Browsing Tag

Bharat

ଫୁଟପାଥରେ ଚାଲୁଥିବା ବେଳ ଦମ୍ପତିଙ୍କ ଧକ୍କା ଦେଲେ କନ୍ନଡ ଅଭିନେତା ନାଗଭୂଷଣଙ୍କ କାର

ଶନିବାର ରାତି ସମୟ । ଗେଙ୍ଗାଲୁରୁ ବସନ୍ତପୁରା ଅଂଚଳରେ ଅଘଟଣ । ଫୁଟପାତରେ ଚାଲି ଚାଲି ସମୟ କାଟୁଥିଲେ ସ୍ଥାନୀୟ ବାସିନ୍ଦା ପ୍ରେମା ଏସ ଓ କ୍ରିଷ୍ଣା ବି । ସେମାନେ କିଛି ଭାବିବା ଚିନ୍ତା କରିବା ଆଗରୁ ହଠାତ୍ ଏକ ଦ୍ରୁତ ଗତିର କାର ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଧକ୍କା ଦେଇ ଯାଇଥିବା…
Read More...

ଡ୍ରିମ ୧୧ ନାଁରେ ୪୦ ହଜାର କୋଟି ଟଙ୍କାର ଟ୍ୟାକ୍ସ ଠକିଥିବା ଅଭିଯୋଗ

ବିପଦରେ ଅନେକ ଅନଳାଇ ଅନଲାଇନ ଗେମିଂ ଇଣ୍ଡଷ୍ଟ୍ର । ଜିଏସଟି ବିଭାଗ ତରଫରୁ ଆସୁଛି କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ । ଡାଇରେକ୍ଟର ଜେନେରାଲ ଆଣ୍ଡ ସର୍ଭିସ ଟ୍ୟାକ୍ସ ଇଣ୍ଟେଲିଜେନ୍ସ ଡିଜିଜିଆଇ ଗତ ସେପ୍ଟେମ୍ବରରେ ପ୍ରାୟ ୬ଟଶ ବଡ ଗେମିଙ୍ଗ କମ୍ପାନୀ ଗୁଡିକୁ କର ପୈଠ ନୋଟିସ ପଠାଇଥିଲେ । ଏହାସହ…
Read More...

ଅକ୍ଟୋବର ୨, ଭାରତୀୟମାନଙ୍କ ପାଇଁ ସ୍ମରଣୀୟ ଦିନ ଗାନ୍ଧୀ ଜୟନ୍ତୀ

ଅକ୍ଟୋବର ୨, ଭାରତୀୟମାନଙ୍କ ପାଇଁ ସ୍ମରଣୀୟ ଦିନ । ଏହା ଦିନ ଭାରତବର୍ଷରେ ଜନ୍ମଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ । ତାତିର ପିତା ମହାତ୍ମା ଗାନ୍ଧୀ ୧୮୬୯ମସିହା ଆତିର ଦିନରେ ଜନ୍ମ ଗ୍ରହଣ କରିଛନ୍ତି ।ମହାତ୍ମା ଗାନ୍ଧୀ ଥିଲେ ସତ୍ୟ, ଅହିଂସା ଓ ଶାନ୍ତିର ମୂର୍ତ୍ତିମନ୍ତ ପ୍ରତୀକ। ଲକ୍ଷ ଲକ୍ଷ…
Read More...

ମୋନକା ଗାନ୍ଧୀଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଲା ଇସ୍କନ

ନୂଆଦିଲ୍ଲୀ : ବିଜେପି ସାଂସଦ ତଥା ପଶୁପ୍ରେମୀ ମେନକା ଗାନ୍ଧୀଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛି ଇସ୍କନ। ନିଜ ଗୋଶାଳାରୁ ଇସ୍କନ କଂସେଇ ମାନଙ୍କୁ ଗାଈ ଯୋଗାଣ କରୁଛି ବୋଲି ମେନକା ଗମ୍ଭୀର ଅଭିଯୋଗ କରିଥିଲେ । ଇସ୍କନ କହିଛି, ମେନକାଙ୍କ ଏପରି ଅପମାନଜନକ, ନିନ୍ଦନୀୟ ଏବଂ…
Read More...

ଓସ୍କାର ପ୍ରବେଶ କଲା ମାଲାଆଲମ ଫିଲ୍ମ ‘୨୦୧୮ ଏଭ୍ରିୱାନ ଇଜ ଏ ହିରୋ’

ଓସ୍କାର ଆୱାର୍ଡ ୨୦୨୪ରେ ବାଜି ମାରିଛି ମାଲାୟାଲମ ଫିଲ୍ମ । ଭାରତ ପକ୍ଷରୁ ‘୨୦୧୮ ଏଭ୍ରିୱାନ ଇଜ ଏ ହିରୋ’ ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଛି । ଫିଲ୍ମଟି ୨୦୧୮ ମସିଆରେ କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଉପରେ ଆଧାରିତ । ଏହି ଫିଲ୍ମରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ମାନବର ବିଜୟ…
Read More...

