Browsing Tag

Bhubaneswar

ଓଡ଼ିଆ ବ୍ୟବସାୟୀ ମାନେ ଗହମ ଓ ଗହମ ଜାତୀୟ ଦ୍ରବ୍ୟର ବିକ୍ରୟ କରୁଛନ୍ତି

ଭୁବନେଶ୍ୱର: ରାଜ୍ୟରେ ଗହମ ଓ ଗହମ ଜାତୀୟ ଦ୍ରବ୍ୟର ବାର୍ଷିକ ଆବଶ୍ୟକତା 8 ଲକ୍ଷ 86 ହଜାର ମେଟ୍ରିକ ଟନ ରହିଛି |  ଏନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର |  ଓଡ଼ିଆ ବ୍ୟବସାୟୀ ମାନେ ଗହମ ଓ ଗହମ ଜାତୀୟ ଦ୍ରବ୍ୟର…
Read More...

ଖଡି ଛୁଆଁ ଉତ୍ସବ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନବ ବର୍ଷ ପାଳନ ଅବସରରେ ରାଜ୍ୟରେ ପାଳିତ ହେଉଛି ଓଡ଼ିଆ ପକ୍ଷ । ଏଥିସହିତ ଆଜିଠୁ ରାଜ୍ୟରେ ଶୁଭାରମ୍ଭ ହେଉଛି ଶିଶୁ ବାଟିକା । ନୂଆକରି ପାଠପଢ଼ା ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ବିଦ୍ୟାଳୟସ୍ତରରେ ଶିଶୁ ବାଟିକା ବ୍ୟବସ୍ଥାର ଶୁଭାରମ୍ଭ ହେଉଛି । ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ…
Read More...

ଆଜିଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା । ବର୍ଷା ସାଙ୍ଗକୁ ବିଜୁଳି ଏବଂ ଘଡଘଡି ମାରିବାର ସମ୍ଭାବନା ରହିଛି । ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବା ସହିତ ମୟୂରଭଞ୍ଜ , ଝାରସୁଗୁଡା ,…
Read More...

ଶୁଭାରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା

ରାଜ୍ୟରେ ଆଜିଠୁ ଶୁଭାରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାର ଶୁଭାରମ୍ଭ କରିଛନ୍ତି । ଉମରକୋଟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଆରମ୍ଭ ହୋଇଛି । ଉଭୟ…
Read More...

ଏପ୍ରିଲ ୨ ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା

ଭୁବନେଶ୍ୱର : ଏପ୍ରିଲ ୨ ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ। ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୨ ଠାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ମେ ୧୫ ସୁଦ୍ଧା…
Read More...

ଏକ ସମୃଦ୍ଧ ଓଡିଶା ଗଠନ କରି ବରପୁତ୍ର ମାନଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡିଶା ଦିବସ । ସାରା ରାଜ୍ୟରେ ଓଡିଆ ଅସ୍ମିତାର ଉତ୍ସବ। ଏହି ଅବସରରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଓଡିଶା ଗଠନର ମୁଖ୍ୟ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ମାଟି ସତ୍ୟଭାମାପୁରରେ ଆୟୋଜନ କରିଛନ୍ତି ରାଜ୍ୟ ସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମ ।…
Read More...

କିଟ ଛାତ୍ରଙ୍କ ମୃତଦେହ ଉଦ୍ଧାର: କ୍ୟାପିଟାଲ ହସ୍ପିଟାଲ୍ ପଠାଇଛି ପୋଲିସ

ଭୁନେଶ୍ୱର: ରାଜଧାନୀରେ କିଟ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତ ଛାତ୍ର କିଟରେ ବିଟେକ ତୃତୀୟ ବର୍ଷ ଛାତ୍ର ହୋଇଥିବା ସୂଚନା । ତାଙ୍କ ନାଁ ଅର୍ଣ୍ଣବ ମୁଖାର୍ଜୀ ହୋଇଥିବା ବେଳେ ତାଙ୍କ ଘର ପଶ୍ଚିମବଙ୍ଗ ବାଁକୁରା ଅଞ୍ଚଳର ବୋଲି କୁହାଯାଉଛି । କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିଲେ…
Read More...

ବନ୍ଦ ରହିବ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଡିଜିଟାଲ ସର୍ଭିସ 

ଭୁବନେଶ୍ୱର: ବନ୍ଦ ରହିବ ଭାରତୀୟ  ଷ୍ଟେଟ ବ୍ୟାଙ୍କ ର ଡିଜିଟାଲ ସର୍ଭିସ  । ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନି  ଭାରତୀୟ ଡିଜିଟାଲ ସର୍ଭିସ  ସେବା । ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ ସର୍ଭିସ ବନ୍ଦ ରହିବ। ଆଜି ଦିନ ଗୋଟାଏରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଡିଜିଟାଲ ସର୍ଭିସ ବନ୍ଦ ରହିବ।…
Read More...

ଉତ୍କଳ ଦିବସରେ ବିଜେଡି କୁ ଟାର୍ଗେଟ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ବିଜେଡିର ନାହିଁ ଭାଷା ଜ୍ଞାନ | ଭାଷା କୁ କଦର୍ଥ କରିଥିଲା ବିଜେଡି | ଓଡ଼ିଶାର ଅସ୍ମିତା ବିପଦ ରେ ପଡିଯାଇଥିଲା ସେଥିପାଇଁ ଆମେ ଓଡ଼ିଆ ଅସ୍ମିତା କଥା କହିଲୁ |ଏବଂ ଲୋକମାନେ ତାକୁ ଗ୍ରହଣ କଲେ | ସେତବେଳେ ଓଡ଼ିଆ କୁ ଅଲଗା ପ୍ରକାର କହିଲେ | ତାଙ୍କ ଅମଳ ରେ ଓଡ଼ିଆ ଭାଷା ସାହିତ୍ୟ…
Read More...

ଓଡ଼ିଶା ଅଲିମ୍ପିକ୍ ସଂଘର ସଭାପତି ଭାବେ ଦାୟିତ୍ଵ ନେଲେ ସମୀର ମହାନ୍ତି

ଭୁବନେଶ୍ୱର: ଓଡ଼ିଶା ଅଲିମ୍ପିକ୍ ସଂଘର ସଭାପତି ଭାବେ ଦାୟିତ୍ଵ ନେଲେ ନବ ନିର୍ବାଚିତ ସଭାପ୍ତି ସମୀର ମହାନ୍ତି। ରବିବାର ଓଡ଼ିଶା ଅଲିମ୍ପିକ୍ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ବାରବାଟି ଷ୍ଟାଡିୟମ ସ୍ଥିତ ଅଲିମ୍ପିକ୍ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଐତିହାସିକ ବାରବାଟି…
Read More...