ସପ୍ତମ ରାଉଣ୍ଡ ଗଣତି ଶେଷ ହୋଇଛି : ୩୧,୧୦୮ ରେ ଆଗୁଆ ବିଜେପି
ଭଦ୍ରକ : ଧାମନଗରରେ ସବୁ ଦଳର ବଢୁଛି ହାର୍ଟବିଟ । ଆଜି ଧାମନଗର ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ହେଲେ ଏହାରି ଭିତରେ ବିଜେପି ଆଗେଇ ଚାଲିଛି । ପଛରେ ପଡିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ…
Read More...
Read More...