Browsing Tag

Bhadrak

ଅଚାନକ ଜଳିଗଲା ରିଫାଇନ ବୋଝେଇ ଟ୍ରକ୍‌

(ଭଦ୍ରକ) : ଅଚାନକ ଜଳିଗଲା ରିଫାଇନ ବୋଝେଇ ଟ୍ରକ୍‌ । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଗତକାଲି ବିଳମ୍ବିତ ସଡ଼କ ଦୁର୍ଘଟଣା ଘଟିଛି। ଏକ ରିଫାଇନ ବୋଝେଇ ଟ୍ରକ୍‌ଟି ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେବା ପରେ ରିଫାଇନ ବୋଝେଇ ଟ୍ରକ୍‌ଟି ଜଳି ଯାଇଛି। ଏତେ ବଡ଼…
Read More...

୨ଟି କାଠ ବୋଝେଇ ଗାଡ଼ି ଜବତ

ଭଦ୍ରକ:  ବନ ବିଭାଗର ଭିଜିଲାନ୍ସ ୱିଙ୍ଗ ବେଆଇନ୍ ଭାବେ ଚାଲୁଥିବା କରତ କଳରେ ଚଢ଼ାଉ କରିଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ମୁଲିଆ ସାହି ଓ ଦକ୍ଷିଣ କାଞ୍ଜିପାଳରେ ଚାଲିଥିବା ୨ଟି ବେଆଇନ୍ କରତ କଳରେ ଚଢ଼ାଉ କରାଯାଇ ଥିବାବେଳେ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି । ଭଜିଲାନ୍ସ ୨ଟି କାଠ…
Read More...

କୋଇଲା ବୋଝେଇ ପିକ୍ ଭେନ ଜବତ କରିଛି ସାବରଙ୍ଗ ପୋଲିସ , ଦୁଇ ଜଣ ଗିରଫ

ସେକ ଫଇଜାନ କାଦରୀ / ଭଦ୍ରକ : ପୋଲିସକୁ ଚକମା ଦେଇ ଚୋରା କୋଇଲା ଚାଲାଣ କରୁଥିଲେ କୋଇଲା ମାଫିଆମାନେ । ଯାହାକି ଭଦ୍ରକ ସାବରଙ୍ଗ ପୋଲିସ ପାଇଁ ବଡ଼ ଚେଲେନ୍ସ ସୃଷ୍ଟି କରିଥିଲା । ଗତକାଲି ବିଳମ୍ବିତ ରାତିରେ ପୋଲିସ ପକ୍ଷରୁ କଡ଼ାକଡ଼ି ଚେକିଂ ହେଉଥିଲା । ଥାନା ଅଧିକାରୀ କୌଣସି ସୂତ୍ରରୁ  ଖବର…
Read More...

ଟ୍ୟାଙ୍କରକୁ ଧକ୍କା ଦେଲା କାର : ଜଣେ ମୃତ, ୨ଗୁରୁତର  

(ଭଦ୍ରକ) : ଟ୍ୟାଙ୍କରକୁ ଧକ୍କା ଦେଲା କାର । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି ।  ମୃତକ ହେଲେ ଜଳେଶ୍ୱର ଅଞ୍ଚଳର ମହାରାଣୀ ପ୍ରଧାନ। ୧୬  ନଂ ଜାତୀୟ ରାଜପଥ ଚରମ୍ପା ନିକଟରେ ଏହି ଦୁର୍ଘଟଣା ଘଟିଛି। ଚରମ୍ପା ନିକଟରେ ରାସ୍ତା କଡରେ  ପାଣି ଟ୍ୟାଙ୍କର ଛିଡା…
Read More...

