Browsing Tag

Bharat

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ : ଅଯୋଧ୍ୟାର ଧାମର ରେଳ ଷ୍ଟେସନ ଉଦଘାଟନ

ଅଯୋଧ୍ୟା : ଅଯୋଧ୍ୟା ଧାମର ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟପାଳ ଆନନ୍ଦିବେନ ପଟେଲ , ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ , କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଉପସ୍ଥିତିରେ ଅଯୋଧ୍ୟ ଧାମ ଷ୍ଟେସନର ଉଦଘାଟନ କରିଛନ୍ତି ମୋଦି । ଅଶ୍ୱିନୀ…
Read More...

‘ମୁସଲିମ ଲିଗ ଜମ୍ମୁ-କାଶ୍ମୀର’କୁ ବ୍ୟାନ କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ମୁସଲିମ ଲିଗ୍ ଜମ୍ମୁ-କାଶ୍ମୀର (ମସରତ ଆଲମ୍‌ ଗ୍ରୁପ୍)କୁ ବ୍ୟାନ୍‌ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଟ୍ଵିଟ୍‌ କରି କହିଛନ୍ତି କି, ଦେଶ ବିରୋଧୀ କାର୍ଯ୍ୟକଳାପ ଯୋଗୁ ଏହି ସଙ୍ଗଠନ ଉପରେ UAPA ଅଧୀନରେ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ର ଏହି ସଙ୍ଗଠନ ଉପରେ ୫…
Read More...

ଭାରତୀୟ କୁସ୍ତ ସଂଘ ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ : କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରହୁଲ ଗାନ୍ଧୀ । ଭାରତୀୟ କୁସ୍ତି ସଂଘର ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଲମ୍ପିକ ପଦକ ବିଜେପି ବଜରଙ୍ଗ ପୁନିଆଙ୍କୁ ଭେଟି ଆଲେଚନା କରିଛନ୍ତି ରାହୁଲ । ଏହି ଭେଟଘାଟ…
Read More...

ପ୍ରାଧନମନ୍ତ୍ରୀ ମୋଦୀଙ୍କ ପୋଷ୍ଟରକୁ ନେଇ ବଢିଲା ବିବାଦ , ମୋଦୀ କ’ଣ ଶ୍ରୀରାମଙ୍କ ଠାରୁ ବ’ଡ ?

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଜେପି ଜାରି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟରକୁ ନେଇ ବଢୁଛି ବିବାଦ । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ପ୍ରସ୍ତୁତି ଜୋର ଜୋରଦାର ଚାଲିଛି । ଏନେଇ କର୍ଣ୍ଣଟକ ବିଜେପି ଏକ ପେଷ୍ଟର ଜାରି…
Read More...

କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର । ୧୯ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଆଜିଠାରୁ ଲାଗୁ ହେଉଥିବା ବେଳେ ଦିଲ୍ଲୀରେ ବର୍ତ୍ତମାନ ୧୭୫୭.୫୦ ଟଙ୍କାରେ ମିଳିବ ସିଲିଣ୍ଡର । ମାତ୍ର ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି…
Read More...

ମହିଳା ଟିଟିଙ୍କ ଦାଦାଗିରି : ମହିଳା ଯାତ୍ରୀଙ୍କୁ ମାଡ ମାରି ହରାଇଲେ ଚାକିରି

ଉତ୍ତରପ୍ରଦେଶର ବରେଲି ଜଙ୍କସନରେ ଏମିତି ଏକ ଘଟଣା ଘଟିଛି । ଯାହାପରେ ଲୋକଙ୍କ ମନରେ  ଟିଟିଙ୍କ ପ୍ରତି ଭୟ ସୃଷ୍ଟି ହୋଇଥିଲା ।   କାରଣ ଜଣେ ଟିଟିଇଙ୍କ ଦାଦାଗିରି ଦେଖିବା ପରେ ଷ୍ଟେସନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଟିଟିଇଙ୍କ ଦବଙ୍ଗଗିିରି ଘଟଣାର…
Read More...

ଉପ ରାଷ୍ଟ୍ରପତିଙ୍କୁ ଅପମାନ , ରାଷ୍ଟ୍ରପତିଙ୍କ ନିନ୍ଦା

ଉପରାଷ୍ଟ୍ରପତିଙ୍କୁ ଜଗଦୀସ ଧନଖଡକୁ ତାଙ୍କ ମିମିକ୍ରି କରି ଅପମାନ କରିଛନ୍ତି ପିରୋଧୀ ସାଂସଦ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କଜ ସମାଲୋଚନା ପରେ ରାଷ୍ଟ୍ରତିଙ୍କ ବୟାନ ଆସିଛି । ଘଟଣାକୁ ନିନ୍ଦା କରିବା ସହ ରାଷ୍ଟ୍ରପତି କହିଛନ୍ତି, ସଂସଦ ଭବନରେ ସମ୍ମାନନୀୟ ଉପରାଷ୍ଟ୍ରପତିଙ୍କୁ ଯେଉଁଭଳି…
Read More...

ISIS ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୪ ସ୍ଥାନରେ NIAର ଚଢ଼ାଉ

ନୂଆଦିଲ୍ଲୀ : ISIS ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ଦେଶରେ ଦୁଇଟି ସ୍ଥାନରେ ANI ଏକକଳୀନ ଚଢାଉ । ମହାରଷ୍ଟ୍ର ଓ କର୍ଣ୍ଣାଟକର ୪୪ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ରେଡ କରିଛି । ବର୍ତ୍ତମାନ ସୁଦ୍ଧା ୧୩ ଜଣ ଗିରଫ ହୋଇଥିବା ଜଣାପଡିଛି । ଅଲକାଏଦା ଓ ଆଇଏସଆଇଏସ ଭଳି ନିଷିଦ୍ଧ…
Read More...

ଲୋକସଭାରୁ ବହିଷ୍କତୃ ହେଲେ ଟିଏମ ସାଂସଦ ମହୁଆ ମୈତ୍ର

ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍‌ସି ସାଂସଦ ମହୁଆ ମୈତ୍ର। କ୍ୟାଶ୍‌ ଫର୍‌ କ୍ୱେରୀ (ପ୍ରଶ୍ନ ପାଇଁ ଲାଞ୍ଚ) ମାମଲାରେ ମହୁଆ ବହିଷ୍କୃତ ହୋଇଛନ୍ତି। ତାଙ୍କ ସଂସଦୀୟ ପଦ ରଦ୍ଦ ହୋଇଛି। ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ସାଂସଦଙ୍କୁ ବହିଷ୍କାର କରାଯାଇଛି। ଲୋକସଭାରେ ଗୁରୁବାର ଏଥିକ୍ସ କମିଟି…
Read More...

୪ ଦିନ ପରେ ଉଦ୍ଧାର ହୋଇପାରିଲେନି ଶ୍ରମିକ

ଡେରାଡୁନ : ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ ଗତ ରବିବାର ଭୁଶୁଡି ପଡିଥିବା ଏକ ନିର୍ମାଣାଧିନ ଟନେଲ ମଧ୍ୟରୁ ଶ୍ରମିକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇକାରିଲା ନାହିଁ । ଏହି ଘଟଣାକୁ ୪ଦିନ ପୁରିଥିଲେ ହେଁ ସମସ୍ତ ଉଦ୍ୟମ ସତ୍ତେ୍ୱ ମଧ୍ୟ ୪୦ ଶ୍ରମିକଙ୍କୁ ଉଦ୍ଧାର କରିପାରି ନଥିଲେ । ଏହାମଧ୍ୟରେ…
Read More...