Browsing Tag

Bhubaneswar

ବରିଷ୍ଠ ଆଇପିଏସ ରବି କାନ୍ତଙ୍କୁ ବି ଓଏସ ଡି ଭାବେ ବଦଳି

ଭୁବନେଶ୍ୱର: ରାଜ୍ୟର ବିଜେପି ସରକାର ଆଜି ନୂଆଦିଲ୍ଲୀ ସ୍ଥିତ ଆବାସିକ କମିଶନର ପଦବୀରୁ ଆଇପିଏସ୍ ରବିକାନ୍ତଙ୍କୁ ହଟାଇ ଦେଇଛନ୍ତି । ନୂଆଦିଲ୍ଲୀରେ କାର୍ଯ୍ୟରତ ଆଇଏଏସ୍ ବିଶାଳ ଗଗନଙ୍କୁ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି । ନୂଆଦିଲ୍ଲୀରେ ପାଣ୍ଡିଆନ ଓ ବିଜେଡିର ପ୍ରତିନିଧି ଭାବେ…
Read More...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତ୍ତର-ପଶ୍ଚିମ ଏବଂ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କ୍ରମେ ଏହା ଦକ୍ଷିଣ ଓଡିଶା ଉପକୂଳ ଆଡକୁ ପରିବ୍ୟାପ୍ତ ହେବ । ଲଘୁଚାପ ପ୍ରଭାବରେ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ…
Read More...

ଆଜିଠାରୁ ସିବିଏସଇ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଆଜି ଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ସପ୍ଲିମେଣ୍ଟାରୀ ପରୀକ୍ଷା । ଉଭୟ ଦଶମ ଓ ଦ୍ୱାଦଶ ଣ୍ରେଣୀର ପରୀକ୍ଷା ଚାଲିଛି । ପରୀକ୍ଷା ୧୫, ୧୬, ୧୮, ୨୦ ଓ ୨୨ ତାରିଖରେ ରହିଛି ।  ବେଳେ ଏହା ସକଳ ୧୦ ଟାରୁ ସାଢେ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । କମ୍ପ୍ୟୁଟର…
Read More...

ଅଭିଯୋଗ ପ୍ରକଷ୍ଠରେ ସମସ୍ୟା ଶୁଣି ସମାଧାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟିବେ ସମସ୍ୟକ୍ଷ ଅବଗତ କରାଇବେ । ଆଉ ମୁଖ୍ୟମନ୍ତ୍ରୀ ଗୁହାରି ଶୁଣିବେ । ରାଜ୍ୟ ବିଭିନ୍ନ ସ୍ଥାନରୁ ସହ ସହ ଅଭିଯୋଗକରି ଆସିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗପ୍ରକଷ୍ଠ ସକଳୁ ସକଳୁ ଲାଗିଁଛି ଗହଳି ।…
Read More...

କଟକ ଘରୋଇ ନର୍ସିଂ ହୋମ୍ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ

ଭୁବନେଶ୍ୱର : କଟକର ଏକ ଘରୋଇ ନର୍ସିଂ ହୋମ୍ ରେ ନିଆଁ ଲାଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ରୋଗୀମାନଙ୍କ ଜୀବନ ବଞ୍ଚାଉ ଥିବା ସଂସ୍ଥା ଏ ସବୁ ବିଷୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ।  …
Read More...

ଲୋକସେବା ଭବନ ଚାମ୍ବରରେ ଏକ ପୂଜାରେ ସାମିଲ ହେଲେ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲୋକସେବା ଭବନ ଚାମ୍ବରରେ ଏକ ପୂଜାରେ ସାମିଲ ହେଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ | ପୂଜାରେ ଯୋଗଦେବାର କିଛି ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି | ଯେଉଁଥିରେ ସେ ଲେଖିଛନ୍ତି, "ମୁଁ ଆମ ରାଜ୍ୟର କ୍ରମାଗତ ଅଭିବୃଦ୍ଧି ଏବଂ ସମୃଦ୍ଧତା ପାଇଁ ଇଶ୍ୱରଙ୍କ ଆଶୀର୍ବାଦ…
Read More...

ସାଂଗଠନିକ ପରିବର୍ତ୍ତନ ବାବଦ ରେ ସୁପ୍ରିମୋ ବିଚାର ବିମର୍ଶ କରୁଛନ୍ତି : ସୁଧୀର ସାମଲ

ଭୁବନେଶ୍ୱର: ବିଜେଡ଼ି ଢୋଲ ଭିତରେ ମୂଷା ଉପାଖ୍ୟାନ କୁ କାଉଣ୍ଟର। ଦଳ ବିରୋଧୀ ତତ୍ତ୍ଵ ଙ୍କ ବିରୋଧ ରେ ବାହାରିଲେ ବରିଷ୍ଠ ନେତା। ଗଛ ଅଛି, ପତ୍ର ଝଡିଛି। ପାଣି ଦେଲେ ପୁଣି କଅଁଳିବ। କିନ୍ତୁ କିଛି ଲୋକ ତାକୁ ନକରି ଗଛ କାଟିବାକୁ ଚେଷ୍ଟା କରନ୍ତି। ଢୋଲ ଭିତ ରେ ମୂଷା ନେଇ ଯିଏ ଯାହା ମନ୍ତବ୍ୟ…
Read More...

ଐତିହ୍ୟ ପଦଯାତ୍ରା କରୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ପୁରୀ: ପୁରୀ ଜିଲ୍ଲା ନିମାପଡ଼ାର ମା ପୂର୍ଣ୍ଣେଶ୍ବରୀ ମନ୍ଦିରରୁ କାକଟପୁର ମଙ୍ଗଳା ମନ୍ଦିର ଯାଏ ଐତିହ୍ୟ ପଦଯାତ୍ରା କରୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା | ସେ ଆଜି ସକାଳେ ମା ପୂର୍ଣ୍ଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶତାଧିକ ଲୋକଙ୍କ ସହ କାକଟପୁର ମଙ୍ଗଳା ମନ୍ଦିର ଯାଏ…
Read More...

ସ୍ଵର୍ଣ୍ଣ ପଦକ ହାସଲ କରିଥିବାରୁ ସୁଦର୍ଶନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରୁଷିଆର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ  ବିଶିଷ୍ଟ ବାଲୁକା ଶିଳ୍ପୀ  ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…
Read More...

ନାଗରିକ କୁ ଧାର୍ଯ୍ୟ ସମୟ ରେ ସେବା ଦେବ ବିଏମସି

 ଭୁବନେଶ୍ୱର: ବିଏମସି କୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ।ଡକ୍ଚର ଜଷ୍ଚିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଦେଲେ ନିର୍ଦ୍ଦେଶ ।   ନାଗରିକ କୁ ଧାର୍ଯ୍ୟ ସମୟ ରେ ସେବା ଦେବ ବିଏମସି | ଜନତାଙ୍କ ଅବଗତି ନିମନ୍ତେ ଆବଶ୍ୟକିୟ ଥିବା ସମସ୍ତ ସୂଚନା ଏଥର ଓଡ଼ିଆରେ ଉଲ୍ଲେଖ…
Read More...