Browsing Tag

Bhubaneswar

ରାଜଧାନୀରେ ଆଉ ୨୫ ହଜାର ଆବାସ ନିର୍ମାଣ କରିବାକୁ ଯୋଜନା ରଖିଛି ବିଡିଏ

ଭୁବନେଶ୍ୱର:- ରାଜଧାନୀ ହେବ ବସ୍ତି ମୁକ୍ତ । ଏନେଇ ଅଣ୍ଟା ଭିଡ଼ିଛି ନଗର ଉନ୍ନୟନ ବିଭାଗ । ରାଜଧାନୀରେ ଆଉ ୨୫ ହଜାର ଆବାସ ନିର୍ମାଣ କରିବାକୁ ଯୋଜନା ହୋଇଛି । ଏନେଇ ମିଳିତ ଭାବେ ବିଡିଏ ଏବଂ ବିଏମ୍‌ସି  ୯୦ ଦିନ ଭିତରେ ଜାଗା ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସେବା ଭବନ…
Read More...

ଆମେରିକାର ଧମକକୁ, ଭାରତର ବେଖାତିର

ଆମେରିକାର ଧମକକୁ, ଭାରତର ବେଖାତିର । ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଧମକ ପରେ ମଧ୍ୟ, ରୁଷଠାରୁ ତେଲ କିଣିବା ଜାରି ରଖିଛି ଭାରତ । ଖାଲି ସେତିକୁ ନୁହେଁ,  ଆଗକୁ ମଧ୍ୟ ରୁଷୀୟ ଯୋଗାଣକାରୀଙ୍କ ଠାରୁ ତେଲ କିଣିବା ଜାରି ରଖିବ ଭାରତ । ଗୋଟେପଟେ ରୁଷ ବିଶ୍ବର ଦ୍ବିତୀୟ ସର୍ବବୃହତ ଅଶୋଧିତ ତୈଳ…
Read More...

ନୂଆ ଜିଲ୍ଲାପାଳଙ୍କୁ ଭେଟିଲେ ଏମ୍.ୟୁ,ଜେର କର୍ମକର୍ତ୍ତା

ଆଜି ମାଲକାନଗିରି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ (ଏମ.ୟୁ.ଜେ)ର ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ୱରେ, ଏମ.ୟୁ.ଜେର କର୍ମକର୍ତ୍ତା ଓ ସାମ୍ବାଦିକ ମାନେ ମାଲକାନଗିରି ଜିଲ୍ଲାର ନୁଆ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ସୋମେଶ ଉପାଧ୍ୟାୟଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଶ୍ରୀ ଉପାଧ୍ୟାୟ…
Read More...

ସମସ୍ତ ଅଫିସର ଓ କର୍ମଚାରୀଙ୍କ ଦରମା ବନ୍ଦ

ଅଫିସରଙ୍କ ସହ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ । କଟକ ଜିଲ୍ଲା ମାହାଙ୍ଗା ବ୍ଲକର ସମସ୍ତ ଅଫିସର ଓ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ। ସୂଚନା ଅନୁଶାରେ, କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ଚିଠି ସଂଖ୍ୟା 3656ରେ ଏହି ନିର୍ଦ୍ଦେଶ…
Read More...

ସବୁ ସୀମାକୁ ଲଙ୍ଘିଲେ ଦୁର୍ବୃତ୍ତ

ସବୁ ସୀମା ଲଙ୍ଘିଲା ଦୁର୍ବୃତ୍ତଙ୍କ କାଣ୍ଡ । ଘରେ ଏକା ଥିବା ବେଳେ, ଦୁଇ ପିଲାଙ୍କୁ ଜାଳି ଦେଲେ ଦୁର୍ବୃତ୍ତ । ଆଉ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି, ବିହାରର ପାଟନାରେ । ଯାହାକୁ ନେଇ ଏବେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏପଟେ ଖବର ପାଇ ପାଟନାର ଜାନିପୁର ପୋଲିସ, ଘଟଣା…
Read More...

