ ଜୈବିକ ଖାଦ୍ୟ ଷ୍ଟୋର୍

ଭୁବନେଶ୍ୱର : ଜୈବିକ ଖାଦ୍ୟ ପଦାର୍ଥ ର ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସ୍ୱତନ୍ତ୍ର ପ୍ରିମିୟମ୍ । ଜୈବିକ ଖାଦ୍ୟ ବ୍ରାଣ୍ଡ୍ ‘ଅର୍ଗାନେଲ୍ ଫାର୍ମସ୍’ ସୂର୍ଯ୍ୟ ନଗରରେ ଏହାର ଦ୍ୱିତୀୟ ଷ୍ଟୋର୍ ଉଦ୍ଘାଟନ କରିଛି । ପ୍ରଖ୍ୟାତ ଉଦ୍ୟୋଗୀ ପୁଣମ୍ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ…
Read More...

ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ , ସାମିଲ ହେବେ ୧୦୦ଜଣ ମାଲିକ

ଭୁବନେଶ୍ୱର : ୨୨ତାରିଖ ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ । ଆଜି ବୈଠକରେ ବସିବା ପରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି । ମୋଟ ୧୦୦ ଜଣ ବସ ମାଲିକ ଏହି ପ୍ରତିବାଦରେ ସାମିଲ ହେବ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ ଘରୋଇ ବସ ମାଲିକ ସଂଘ ଓ…
Read More...

ଆଜି ବିଧାନସଭା ଊପନିର୍ବାଚନ ପାଇଁ ନାମାଙ୍କନ ଦାଖଲ : କାଲି ନର୍ବାଚନ

ଭୁବନେଶ୍ୱର : ବିଧାନସଭ ଉପବାଚସ୍ପତି ନିର୍ବାଚନ ଲାଗି ଆଜି ହେଉଛି ନାମାଙ୍କନ ପତ୍ର ଦାଖଲର ଦିନ । ଏ ନେଇ ବିଧାନ ସଭା ପକ୍ଷରୁ ପୂର୍ବାହ୍ନ ୧୧ଟାରୁ ପ୍ରକିୟା ଆରମ୍ଭ ହୋବ । ଆସନ୍ତାକାଲି ସକାଳ ୯ଟାରେ ଉପବାଚସ୍ପତି ନିର୍ବାଚନ । ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳର ବିଜେଡି ଦ୍ୱାରା ମନୋନୀତ…
Read More...

ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବଦର ଅନୁମତି, ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତିକ

ଭୁବନେଶ୍ବର : ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ମିଳିଛି। ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲଙ୍କୁ ଅବସର ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ସୁନୀଲ ବଂଶଲ ଅବସର ନେବାକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ…
Read More...

ସାଲିଆ ସାହିରେ ମଦ ବେପାର : ଫ୍ଲାଇଂ ସ୍କ୍ୱାଡର ଚଢାଉ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସାଲିଆ ସାହି ପାଲଟିଛି ମଦର ପେଣ୍ଠସ୍ଥଳୀ । ପ୍ଲାଇଙ୍ଗ ସ୍ୱାର୍ଡ ପକ୍ଷରୁ ଚଢାଉ କରି ହଜାର ଲିଟର ଦେଶୀ ମଦ ସହ ୮ହଜାର ୫ଶହ ପେଚ ଜବତ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଓ ଅବକାରୀ ସୁପରିଟେଣ୍ଡେଂଟଙ୍କ ନିର୍ଦ୍ଦେଶକ୍ରମେ ଏହି ଚଡାଉ କରାଯାଇଥିଲା । ମଦ କାରବାରରେ…
Read More...

ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମିଲ ହେବ ଆଉ ୩୪୯ ନୂଆ ଆମ୍ବୁଲାନ୍ସ

ଭୁବନେଶ୍ୱର: ଓଡିଶା ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ। ରାଜ୍ୟରେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ସର୍ବଦା ପ୍ରଚେଷ୍ଟାରତ ଅଛନ୍ତି ରାଜ୍ୟ ସରକାର। ସ୍ବାସ୍ଥ୍ୟ ସେବାରେ ପୁଣି ଯୋଡିହେବ ୩୪୯ ନୂଆ ୧୦୮ ଆମ୍ବୁଲାନ୍ସ। ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ଆମ୍ବୁଲାନ୍ସ ସାମିଲ କରିବାକୁ…
Read More...

ବନ୍ଧା ହେଲେ ରସିକିଆ ହାବିଲଦାର, ଅଧ୍ୟପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଅଭିଯୋଗ

ଭୁବନେଶ୍ୱର : ହାବିଲଦାରଙ୍କ କଳଙ୍କିତ କାରନାମା । ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରଥମେ ଶାରୀରିକ ସମ୍ପର୍କ ପରେ ବାରମ୍ବାର ଗର୍ଭପାତ ଅଭିଯୋଗ ହୋଇଛି । ଏହାପରେ ଚନ୍ଦକା କ୍ୟାମ୍ପର ହାବିଲଦାର ପ୍ରେମସାଗର ବାରାଙ୍କୁ ବାନ୍ଧିଲା ପୋଲିସ । ସୂଚନା ଅନୁସାରେ, ପ୍ରେମ ସାଗର ରେଶ୍ଟାଲ…
Read More...