ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ ରାହୁଲ ଗାନ୍ଧୀ
ଭୁବନେଶ୍ୱର: ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ଆସନ୍ତା୬ ତାରିଖ ସଂଧ୍ୟା ସମୟରେ ସୁନ୍ଦରଗଡ ବୀରମିତ୍ରପୁରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରାଯିବ ବୋଲିସ ସୂଚନା ରହିଛି । ସୂଚନା ଅନୁଯାୟୀ, ସେଠାରେ ରାହୁଲ ଗାନ୍ଧୀ ରୋଡ…
Read More...
Read More...