Browsing Tag

Bhubaneswar

ଦଳବିରୋଧୀ କାର୍ଯ୍ୟ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଉତର-ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ତଥା ଭୁବନେଶ୍ୱର ମହାନଗର ନିଗମ ଓ୍‌ôାର୍ଡ ନଂ-୪ କର୍ପୋରେଟର ଶ୍ରୀ ସୁକୁମାର ସାହୁଙ୍କୁ ଦଳରୁ ବହିଷ୍କାର କରାଗଲା…
Read More...

ନୂଆ ଆଇନ ଲାଗୁ ହେବା ପରେ କମିଶନରେଟ ପୋଲିସରେ ରୁଜୁ ହେଲା ପ୍ରଥମ ମାମଲା

ଭୁବନେଶ୍ୱର: ସାରା ଦେଶରେ ନୂଆ ଆଇନ ଲାଗୁ ହେବା ପରେ କମିଶନରେଟ ପୋଲିସରେ ରୁଜୁ ହେଲା ପ୍ରଥମ ମାମଲା । କମିଶନରେଟ ପୋଲିସ ଅନ୍ତର୍ଗତ ଲକ୍ଷ୍ମୀସାଗର ଥାନା ଅଧୀନରେ ରୁଜୁ ହେଲା ପ୍ରଥମ ମାମଲା । ହତ୍ୟା ଉଦ୍ୟମ ଅଭିଯୋଗ ରେ ରୁଜୁ ହେଲା ମାମଲା । ପୂର୍ବରୁ ଏ ନେଇ IPC 307 ରେ ରୁଜୁ ହେଉଥିଲା ମାମଲା…
Read More...

କୋରାପୁଟରେ ପ୍ରସ୍ତାବିତ ମଦଦୋକାନକୁ ମୋନାର ବିରୋଧ

ଭୁବନେଶ୍ୱର: ମଦ ଓ ଅନ୍ୟାନ୍ୟ ନିଶାକୁ ରାଜ୍ୟରୁ ୨୦୨୯ ମସିହା ସୁଦ୍ଧା ସଂପୂର୍ଣ୍ଣ ନିବାରଣ କରିବାପାଇଁ ନିର୍ବାଚନୀ ପ୍ରତିଶୃତି ରଖି ଶାସନ କ୍ଷମତାକୁ ଆସିଥିବା ଦଳର ସରକାର ଶାସନ କ୍ଷମତାକୁ ଆସିବାରଏତେ କମ ଦିନରେ କୋରାପୁଟରେ ୮ ଗୋଟି ଦେଶୀ ମଦ ଦୋକାନ ଖୋଲିବା ଖବର ଜନସାଧାରଣଙ୍କୁ ଆଚମ୍ବିତ…
Read More...

ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ

ଭୁବନେଶ୍ୱର : ବରିଷ୍ଠ ପ୍ରଶାସକ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।
Read More...

ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ନିଯୁକ୍ତ

ଭୁବନେଶ୍ୱର: କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଶ୍ରୀ ପି କେ ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ  ଶ୍ରୀ ଆହୁଜା ଦାୟିତ୍ଵ ଗ୍ରହଣ କରିବେ।…
Read More...

୩ଦିନ ପର୍ଯ୍ୟନ୍ତ ଜାରି ରହିବ ବର୍ଷା ; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ଅବସ୍ଥିତ ରହିଛି। ଏହାର ପ୍ରଭାବରେ ଗୁରୁବାର ଦିନଠାରୁ ସାରା ଓଡ଼ିଶାରେ ବର୍ଷା ଲାଗିରହିଛି। ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା…
Read More...

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶରେ ବ୍ୟାଙ୍କରେ ମକ୍ ଡ୍ରିଲ

ଭୁବନେଶ୍ୱର: ଲୋକମାନଙ୍କୁ ସଚେତନ କରିବା ତଥା ବ୍ୟାଙ୍କ କର୍ମଚାରୀ ଓ ପୁଲିସର ପ୍ରତିକ୍ରିୟା (response) ସମୟକୁ  ପରିଖିବା ଲାଗି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶ ମୁତାବକ ଆଜି ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ଅନ୍ତର୍ଗତ ୯ ଟି ଥାନା ପରିସର ମଧ୍ୟରେ ଥିବା ମୋଟ ୧୮ ଟି…
Read More...

ବଦଳିବ ମେକ ଇନ ଓଡିଶା କନକ୍ଲେଭର ନାମ!

ଭୁବନେଶ୍ୱର: ବଦଳିବ ମେକ ଇନ ଓଡିଶା କନକ୍ଲେଭର ନାମ! ନୂଆ ନାମ ହେବ ଉତ୍କଳ ଇନଭେଷ୍ଟ ସମିଟ । ଏନେଇ ଆଜି ଇଙ୍ଗିତ ଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସିଆଇଆଇ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବା ଅବସରରେ ଶିଳ୍ପ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଅଢେଇ ଲକ୍ଷ କୋଟ ଟଙ୍କାର ପୁଞ୍ଜିନିବେଶ…
Read More...

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା। ଆହୁରି ୫ ଦିନ ଲାଗି ରହିବ ବର୍ଷା।ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । । ତେବେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ କନ୍ଧମାଳରେ…
Read More...

ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ ‘ସାରା’

ଭୁବନେଶ୍ୱର: ଆଖି ବୁଜିଲା ନାଲି ବାଘୁଣୀ 'ସାରା'। 2009ମସିହାରେ ଆସିଥିବା ବାଘୁଣୀ ସାରା' ର ମୃତ୍ୟୁ। ମୃତ୍ୟୁ ବେଳକୁ ବାଘୁଣୀ କୁ 19ବର୍ଷ ହୋଇଥିଲା। ନନ୍ଦନକାନନରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ସାରା' ର ମୃତ୍ୟୁ ଘଟିଛି।…
Read More...