Browsing Tag

Bhubaneswar

ଯେଉଁ ପାକିସ୍ଥାନୀ ଓଡ଼ିଶାରେ ଅଛନ୍ତି ତାଙ୍କୁ ବାହାର କରାଯିବ;ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର;- ପହଲଗାମ୍ ଆତଙ୍କୀ ଘଟଣା । ଓଡିଶାରୁ ପାକିସ୍ତାନୀଙ୍କୁ ବିଦା କରିବାକୁ ଅଣ୍ଟା ଭିଡିଛନ୍ତି ସରକାର । ସେପଟେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଯେଉଁ ପାକିସ୍ଥାନୀ ଓଡ଼ିଶାରେ ଅଛନ୍ତି ତାଙ୍କୁ ବାହାର କରାଯିବ। ତାଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ ବିଦା କରାଯିବ।…
Read More...

ବର୍ଷାକୁ କ୍ଷତିପୂରଣ ଦେବେନି ଅନୁଭବ;କୋର୍ଟଙ୍କ ରାୟ ପରେ ଘରୋଇ ହିଂସାରେ ପଡିଲା ସଂପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର;- ବର୍ଷାକୁ କ୍ଷତିପୂରଣ ଦେବେନି ଅନୁଭବ।  କୋର୍ଟଙ୍କ ରାୟ ପରେ ଘରୋଇ ହିଂସାରେ ପଡିଲା ସଂପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ । ବେଶ କିଛି ବର୍ଷ ହେବ ଉଭୟ ମଧ୍ୟରେ ଘୋରେଇ ହିଂସା ଲାଗି ରହିଥିଲା । ଯାହାଫଳରେ ଉଭୟ ଅଲଗା ରହୁଥିଲେ । ତେବେ କୋର୍ଟ ଡଭର୍ସର ରାୟ ଶୁଣେଇବା ପରେ ଅନୁଭବଙ୍କୁ…
Read More...

ଓୟୁଏଟିରେ ଓଡିଶାର କୃଷିଜାତ ଦ୍ରବ୍ୟର ରପ୍ତାନି ଉପରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଓଡିଶା କର୍ପୋରେଟେ ଫାଉଂଡେସନର ମିଳିତ ଆନୁକୂଲ୍ୟ ଏବଂ ‘କୃଷି ଏବଂ ଖାଦ୍ୟ ପ୍ରଣାଳୀ ପ୍ରକ୍ରିୟାକରଣ ବିକାଶ କ୍ଷେତ୍ର ପ୍ରାଧିକରଣ’ ର ଆର୍ଥିକ ଅନୁଦାନରେ ‘ ଓଡିଶାର କୃଷିଜାତ ଦ୍ରବ୍ୟର ରପ୍ତାନି ଉପରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ’…
Read More...

ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସଓପି ନମାନିଲେ କାର୍ଯ୍ୟନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ | ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସଓପି ନମାନିଲେ କାର୍ଯ୍ୟନୁଷ୍ଠାନ | ବେସରକାରୀ ସ୍କୁଲ କି କଲେଜ ନିୟମ ନମାନିଲେ କାର୍ଯ୍ୟନୁଷ୍ଠାନ ହେବ | ଅଭିଯୋଗ ଆସିଲେ ବେସରକାରୀ ଶିକ୍ଷାନୁଷ୍ଠାନର ମାଲିକ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ |ଗ୍ରୀଷ୍ମ ପ୍ରବାହ…
Read More...

ପୋଖରୀର ଭାସୁଥିଲା ଯୁବକଙ୍କ ମୃତଦେହ

ବରମୁଣ୍ଡା ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ବରମୁଣ୍ଡା ଗାଁର ଟୁନ ନାୟକ ବୋଲି ଜଣା ପଡିଛି । ଟୁନ ନାୟକ ସଚିବାଳୟରେ ଜଣେ ଡ୍ରାଇଭର ଭାବରେ କାମ କରୁଥିଲେ । ପୋଖରୀର ଟୁନଙ୍କ ମୃତଦେହ ଭାସୁଥିବା ପ୍ରଥମେ କିଛି ଲୋକ ଦେଖିଥିଲେ । ଯାହାପରେ ଲୋକମାନେ  ଖଣ୍ଡଗିରି ପୋଲିସକୁ ଏ…
Read More...

