Browsing Tag

bhitarkanika

ଭିତରକନିକାର ଘଞ୍ଚ ଜଙ୍ଗଲରେ ୬ଦିନ ଧରି ବାଟବଣା ହୋଇ ନିଖୋଜ ଥିବା ମା’ ପୁଅ ସୁରକ୍ଷିତ ଭାବେ ଉଦ୍ଧାର

ଭିତରକନିକା:- ଭିତରକନିକାର ଘଞ୍ଚ ଜଙ୍ଗଲରେ ୬ଦିନ ଧରି ବାଟବଣା ହୋଇ ନିଖୋଜ ଥିବା ମା’ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜି ସକା‌ଳୁ ବନ ବିଭାଗର ୧୦ଟି ଟିମ୍‌ରେ ପ୍ରାୟ ୧୦୦ଜଣ ଖୋଜାଖୋଜି କରି ମା’ ଓ ପୁଅଙ୍କୁ ଉଦ୍ଧାର କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ…
Read More...

ଆଜିଠୁ ୩ମାସ ଧରି ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ଆଜିଠୁ ୩ମାସ ଯାଏ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ | ମେ ୧ରୁ ଜୁଲାଇ ୩୧ ତାରିଖ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଭିତରକନିକା | ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି। ଏହି ସମୟ ବିରଳ କୁମ୍ଭୀରଙ୍କ ପ୍ରଜନନ ଋତୁ। କୁମ୍ଭୀରମାନେ ସ୍ଥଳ ଭାଗକୁ…
Read More...

ଆଜିଠୁ ପର୍ଯ୍ୟଟକଙ୍କୁ ଭିତରକନିକା ମନା

(ଭିତରକନିକା) : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବି ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ।  ଦୀର୍ଘ ୩ ମାସ ଯାଏ  ଭିତରକନିକା ବନ୍ଦ ରହିବ । ତେବେ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବିରଳ କୁମ୍ଭୀରଙ୍କ ପ୍ରଜନନ ଋତୁ ହେତୁ ବିଭାଗ ଏପରି ନିଷ୍ପତି ନେଇଛି ବୋଲି…
Read More...

ଅଗଷ୍ଟ ପହିଲାରେ ଖୋଲିବ ଭିତରକନିକା ଅଭୟାରଣ୍ୟ

ରାଜନଗର; ବିଶ୍ୱ ପ୍ରସିଦ୍ଧ ଭିତରକନିକା ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ଭିତରକନିକା।ଗତକିଛି ମାସ ହେବ ଚାଲିଛି କୁମ୍ଭୀରଙ୍କ ପ୍ରଜନନ ଋତୁ ସେ ପାଇଁ ପ୍ରତିବର୍ଷ ମଇ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ଧରି ଭିତରକନିକା ବନ୍ଦ ରହିଥାଏ। ଏହି…
Read More...