Browsing Tag

Bhubaneswar air polluation

ଦୀପାବଳି ପରେ ଅଣନିଶ୍ୱାସୀ ହୋଇପଡ଼ିଛି ରାଜଧାନୀ, ଭୁବନେଶ୍ୱର AQI ଚିନ୍ତାଜନକ ଭାବେ ୧,୪୪୪କୁ ବୃଦ୍ଧି

ଭୁବନେଶ୍ୱର: ଦୀପାବଳି ଉତ୍ସାହ ପରେ ଅଣନିଶ୍ୱାସୀ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ଦୀପାବଳି ରାତିରେ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଏକ ଚିନ୍ତାଜନକ ସ୍ତରରେ ପହଞ୍ଚିଛି। ରବିବାର ରାତିରେ ବାଣ ଫୁଟାଇବା କାରଣରୁ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅଭୂତପୂର୍ବ ଭାବେ ୧,୪୪୪ ରେ ପହଞ୍ଚି…
Read More...