Browsing Tag

Bhitarkanika National Park

ଭିତରକନିକାର ଘଞ୍ଚ ଜଙ୍ଗଲରେ ୬ଦିନ ଧରି ବାଟବଣା ହୋଇ ନିଖୋଜ ଥିବା ମା’ ପୁଅ ସୁରକ୍ଷିତ ଭାବେ ଉଦ୍ଧାର

ଭିତରକନିକା:- ଭିତରକନିକାର ଘଞ୍ଚ ଜଙ୍ଗଲରେ ୬ଦିନ ଧରି ବାଟବଣା ହୋଇ ନିଖୋଜ ଥିବା ମା’ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜି ସକା‌ଳୁ ବନ ବିଭାଗର ୧୦ଟି ଟିମ୍‌ରେ ପ୍ରାୟ ୧୦୦ଜଣ ଖୋଜାଖୋଜି କରି ମା’ ଓ ପୁଅଙ୍କୁ ଉଦ୍ଧାର କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ…
Read More...

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଗତ ମେ’ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିଲା ଭିତରକନିକା । କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ଦୀର୍ଘ ୩ ମାସ ଭିତରକନିକା ବନ୍ଦ ଥିଲା । କୁମ୍ଭୀର ପ୍ରଜନନ ସମୟ ଶେଷ ହେବା ପରେ ଭିତରକନିକା…
Read More...