ପହଲଗାମ୍ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା ପରେ ସଜାଗ ଓଡ଼ିଶା ସରକାର

ଭୁବନେଶ୍ୱର; ପହଲଗାମରେ ଆତଙ୍କୀ  ହମଲା ଘଟଣା । ସଜାଗ ଓଡିଶା ସରକାର । ସେପଟେ ପହଲଗାମ୍ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ କରିଛନ୍ତି ଉଚ୍ଚସ୍ତରୀୟ ଆଲୋଚନା। ଆମ ରାଜ୍ୟରେ ରହିଥିବା ଅନୁପ୍ରବେଶ କାରୀଙ୍କ ଉପରେ ରହିଛି ତିଖନ ନଜର। ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି।…
Read More...

ପୂର୍ତ୍ତ ବିଭାଗର ବିଭାଗର “ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରତା.୨୩.୦୪.୨୦୨୫ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ'ର  ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ବାସ୍ତବ ସମୟରେ ତଦାରଖ କରାଯାଇ ପାରିବ ଏବଂ ପ୍ରକଳ୍ପ ଗୁଡିକ ନିର୍ଭୁଲ…
Read More...

୨୪ କ୍ୟାରେଟ୍‌ ସୁନା ଦର ୯୮,୩୫୦ ଟଙ୍କା

ଭୁବନେଶ୍ୱର :ବିବାହ ଋତୁ ସୁନା ଚାହିଦାରେ ବଡ଼ ବୃଦ୍ଧି ଆଣିଛି । ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି ଏହି ହଳଦିଆ ଧାତୁ । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଦ୍ୱାରା ସୁନା ଦରରେ ବୃଦ୍ଧି ଘଟୁଛି । ଟଙ୍କା ଦୁର୍ବଳ ହେଲେ ଆମଦାନିରେ ଅଧିକ…
Read More...

ଅଗ୍ନିଶମକୁ ମିଳିବ ଦୁଇଟି ଅତ୍ୟାଧୁନିକ ଏମ୍‌ସିଭି ବସ୍‌

ଭୁବନେଶ୍ୱର: ରାଜ୍ୟ ସରକାର ଅଗ୍ନିଶମ ବିଭାଗକୁ ଅଧିକରୁ ଅଧିକ ମଜଭୁତ କରିବାକୁ  ଲାଗି ପଡ଼ିଛନ୍ତି । ଜରୁରିକାଳୀନ ପ୍ରତିକ୍ରିୟା ଭିତ୍ତିଭୂମିକୁ  ବୃଦ୍ଧି କରିବା ପାଇଁ ସରକାର ଦୁଇଟି ସ୍ୱତନ୍ତ୍ର ବସ୍‌  କିଣିଛନ୍ତି । ଉକ୍ତ ୨ଟି ବସ୍‌ର ନାଁ ହେଲା ମୋବାଇଲ୍‌ କମାଣ୍ଡ ଭେଇକିଲ୍‌ (ଏମ୍‌ସିଭି) ।…
Read More...

 କଲବଲ କରୁଛି ତାତି: ଆସନ୍ତା ୨୬  ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଡେଉଁଛି ପାରଦ ।  ଅସହ୍ୟ ତାତି ।  ଗରମ ସାଙ୍ଗକୁ ଗୁଳୁଗୁଳି ।  ତାତିରୁ ନାହିଁ ନିସ୍ତାର, ଜଳୁଛି ପଶ୍ଚିମ ଓଡ଼ିଶା ।  ଆସନ୍ତା ୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି ।  ଆଜି ସିଭିୟର ହିଟୱେଭ ପାଇଁ ୭ ଜିଲ୍ଲା ଝାରସୁଗୁଡ଼ା ,ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼,…
Read More...