Browsing Tag

Bhubaneswar

ଗେମିଂ ଆପ୍ ନେଲା ଜୀବନ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଗେମିଂ ଆପ୍ ନେଲା ଜୀବନ । ୫ ଲକ୍ଷ ଟଙ୍କା ହରାଇବା ପରେ ରାଜସ୍ଥାନ କୋଟା ଜିଲ୍ଲାର ଏକ ଦମ୍ପତ୍ତି ଜୀବନ ହାରିଛନ୍ତି । କୋଟାର ଖେଡା ରାମନୁର ଗାଁ ସ୍ଥିତ ନିଜ ଘରେ ଦୀପ ରାଠୋଡ ଓ ତାଙ୍କ ପତ୍ନୀ କ୍ରୀଷ୍ଣା ରାଠୋଡ ରଶି ଲଗାଇ ରଶି ଲଗାଇ ଜୀବନ ହାରିଛନ୍ତି । ପୁଲିସର…
Read More...

ମଞ୍ଚେଶ୍ୱର ଅଞ୍ଚଳରୁ ନାବାଳିକା ନିଖୋଜ ଘଟଣା;ନାବାଳିକାକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ

ଭୁବନେଶ୍ୱର;- ମଞ୍ଚେଶ୍ୱର ଅଞ୍ଚଳରୁ ନାବାଳିକା ନିଖୋଜ ଘଟଣା । ନିଖୋଜ ନାବାଳିକାକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ । ମଞ୍ଚେଶ୍ୱର ରେଳଷ୍ଟେସନ ପାଖରୁ ସୁରକ୍ଷିତ ଭାବେ ଝିଅକୁ ଉଦ୍ଧାର କରାଯାଇଛି । ଗତକାଲି ୧୧ବର୍ଷିୟ ନାବାଳିକା ଝିଅ ମାଛ କିଣିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ତେବେ…
Read More...

ବର୍ଷା କମିଲା, ବଢିଲା ତାତି ;କଲବଲ ହେଉଛନ୍ତି ରାଜ୍ୟବାସୀ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ବର୍ଷା କମିଲା, ବଢିଲା ତାତି । କଲବଲ ହେଉଛନ୍ତି ରାଜ୍ୟବାସୀ । ସକାଳ ୭ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏବେ ରାଜ୍ୟରୁ ବିରାମ ନେଉଛି ମୌସିମୀ । ଯାହାଫଳରେ ପୁଣି ଏବେ ବଢିଯାଇଛି ତାତି । ୫ରୁ ୬ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରୀ ସେଲିସିୟସ…
Read More...

ରାଜଧାନୀ ଭୁବନେଶ୍ୱରରୁ ସିଧା ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା

ଭୁବନେଶ୍ୱର-: ରାଜଧାନୀ ଭୁବନେଶ୍ୱରରୁ ସିଧା ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ସିଧା ଆବୁଧାବିକୁ ବିମାନ ଉଡ଼ିବ ।  ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌ ଓ କୁଆଲାଲାମ୍ପୁର ପରେ ଏବେ ଓଡିଶା ବିମାନ ଯାତ୍ରାରେ ଆଉ ଏକ ଅଧ୍ୟାୟ ସୃଷ୍ଟି ହେବାକୁ…
Read More...

ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଫୁଟିଛି ଗୁଳି

ଭୁବନେଶ୍ବର-: ପୁଣି ରାଜଧାନୀରେ ଅଧରାତିରେ ଫୁଟିଲା ଗୁଳି । ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଛି । ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଗୁଳି ଫୁଟିଛି । ଜଣେ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ହେଁ ଏଥିରେ କାହାର କିଛି…
Read More...

ଆଉ ଆଗକୁ ବଢ଼ୁନି: ପ୍ରାୟ ଦୁଇ ସପ୍ତାହ ଧରି ସ୍ଥାଣୁ ହୋଇ ରହିବ ମୌସୁମୀ

ଭୁବନେଶ୍ୱର: ଅଟକିଗଲା ମୌସୁମୀ। ଯେଉଁ ଗତିରେ ଓଡ଼ିଶାକୁ ମାଡ଼ି ମାଡ଼ି ଆସିଥିଲା, ସେଥିରେ ଏବେ ବ୍ରେକ୍‌ ଲାଗିଛି। ଆଉ ଆଗକୁ ବଢ଼ୁନି। ପ୍ରାୟ ଦୁଇ ସପ୍ତାହ ଧରି ଏମିତି ସ୍ଥାଣୁ ହୋଇ ରହିବ ମୌସୁମୀ। ଫଳରେ, ଆଗକୁ ରାଜ୍ୟରେ ବର୍ଷା କମିବ ଓ ପାଗ ଶୁଖିଲା ରହିବ। ଗଲା କିଛି ବର୍ଷ ହେବ, ମୌସୁମୀ…
Read More...

ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପରେ ପୁଣି ସ୍ୱାଭାବିକ ହୋଇଛି

ଭୁବନେଶ୍ୱର;- ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପରେ ପୁଣି ସ୍ୱାଭାବିକ ହୋଇଛି । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ମହାସ୍ନାନ ହୋଇଥିଲା । ପରେ ପୁଣି ଆରମ୍ଭ ହୋଇଛି ଲିଙ୍ଗରାଜଙ୍କ ନୀତିକାନ୍ତି । ସାହାଣ ମେଲା ଦର୍ଶନ କରାଇଥିବା ବଡୁ ସେବାୟତଙ୍କୁ ହେବ ପଚରାଉଚରା । କେଦାରଗୌରୀ ମନ୍ଦିରରେ…
Read More...

ପ୍ରତି ବର୍ଷ ଦଶ ଲୋକଙ୍କ ନିଶା ଛଡାଇବେ ଏ ସଂକଳ୍ପ ନେବା : ବାବୁ ସିଂ

ଭୁବନେଶ୍ୱର: ବିଗତ 20 ବର୍ଷ ତଳୁ ଓଡ଼ିସାରେ ମଦ କାରବାର ସହର ର ଦୂରରେ ହେଉଥିଲା | ଯିଏ ମଦ ଖାଇବାକୁ ଯାଉଥିଲା ଲୋକେ ଜାଣୁଥିଲେ ସେ ଅଛୁଆଁ ହେଉଥିଲା | ଏବେ ମଦ ଦୋକାନ ମନ୍ଦିର, ସ୍କୁଲ ପାଖରେ | ଭୁବନେଶ୍ୱର ରୁ ମଦ ବନ୍ଦ ଆରମ୍ବ ହେଉ | କୋଭିଡ ରେ ଦୋକାନ ବନ୍ଦ ହେଲା ଲୋକେ ଘରେ ପଂହଁଚେଇଲେ |…
Read More...

୫ ବର୍ଷରୁ ଅଧିକ ଅଭିଜ୍ଞତା ନଥିବା ଡ୍ରାଇଭରଙ୍କୁ ନିଯୁକ୍ତି ନଦେବାକୁ ନିଷ୍ପତ୍ତି

ଭୁବନେଶ୍ୱର:କିଛି ଦିନ ହେବ ଅନେକ ଜୀବନ ନେଉଛି ଆମ ବସ୍ ।ଏନେଇ ଅଭିଯୋଗ ହୋଇ ଆସୁଛି । ଯାହା ଫଳରେ କଠୋର ହୋଇଛି କ୍ରୁଟ । ଏଣିକି ସବୁ ଡ୍ରାଇଭରଙ୍କର ଦକ୍ଷତା ଯାଞ୍ଚ କରାଯିବ। ୫ ବର୍ଷରୁ ଅଧିକ ଅଭିଜ୍ଞତା ନଥିବା ଡ୍ରାଇଭରଙ୍କୁ ନିଯୁକ୍ତି ନଦେବାକୁ ନିଷ୍ପତ୍ତି ନିଆଯାଇଛି। ଆମ ବସ ଚାଳକଙ୍କ…
Read More...

ଡେରିରେ ଅଫସିରେ ପହଞ୍ଚିବାରୁ ସିଡିଏର ୧୮ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଡେରିରେ ଅଫସିରେ ପହଞ୍ଚିଲେ କଟିବ ଦରମା । କାରଣ ଅଫିସ ଯେଉଁମାନେ ଏବେ ଲେଟ୍ ରେ ଆସିବେ, ସେମାନଙ୍କର ଦରମା କଟିବ ବୋଲି ନିର୍ଦ୍ଦେଶ ରହିଛି । ତେବେ ବିଳମ୍ବରେ ଅଫିସ ଆସୁଥିବା ସିଡିଏର ୧୮ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଉନ୍ନୟନ…
Read More...