Browsing Tag

BHUBANA

ବୃଦ୍ଧ ବୟସରେ ଥାନାର ଦ୍ୱାରସ୍ଥ

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ । ଗ୍ରାମର ୮୫ବର୍ଷର ଚକ୍ରଧର ପୁହାଣ ଓ ତାଙ୍କ ୭୫ ବର୍ଷିୟ ସ୍ତ୍ରୀ ଯଶୋଦା ପୁହାଣ । ୨ ପୁଅ ଓ ଜଣେ ଝିଅରେ ତାଙ୍କର ଥିଲା ସୁନାର ସଂସାର । ସାମସ୍ତଙ୍କର ବାହାଘର ସାରିଦେଇ ମୁଣ୍ଡରୁୁ…
Read More...

ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

ଭୁବନ(କଳ୍ପତରୁ ଜେନା):ଗ୍ରାମ ମଣ୍ଡପରେ ବସିଥିବା ସମୟରେ ହେଲା ବଜ୍ରପାତ । ଏହି ବଜ୍ରପାତରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମ ପ୍ରଧାନ ସାହିରେ । ପ୍ରଧାନ ସାହି ମଣ୍ଡପରେ ଲକ୍ଷ୍ମୀଧର ସାହୁ ( କୋଚା ସାହୁ) ୪୫…
Read More...