Browsing Tag

bhitarakanika

ଭିତରକନିକା ଜଙ୍ଗଲରେ ନିଖୋଜ ହୋଇଗଲେ ମା’-ପୁଅ

କେନ୍ଦ୍ରାପଡ଼ା:- ଭିତରକନିକା ଜଙ୍ଗଲରେ ନିଖୋଜ ହୋଇଗଲେ ମା’-ପୁଅ । ନିଖୋଜ ଦୁଇ ଜଣ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁ’ର ଅଞ୍ଜନା ମିର୍ଦ୍ଧା ଓ ପୁଅ ରତିନ୍ଦ୍ର ମିର୍ଦ୍ଧା । ଗତ ବୁଧବାର କଙ୍କଡ଼ା ଧରିବାକୁ ଯାଇ ମାଆ ଓ ୧୮ ବର୍ଷୀୟ ପୁଅ ନିଖୋଜ…
Read More...

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ୧ ଅଗଷ୍ଟରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି

ରାଜନଗର:- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ୧ ଅଗଷ୍ଟରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। ଏହି ଜାତୀୟ ଉଦ୍ୟାନ ଏକ ନୂତନ ରୂପ ସହିତ ଖୋଲିବ। ଲୁଣିଆ ପରିବେଶରେ ବଢ଼ିଥିବା ଗଛଗୁଡ଼ିକୁ ନେଇ ଏକ ମାଙ୍ଗ୍ରୋଭ୍ ନର୍ସରୀ ରୋପଣ କରାଯାଇଛି।…
Read More...

ଭିତରକନିକାରେ ଚାଲିବ ବିଳାସପୂର୍ଣ୍ଣ ବୋଟ, ନଦୀରେ ରାତ୍ରୀ ଯାପନ କରିବେ ପର୍ଯ୍ୟଟକ

ରାଜନଗର: ଭିତରକନିକାରେ ଚାଲିବ ବିଳାସପୂର୍ଣ୍ଣ ବୋଟ । ଜଙ୍ଗଲର ଭିତରେ ନଦୀ ମଧ୍ୟରେ ବିଳାସପୂର୍ଣ୍ଣ ବୋଟରେ ରାତ୍ରୀ ଯାପନ କରି ପାରିବେ ପର୍ଯ୍ୟଟକ । ଏହାରି ଭିତରେ ମିଳିବ ପଞ୍ଚତାରକା ହୋଟେଲର ସୁବିଧା ସୁଯୋଗ ସହ ଦେଶୀ ଓ ବିଦେଶୀ ଖାଦ୍ୟ । ଭିତର କନିକାରେ ବର୍ଷକୁ ବର୍ଷ ପର୍ଯ୍ୟଟକ ମାନଙ୍କ…
Read More...