Browsing Tag

Bhubaneswar Airport

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ମାରିଜୁଆନା

ଭୁବନେଶ୍ୱର:- ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ମାରିଜୁଆନା । ବ୍ୟାଙ୍କକରୁ ଭୁବନେଶ୍ୱର ଚାଲାଣ ହେଉଥିବାବେଳେ ମାଡିବସିଲା କଷ୍ଟମ ବିଭାଗ । ଘଟଣାରେ ଜଣେ ଯୁବକ ଓ ଯୁବତୀଙ୍କୁ ଗିରଫ କରିଛି କଷ୍ଟମ ବିଭାଗ । ଦୁହିଁଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ ବିଭାଗ । ଜବତ ମାରିଜୁଆନାର…
Read More...

ପୁଣି ଭୁବନେଶ୍ୱରରେ ଧରାପଡିଲା ସୁନା

(ଆଦର୍ଶ ରାଉତ) : ଆଗରୁ ଭୁବନେଶ୍ୱରରେ ବ୍ୟବସାୟ କରିବାର ନିଶାରେ ବ୍ୟବସାୟୀମାନେ ସୁରକ୍ଷିତ ଜାଗା ଭାବି ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରଦେଇ ଭୁବନେଶ୍ୱରକୁ ସୁନା ଆଣି ଧରାପଡିଛନ୍ତି । ଆଜି ପୁଣି ଧରା ହେଇଛି ୬୯୦.୫୫୦ଗ୍ରାମର ସୁନା ଯାହାର ଆନୁମାନିକ ମୂଲ୍ୟ ୨୧,୮୯,୦୪୩ ଟଙ୍କା ।…
Read More...