ଅଷ୍ଟ୍ରେଲିଆର ବିଶାଳ ସ୍କୋର, ଭାରତକୁ ଦରକାର ୩୫୩ ରନ

ରାଜକୋଟ :ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ । ୩ୟ ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି । ଆଉ ପଡିଆକୁ ବୋଲିଂ ପାଇଁ ଓହ୍ଲାଇବ ଭାରତୀୟ ଟିମ୍‌ । ଉଭୟ ଟିମ୍‌ରେ ଏକାଧିକ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଭାରତୀୟ ଟିମ୍‌ ୨-୦ରେ ସିରିଜ୍‌କୁ କବ୍‌ଜା କରିସାରିଛି…
Read More...

ଟାଇଗର-୩ ଟିଜର ଆଉଟ , ଦମଦାର ଲୁକରେ ସଲମାନ

୬ବର୍ଷ ପରେ ପୁଣି ଥରେ ମିଶନରେ ବାହାରିଛନ୍ତି ଟାଇଗର ।ପୁଣି ଜମିବ ଟାଇଗର ଜୋୟାଙ୍କ ଯୋଡି । ଦମଦାର ଲୁକ ଓ ଆକ୍ସନ ସହ ରିଲିଜ ହୋଇଛି ଟାଇଗର-୩ ଟିଜର । ଆସନ୍ତା ଦୀପାବଳୀରେ ବକ୍ସ ଅଫିସକୁ ଆସିବ ଟାଇଗର-୩ । ଖବର ଅନୁଯାୟୀ, ୨୦୧୨ରେ ୟଶରାଜ ଫିଲ୍ମ ପ୍ରଯୋଜନା ସଂସ୍ଥାର ପ୍ରଥମ ଥର ପାଇଁ ଆସିଥିଲା…
Read More...

‘ଇସ୍କନ’ ସଂସ୍ଥା ନାମରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ସାଂସଦ ମେନକା ଗାନ୍ଧୀ

ନୂଆଦିଲ୍ଲୀ : ବିଜେପି ସାଂଦସ ମୋନକା ଗାନ୍ଧି ଇସ୍କନ ଉପରେ ଏକ ଅଭିଯୋଗ କରିଛନ୍ତି । ଇସ୍କନକୁ ସବୁଠୁ ବଡ ଠକ ସଂଗଠନ ବୋଲି କହିଛନ୍ତି ପଶୁପ୍ରେମୀ ମେନକା ଗାନ୍ଧି । ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛନ୍ତି । ଡହାର ଉତ୍ତରରେ ଇସ୍କନ କହିଛି ବିଜେପି ସାଂସଦଙ୍କ ଏଭଳି…
Read More...

ବିବାହ ମଣ୍ଡପରେ ଅଗ୍ନିକାଣ୍ଡ , ବର କନ୍ୟାଙ୍କ ସମୋତ ଶତାଧିକ ମୃତ

ନୂଆଦିଲ୍ଲୀ : ଖୁସିରେ ଲାଗିଲା ଗ୍ରହଣ । ଆଖି ଆଗରେ ଚାଲିଗଲା ବର କନ୍ୟାଙ୍କ ସହ ଶହେରୁ ଅଧିକ ଜୀବନ । ଇରାକର ହମଦାନିଆ ଜିଲ୍ଲାରେ ଅବସ୍ଥିତ ଇଓ ହାଏଥାମ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ। ବିବାହ ଉତ୍ସବରେ ବ୍ୟବହୃତ ମହମବତୀ ଓ ଅନ୍ୟ ସାମଗ୍ରୀରୁ ନିଆଁ ଲାଗିଥିବା ସୂଚନା ମିଳିଛି । ମୃତକଙ୍କ…
Read More...

ପାକିସ୍ତାନ ଟିମକୁ ମିଳିଛି ଭିସା, ଆସନ୍ତା କାଲି ପହଞ୍ଚିବେ ବାବର ବାହିନୀ

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩କୁ ଆଉ ମାତ୍ର 8 ଦିନ ବାକି  ରହିଛି। ଏଥିପାଇଁ ପାକିସ୍ତାନ ଦଳ ଆସନ୍ତା କାଲି  ଭାରତ ଗସ୍ତ କରିବ। ବାବର ବାହିନୀଙ୍କୁ ବହୁ ଅପେକ୍ଷା ପରେ ଦଳକୁ ଭାରତ ସରକାରଙ୍କଠୁ ଭିସା ମିଳିଛି। ଆସନ୍ତାକଲି ଭାରତ ପହଁଚିବେ ପାକିସ୍ତାନ ଖେଳାଳି । ପାକିସ୍ତାନ ଦଳ ସେପ୍ଟେମ୍ବର ୨୭…
Read More...