ଆଲୋଚନା କମ୍ ଠେଲା ପେଲା ଅଧିକ

ଅଶାନ୍ତ ବି.ଏମ.ସି ଓ ସି.ଏମ୍.ସି । ୨ ଜଣ ମେୟରଙ୍କ ବିରୁଦ୍ଧରେ ଅଭିଯୋଗ । ଗୋଟେପଟେ କଟକ ମହାନଗର ନିଗମର ମାସିକିଆ ବୌଠକରେ ହଙ୍ଗାମା ଦେଖିବାକୁ ମିଳିଥିବା ବେଳ । ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମରେ, ମେୟର କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ୨୯ ନମ୍ବର ୱାର୍ଡର ବାସିନ୍ଦା । ଆଜି…
Read More...

ଆମ ନେତାଙ୍କ ଭୁଲ୍ ଭୁଲ୍ ନୁହେଁ

ସ୍ୱାର୍ଥ ଯେଉଁଠି ନବୀନ ସେଇଠି । ସମ୍ବେଦନଶୀଳ ଘଟଣାକୁ ନେଇ ମଧ୍ୟ ରାଜନୀତି କରିବାରେ ମାହିରେ, ବିଜୁ ଜନତା ଦଳ । ଯେଉଁ କଥାକୁ ଆମେ କହୁନୁ, ବରଂ ସେମାନଙ୍କ ହାବଭାବରୁ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି । ଥରେ ଆପଣ ହିଁ ଭାବନ୍ତୁ, ହସ୍ପିଟାଲରୁ ସୁସ୍ଥ ହୋଇ ଏବେ ଏବେ ଫେରିଥିବା ନବୀନ, କିଛିଦିନ…
Read More...

ଓଲଟିଲା କାଉଡିଆଙ୍କ ଗାଡି

ଓଲଟିଲା କାଉଡିଆଙ୍କ ଗାଡି ।  ଫଳରେ ୫ ଜଣ କାଉଡିଆ ଗଭୀର ଭାବରେ ଆହତ ହୋଇଛନ୍ତି । ସୂଚନା ଅନୁଶାରେ, ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ଗତକାଲି ଜଳାଭିଷେକ ପାଇଁ ୧୨ ଜଣ କାଉଡ଼ିଆ ଭକ୍ତ ମହେନ୍ଦ୍ରଗିରି ଆସିଥିଲେ। କିନ୍ତୁ ମହେନ୍ଦ୍ରଗିରିରୁ ଫେରିବା ସମୟରେ, ବୁରୁଖତ ପାଖରେ ଗାଡି ଓଲଟି ପଡିଥିଲା ।…
Read More...

ଅମରେଶଙ୍କୁ ଫସା ଯାଇଛି ?

ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ, ନାବାଳିକା ଥିବା ବେଳେ, ଯୌନ ଶୋଷଣ ଓ ନିର୍ଯାତନା ଅଭିଯୋଗରେ ଅମରେଶଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍ । ୭୨ ଘଣ୍ଟାର ଛକାପଞ୍ଝା ପରେ, ଶେଷରେ ନିଲମ୍ବିତ ବିଜେଡି କର୍ପୋରେଟର ଅମରେଶ୍ ଜେନାଙ୍କୁ ବାଲେଶ୍ୱରର ନୀଳଗିରି ଅଞ୍ଚଳରୁ ପୋଲିସ୍ ବାନ୍ଧିଥିଲା । ଓ ଜାମିନ୍…
Read More...

ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ବିବାଦରେ ଟ୍ରମ୍ପଙ୍କ ଏଣ୍ଟ୍ରି

ପୁଣି ଟ୍ରମ୍ପଙ୍କ ଧମକ । ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ବିବାଦରେ ଏଣ୍ଟ୍ରି ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉଭୟ ଦେଶକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି । ନଚେତ୍ ବ୍ୟବସାୟ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏକ୍ସ ପୋଷ୍ଟରେ…
Read More...