Browsing Tag

Bhopal

ମଧ୍ୟପ୍ରଦେଶରେ ଚିତାବାଘ ସହ ଲୋକଙ୍କ ସେଲଫି

ଭୋପାଳ: ଚିତାବାଘ ସହ ଲୋକଙ୍କ ସେଲଫି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ସୋନକାଚରେ । ମଙ୍ଗଳବାର ଅପରାହ୍ନରେ କାଳୀ ସିନ୍ଧ ନଦୀ କୂଳରେ ଚିତାବାଘ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳରେ ଏକ ଚିତାବାଘ ଠିକ୍ ଭାବେ ଚାଲିପାରୁନଥିବାବେଳେ ନିସ୍ତେଜ ହୋଇ ପଡ଼ିରହିଥିଲା। ଆଉ ଏତିକି ବେଳେ ଲୋକେ ଆସି…
Read More...

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ଓ୍ବେ ଅଣ୍ଡରବ୍ରିଜ୍‌ରେ ବିସ୍ଫୋରଣ ଘଟଣା

ଭୋପାଳ : ସାମ୍ନାକୁ ଆସିଲା ଉଚ୍ଚାଭିଳାଷୀ ପ୍ରକଳ୍ପ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଡିଟୋନେଟର ଦ୍ୱାରା ଅଣ୍ଡରବ୍ରିଜ ବ୍ଲାଷ୍ଟିଂ ମାମଲା | ଏହି ଅଣ୍ଡରବ୍ରିଜ ମାଣ୍ଡସାଉର ଜିଲାର ଶାମଗଡ ଅଞ୍ଚଳରେ ନିର୍ମିତ ହୋଇଥିଲା। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ରସୁକା ଅନ୍ତର୍ଗତ…
Read More...

ମଟନ ପାଇଁ ଚାଲିଗଲା ପଡୋଶୀଙ୍କ ଜୀବନ

ଭୋପାଳ : କଥାରେ ଅଛି ଦୁଇଜଣଙ୍କ କଳିରେ ତୃତୀୟ ବ୍ୟକ୍ତିର ଲାଭ ହୋଇଥାଏ । ହେଲେ ଏଠି କଥା ଟିକିଏ ଓଲଟା ହୋଇଯାଇଛି । ଦୁୁଇଜଣଙ୍କ କଳିରେ ତୃତୀୟ ବ୍ୟକ୍ତି ମୁଣ୍ଡ ପୁରାଇବା ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଏହି ଘଟଣାରେ ପରିବାର କଳି ପାଇଁ ଚାଲିଗଲା ପଡୋଶୀଙ୍କ ଜୀବନ । ହଁ ଦର୍ଶକବନ୍ଧୁ ଆପଣଙ୍କୁ…
Read More...

ଦୁଇ କଂଗ୍ରେସ ବିଧାୟକଙ୍କ ନାମରେ ଅସିଲିଲା ଅସଦାଚରଣ ଅଭିଯୋଗ

ଭୋପାଳ: ଟ୍ରେନରେ ମହିଳାଙ୍କୁ ଅସଦାଚରଣ କରି ଫସିଲେ ଦୁଇ କଂଗ୍ରେସ ବିଧାୟକ | ମଧ୍ୟପ୍ରଦେଶର ସତନା ଜିଲ୍ଲାର କଂଗ୍ରେସ ବିଧାୟକ ସିଦ୍ଧାର୍ଥ କୁଶୱା ଏବଂ କୋଟମା ବିଧାୟକ ସୁନୀଲ ସରାଫ ଟ୍ରେନରେ ଯାଉଥିବା ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ମୁତାବକ ରେୱାଞ୍ଚଲ…
Read More...

ଶ୍ରମିକରୁ ରାତାରାତି ମାଲାମାଲ

ବ୍ୟୁରୋ : ଭୋପାଳରେ ରାତାରାତି ବଦଳିଗଲା ଶ୍ରମିକଙ୍କ ଭାଗ୍ୟ । ଜଣେ ଶ୍ରମିକଙ୍କ କ୍ଷେତ୍ରରେ ଏପରି ହୋଇଛି । ସେ ହଠାତ୍ ହୋଇଗଲେ ଲକ୍ଷପତି । ମଧ୍ୟପ୍ରଦେଶର ହୀରା ନଗରୀ ନାମରେ ପରିଚିତ ଜିଲ୍ଲାରେ ରୁହନ୍ତି ପ୍ରତାପ ସିଂ ସେ ଜଣେ ଶ୍ରମିକ ତାଙ୍କ ନାଁ ଯାଦବ ଗତ ବୁଧବାର ଦିନ ପ୍ରତାପ କୃଷ୍ଣ…
Read More...

ବର୍ଷା ଯୋଗୁଁ ୧୨୦୦ ଗାଁ ଜଳମଗ୍ନ

ଭୋପାଳ: ମଧ୍ୟପ୍ରଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୧୨୦୦ ଗାଁ ପ୍ରଭାବିତ ହୋଇଛି। ଏପର୍ୟ୍ୟନ୍ତ ୫,୯୫୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେନା, ଏନଡିଆରଏଫ, ବିଏସଏଫ ଏବଂ ରାଜ୍ୟର ଅନ୍ୟାନ୍ୟ ଏଜେନ୍ସି ନିରନ୍ତର ରିଲିଫ ଏବଂ…
Read More...