ସାଳନ୍ଦୀ ନଦୀରେ ଗାଧଉଥିବା ବେଳେ ବୁଡିଗଲେ ୪ ଛାତ୍ର: ୩ ମୃତ ଜଣେ ଗୁରୁତର
ଭଦ୍ରକ: ସାଳନ୍ଦୀ ନଦୀରେ ଗାଧଉଥିବା ବେଳେ ବୁଡିଗଲେ ୪ ଛାତ୍ର । ତେବେ ନଦୀରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସାତଭଉଣୀ ନିକଟ ସାଳନ୍ଦୀ ନଦୀରେ ଗାଧୋଇବା ବେଳେ ଘଟିଛି ଏଭଳି ଅଘଟଣ ।
ତେବେ ମୃତକ…
Read More...
Read More...