Browsing Tag

Bhubaneswar

ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ବଢିବ ବର୍ଷାର ପରିମାଣ । ୧୪ ତାରିଖ ବେଳକୁ ବଙ୍ଗୋପସାଗରାର ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବଢିବ ବର୍ଷାର ପରିମାଣ । ସେପଟେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି ।ଆଜି ଉପକୂଳ ଓଡିଶାର କିଛିକିଛି ଅଞ୍ଚଳରେ ବିଜୁଳି…
Read More...

କ୍ୟାମ୍ପସରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ସପ୍ତମ ବାଟାଲିୟନ କ୍ୟାମ୍ପସରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସପ୍ତମ ବାଟାଲିୟନର ସିପାହୀ ଦୁର୍ଯୋଧନ ମହାନ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ୨୦୦୨ ବ୍ୟାଚର ସିପାହୀ ଦୁର୍ୟ୍ୟୋଧନ ମହାନ୍ତି ମୃତଦେହ ଉଦ୍ଧାର କରାଯାଇଛି । ଗଛରେ ରଶି ଲଗାଇ ସେ…
Read More...

ରିୟାଙ୍କ ବିରୋଧରେ ଥିବା ମାମଲା କଟକ ସ୍ଥାନାନ୍ତର

କଟକ: ଅଭିନେତ୍ରୀ ରିୟା ଦେଙ୍କ ପାଇଁ ବଢିଲା ଅଡୁଆ । କେୟାର ଟେକରଙ୍କୁ ନିର୍ଯାତନା ଦେଉଥିବା ନେଇ ରିୟାଙ୍କ ବିରୋଧରେ ଥିବା ମାମଲା କଟକ ସ୍ଥାନାନ୍ତର ହୋଇଛି । କଟକ ବିଡାନାସୀ ଥାନାକୁ ମାମଲା ସ୍ଥାନାନ୍ତରିତ କଲା ଚନ୍ଦଅଶେଖରପୁର ପୋଲିସ । ଏନେଇ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଡିସିପି ଅନୀଲ…
Read More...

ପହଣ୍ଡି ବେଳେ ବଳଭଦ୍ର ପଡିଯିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି । ଆଡପ ମଣ୍ଡପକୁ ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ ପ୍ରସଙ୍ଗରେ ଚିଠି ଲେଖି ଉଦବେଗ ପ୍ରକାଣ କରିଛନ୍ତି ବିଜେଡି ସୁପ୍ରିମୋ । ଏତେ ବଡ଼ ଅଘଟଣକୁ କିଛି ମନ୍ତ୍ରୀ ଯେମିତି ହାଲୁକା ଭାବେ ନେଇ…
Read More...

ଗଜପତି ଏ.ଡି. ଏମ୍ ବିରେନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର : ଗଜପତି ଏ.ଡି. ଏମ୍ ବିରେନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି  ଯେ ସ୍ଵର୍ଗତ ଦାସ ଜଣେ ଦକ୍ଷ ଓ କର୍ମଠ ଅଧିକାରୀ ଭାବରେ ସୁନାମ ଅର୍ଜନ କରିଥିଲେ । ସାଧାରଣ…
Read More...

ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କ ବଦଳି

ଭୁବନେଶ୍ୱର: ଗତକାଲି ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିବା ପରେ ଆଜି ଆଇପିଏସ ଅଫିସର ଆଶିଷ ସିଂଙ୍କ ହୋଇଛି ବଦଳି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏହି ଅଫିସରଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।…
Read More...

ରାତି ଅଧରେ ଆଇଏଏସ ସ୍ତରରେ ଅଦଳବଦଳ; ପାୱାରଫୁଲ ଥିବା ଅଧିକାରୀଙ୍କ ପ୍ରଭାବ ହ୍ରାସ, ନିକୁଞ୍ଜ ଓ ଶାଶ୍ୱତଙ୍କୁ…

ଭୁବନେଶ୍ବର: ବଦଳିଛି ସରକାର, ବଦଳିଛି ଢାଞ୍ଚା | ଏହାରି ଭିତରେ ଆଇଏଏସ ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି | ପୂର୍ବ ସରକାରର କ୍ଷମତାଶାଳୀ ଆଇଏଏସ୍‌ ଅଧିକାରୀଙ୍କ ଉପରେ ପ୍ରଚଣ୍ଡ ପ୍ରହାର କରିଛନ୍ତି। ପୁଣି କିଛି ଅଧିକାରୀଙ୍କୁ ଅଧିକ ବିଭାଗ ଦେଇ କ୍ଷମତାଶାଳୀ ବି କରାଯାଇଛି। ହେଲେ ଗତ ବୁଧବାର…
Read More...

ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗ ରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତ ଦାସ ଜଣେ ନିଷ୍ଠାପର, ଦାୟିତ୍ଵ ସମ୍ପନ୍ନ ଅଧିକାରୀ ଭାବେ  ଜନସାଧାରଣଙ୍କ ହିତ…
Read More...

ଚାକିରିରୁ ନିଜଆଡୁ ଅବସର ନେଲେକାର୍ୟ୍ୟନିର୍ବାହୀ ଅଧ୍ୟକ୍ଷଙ୍କ OSD 

ଭୁବନେଶ୍ୱର: ଆକ୍ସନ ମୋଡରେ ସରକାର । ଓ ହବ୍’ ଦୁର୍ନୀତି ସାମ୍ନାକୁ ଆସିବା ପରେ ଥରହର ଅଧିକାରୀ । ମନ୍ତ୍ରୀମାନଙ୍କ ଅଚାନକ ଗସ୍ତ ପରେ ଛାନିଆ ଦୁର୍ନୀତି ଖୋର ଅଫିସର ବାବୁ । ଏହାରି ଭିତରେ ଚାକିରିରୁ ନିଜଆଡୁ ଅବସର ନେଲେକାର୍ୟ୍ୟନିର୍ବାହୀ ଅଧ୍ୟକ୍ଷଙ୍କ OSD  । ସେପଟେ ଦିନ ଭିତରେ ସମସ୍ତ…
Read More...

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଅଫିସ ଘର; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଅଫିସ ଘର । ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ସଂସାର ଉଦୟ ଉଦ୍ୟୋଗ ବିଲଡିଂରେ ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ବିଲ୍ଡିଂର ତୃତୀୟ ମହଲାରେ ଥିବା ହାଭେଲ୍ସ ଅଫିସ ଗୋଦାମ ପୋଡି ପାଉଶ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ…
Read More...