ପୁଣି ଲିଙ୍ଗରାଜ ମନ୍ଦିର ଉପରେ ଉଡିଲା ଡ୍ରୋନ: ତଦନ୍ତ ଜାରି
ଭୁବନେଶ୍ୱର: ପୁଣି ଲିଙ୍ଗରାଜ ମନ୍ଦିର ଉପରେ ଉଡିଲା ଡ୍ରୋନ । ଆଜି ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଉଡିଲା ଡ୍ରୋନ । ତେବେ ଡ୍ରୋନ ଉଡିବା ନେଇ ଡ଼ିଜିପିଙ୍କ କଡା କଟକଣା ସତ୍ୱେ ଆଜି ଏପରି ଘଟଣା ଦେଖିବାକୁ ମିଳିଛି । ଏ ନେଇ ପୋଲିସକୁ ମନ୍ଦିର ସେବାୟତ ଅବଗତ କରାଇଛନ୍ତି । ଘଟଣାର…
Read More...
Read More...