ରାନ୍ଦୀଆ ହାଇ ସ୍କୁଲରେ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଭଦ୍ରକ : ଭଦ୍ରକ ବ୍ଲକ ଅଧିନସ୍ଥ ରାନ୍ଦୀଆ ଠାରେ ଚାର୍ଜ କ୍ରୋମ ପ୍ଲାଣ୍ଟ ପ୍ରକଳ୍ପର ସାମ୍ପ୍ରସାରଣ ପାଇଁ ରାନ୍ଦୀଆ ହାଇ ସ୍କୁଲରେ ଅନୁଷ୍ଠିତ ହୋଇଛି ଜନଶୁଣାଣୀ । ରାଜ୍ୟ ପ୍ରଦୂଷଣ ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଜନଶୁଣାଣୀ ଶିବିରରେ ମୁଖ୍ୟତଃ ପରିବେଶ ପ୍ରଦୂଷଣ ଓ ତାର ସମାଧାନ, ସ୍ଥାନୀୟ…
Read More...

ଦନ୍ତା ଉପଦ୍ରଵ : ଭାଙ୍ଗିଲା ଘର କାନ୍ଥ

(ତେଲକୋଇ) : ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ହାତୀ ଉପଦ୍ରଵ । ଏହି କ୍ରମରେ ତେଲକୋଇ ରେଞ୍ଜ ଅଧିକ କୃଷ୍ଣପୁର ଗାଁରେ ଗୋଠଛଡା ଦନ୍ତାହାତୀର ଉପଦ୍ରଵ ଦେଖିବାକୁ ମିଳିଛି । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ । ଦନ୍ତାହାତୀ ଘର ଭାଙ୍ଗିବା ସହ ଖାଇଯାଇଛନ୍ତି ଧାନଚାଉଳ । ଗତକାଲି…
Read More...

ଲେଉଟିବ ଅସାନି : ସ୍ଥଳଭାଗରେ ରି-କର୍ଭ କରିବ ବାତ୍ୟା !

ଭୁବନେଶ୍ୱର: ଟଳିଛି ବାତ୍ୟା ବିପଦ । ବାତ୍ୟା ପ୍ରଭାବରେ ପବନ କମ୍ ହେବ, ଅଧିକ ବର୍ଷିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳର ମୋଟ ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଦୁଇ ଦିନ ଧରି ବର୍ଷା ସମ୍ଭାବନା ଥିବାବେଳେ ଆଜି ସର୍ବାଧିକ ବର୍ଷା…
Read More...

ତରଭୁଜରେ ଅଙ୍କା ନେତାଙ୍କ ମୁହଁ

ଭଦ୍ରକ/ସେକ ଫଇଜାନ କାଦରୀ: କଳାକାର କହିଲେ ଆମେ କେତେ ପ୍ରକାରର ବୁଝିଥାଉ । କିଏ ନିଜ ଅଭିନୟରେ ମନମୋହିତ କରିଥାଏ ତ ଆଉ କିଏ ଚିତ୍ର ଆଙ୍କି ତ ଆଉ କିଏ ବାଲୁକାରେ ତାର ପ୍ରତିଭା ଦେଖାଇଥାଏ । ଏଭଳି ଅନେକ କଳାକାର ଅଛନ୍ତି, ଯିଏ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟିକରିଛନ୍ତି । ଆମେ ଆଜି ସେମତି ଏକ…
Read More...

ସ୍ଥଳଭାଗ ଛୁଇଁବନି ବାତ୍ୟା !

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁବନି ବାତ୍ୟା । ଲଘୁଚାପ ଘନୀଭୂତ ହୋଇ ଆଗାମୀ ୩ ଘଣ୍ଟାରେ ଅବପାତରେ ପରିଣତ ହେବ । ଆଉ କାଲି ଏହି ଅବପାତ ବାତ୍ୟାରେ ପରିଣତ ହେବ ।୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ସକାଳ ପର୍ୟ୍ୟନ୍ତ ଓଡ଼ିଶା ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହା…
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

(ଭଦ୍ରକ) : ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଜାଳେଣି କାଠ ସଂଗ୍ରହ କରିବା ସମୟରେ ଭାଲୁ ଆକ୍ରମଣରେ ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ରଙ୍ଗମାଟିଆ ଗାଁରେ ଏଭଳି ଘଟଣା ଘଟିଛି। ଗୁରୁତର ଯୁବକଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଭାଲୁ ତାଙ୍କୁ ଆକ୍ରମଣ କରିବା ପରେ…
Read More...