ସେପ୍ଟେମ୍ବର ୧୭ରୁ ଭୁବନେଶ୍ୱର ବିମାନବନ୍ଦରରେ ପାଳନ ହେବ “ଯାତ୍ରୀ ସେବା ଅଭିଯାନ-୨୦୨୬”
ଭୁବନେଶ୍ୱର: ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (AAI)ଙ୍କ ସର୍ବଭାରତୀୟ କାର୍ଯ୍ୟକ୍ରମ ଅନୁଯାୟୀ, ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ "ଯାତ୍ରୀ ସେବା ଅଭିଯାନ-୨୦୨୬" ପାଳନ କରାଯିବ। ଏହି ଅଭିଯାନର ଲକ୍ଷ୍ୟ ହେଉଛି…
Read More...
Read More...