Browsing Tag

bhubaneswer weather

ଅସହ୍ୟ ହେଲାଣି ତାତି

ଭୁବନେଶ୍ବର:ରାଜ୍ୟକୁ ଫେରିଛି ପୁଣି ଗ୍ରୀଷ୍ମପ୍ରଭାବ ।ପୁଣି ଅସହ୍ୟ ହେଲାଣି ତାତି । ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭବ ହେଉଛି । ଆଜି ସକାଳ ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ୭୯ ପ୍ରତିଶତ ଆର୍ଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ…
Read More...

କାଳବୈଶାଖୀ ପରେ ୨୬ ରୁ ପଶ୍ଚିମା ଝଡ଼

ଭୁବନେଶ୍ୱର:ଏବେ ରାଜ୍ୟରେ ୪-୫ ଦିନ ବର୍ଷ ଜାରି ରହିଥିବା ବେଳେ ଆସନ୍ତା ୨୬ରୁ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଦେଖାଯିବ ।ଏହା ଉତ୍ତର-ପୂର୍ବ ବାଂଲାଦେଶ ଓ ଏହାର ପାଖାପାଖି ଅଞ୍ଚଳରେ ସୃଷ୍ଟି ହୋଇଛି ।ଏହାରୀ ପ୍ରଭାବରେ ପାଗ ମେଘୁଆ ରହିିବ । ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ…
Read More...

ଆଗକୁ ତାପମାତ୍ରା ବଢିପାରେ

ଭୁବନେଶ୍ୱର: ଶୁକ୍ରବାର ପରି ସନିବାର ମଧ୍ୟ ରାଜ୍ୟରେ କାଳବୈଶାଖ ପ୍ରଭାବ ଦୋଖିବାକୁ ମିଳିଛି ସେଥିପାଇଁ ତାପମାତ୍ରା କମ୍ ରହିଛି । ଆଜି କାଳବୈଶଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହୁଛି । ଆଜି ସୋମବାର ବଡ଼ କାଳବୈଶାଖୀ ହେବାର ଅଛି । ତାପମାତ୍ରା…
Read More...