Browsing Tag

Bhubaneswar

ବିଜେଡିର ପି.ଏ.ସି ବୈଠକ ଆରମ୍ଭ

ନବୀନ ନିବାସରେ ପହଞ୍ଚିଲେ ଦଳର ଛାମୁଆ ନେତା । ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ଆରମ୍ଭ ହୋଇଛି । ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବରିଷ୍ଠ ନେତା ସଂତୃପ୍ତ ମିଶ୍ର, ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ,…
Read More...

ଭୁବନେଶ୍ୱରରେ ଚାକିରି ଠକେଇ ମାମଲା: ମହିଳା ସ୍ଵେଚ୍ଛାସେବୀ ଗିରଫ

ଭୁବନେଶ୍ୱର: ଚାକିରି ଦେବା ନାମରେ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ। ଗିରଫ ହୋଇଥିବା ମହିଳାଙ୍କ ନାମ ସୁରେଶ୍ୱରୀ ଜେନା ବୋଲି ପୋଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ସୁରେଶ୍ୱରୀ ନିଜକୁ ଜଣେ ସ୍ୱେଚ୍ଛାସେବୀ ସଂଗଠନ ସହ ଜଡିତ ଥିବା ବୋଲି…
Read More...

ଅଭିଯୁକ୍ତ ବିପିନକୁ ପୋଲିସ୍ ବାନ୍ଧିଲା

ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ପରେ, ଅଭିଯୁକ୍ତ ବାପିନି ସାବତଙ୍କୁ ଗିରଫ କଲା ପୋଲିସ। ସୂଚନା ଅନୁଶାରେ, ପୀଡିତା ଜଣଙ୍କ ବୁଦ୍ଧନଗରରେ ଏକ ଭଡ଼ା ଘରେ ରହୁଥିଲେ । ସେଠାରେ ଅଭିଯୁକ୍ତ ଵାପିନି ସାବତ…
Read More...

୭.୬୩ ଲକ୍ଷ ଟଙ୍କାର ଜୋରିମାନା ଆଦାୟ

ଗୋଟିଏ ଦିନରେ ୭.୬୩ ଲକ୍ଷ ଟଙ୍କାର ଜୋରିମାନା ଆଦାୟ । ତାହା ପୁଣି ମାତ୍ର ୭ଟି ଜିଲ୍ଲାରୁ । ନଭେମ୍ବର ୨୭ ତାରିଖରେ, କେନ୍ଦ୍ରୀୟ ରେଞ୍ଜ ପୋଲିସ, ୭ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହନ ଗୁଡିକୁ ଜାଞ୍ଚ କରିଥିଲା । ମୋଟ ୧,୭୧୩ଟି ଯାନବାହନ ଯାଞ୍ଚ କରିଥିବା ବେଳେ, ସେମାନଙ୍କ ପାଖରୁ…
Read More...

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୧୧ଟି ବିଭାଗର ୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ୧୧ଟି ବିଭାଗର ୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ଗୃହ ବିଭାଗ ପାଇଁ ମଧ୍ୟ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି…
Read More...

ଭୁବନେଶ୍ଵର ଏଜି ଛକରୁ ଛକରୁ ହଟିବ ଟ୍ରାଫିକ ପୋଷ୍ଟ

Bhubaneswar AG Chowk: ଭୁବନେଶ୍ଵର ଏଜି ଛକରୁ ଛକରୁ ହଟିବ ଟ୍ରାଫିକ ପୋଷ୍ଟ। ତିଆରି ହେବ ୨ ଥାକିଆ ରାସ୍ତା। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲକୋ ଏଲିଭେଟେଡ କରିଡ଼ର ପାଇଁ ଯୋଜନା କରିଛି ପୂର୍ତ ବିଭାଗ। ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ ସମୀକ୍ଷା କରିଛନ୍ତି…
Read More...

ଏମ୍ସ କର୍ମଚାରୀ ହତ୍ୟା; ମାଷ୍ଟରମାଇଣ୍ଡ ଶିବା ପ୍ରଧାନ ଅଟକ

AIIMS Worker Death: ୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ । ଭୁବନେଶ୍ବର ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନ ଗିରଫ। ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ପୋଲିସ । ରାଜ୍ୟ ବାହାରକୁ ଖସିବାକୁ ଉଦ୍ୟମ ବେଳେ ଗିରଫ…
Read More...

ବାତ୍ୟା ମୋନ୍ଥା ପାଇଁ ୪୩ ଟ୍ରେନ ବାତିଲ

ପୂର୍ବତଟ ରେଳପଥ ପକ୍ଷରୁ ୪୩ ଟ୍ରେନକୁ ବାତିଲ କରାଯାଇଛି । ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି, ଏଭଳି ନିଷ୍ପତ୍ତି ନିଆ ଯାଇଛି ।  ୩ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଥିବା ବେଳେ, ଗୋଟେ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ।୧୬ଟି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି । ଯାହାକି…
Read More...

ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା, ଭୁବନେଶ୍ବର ଏୟାରପୋର୍ଟ DGM ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା । ଭୁବନେଶ୍ୱର ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଦୀପାବଳି ଦିନ ଏୟାରପୋର୍ଟ ଥାନାରେ ପ୍ରତାରଣା ଅଭିଯୋଗ କରିଥିଲେ ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀ । ଏୟାରପୋର୍ଟ ଥାନାର କେସ୍ ନମ୍ବର ୩୭୦/୨୫ରେ ଗିରଫ କରି…
Read More...

ରାଜଧାନୀରେ ଚାଞ୍ଚଲ୍ୟ: ନାବାଳିକା ଦୁଷ୍କର୍ମ ଘଟଣାରେ ସେକ୍ସ ରାକେଟ ଲିଙ୍କ୍

ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ଘଟଣାରେ ସେକ୍ସ ରାକେଟ ଲିଙ୍କ୍ ସ୍ପଷ୍ଟ ହେଲା । ନାବାଳିକାଙ୍କ ଠିକଣା ଖୋଜି ଖୋଜି ପହଞ୍ଚିଲା ପୋଲିସ୍ । ଲକ୍ଷ୍ମୀ ସାଗର ଅଞ୍ଚଳରେ ରେଡ୍ ବେଳେ ଧରାପଡ଼ିଲା । ପୀଡ଼ିତା ନାବାଳିକାଙ୍କ ଘର ଝାଡ଼ଖଣ୍ଡ । ନାବାଳିକାଙ୍କୁ ସେକ୍ସ ରାକେଟରେ ନିୟୋଜିତ କରାଯାଇଥିଲା । ଏହି…
Read More...