Browsing Tag

Bhadrak

ଭୁଲ୍‌ ଅଲଟ୍ରାସାଉଣ୍ଡ ରିପୋର୍ଟ କାରଣରୁ ଏକ ନବଜାତ ଶିଶୁର ମୃତ୍ୟୁ ହେବ ସହିତ ମାଆ ଗୁରୁତର ହୋଇଛନ୍ତି

ଭଦ୍ରକ-: ଭୁଲ୍‌ ଅଲଟ୍ରାସାଉଣ୍ଡ ରିପୋର୍ଟ କାରଣରୁ ଏକ ନବଜାତ ଶିଶୁର ମୃତ୍ୟୁ ହେବ ସହିତ ମାଆ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକରେ ଘଟିଛି । ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ପରିବାର ଲୋକେ ଭଦ୍ରକ- ଚାନ୍ଦବାଲି ବାଇପାସ୍‌ ଛକରେ ଟାୟାର ଜାଳି…
Read More...

ଭଦ୍ରକରେ ନକଲି ନୋଟ କରବା, ଜଣେ ଯୁବକଙ୍କୁ ଗିରଫ

ଭଦ୍ରକ: ଦେଉଳାପାଳ ଗାଁରେ ନକଲି ଟଙ୍କା ଦେଇ ସାମଗ୍ରୀ କିଣିବା ସମୟରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଧରାପଡ଼ିଥିବା ଯୁବକଙ୍କୁ ମାନସ ସାହୁ ଭାବେ ଚିହ୍ନଟ କରାଯାଇଛି। ମାନସଙ୍କୁ ଗିରଫ କରିବା ପରେ ନକଲି ଟଙ୍କା ରାକେଟର ପର୍ଦ୍ଦାଫାଶ୍ ହୋଇଛି। ତାଙ୍କୁ ଗିରଫ କରିବା ପରେ ପୁଲିସ ୭,୧୦୦ ଟଙ୍କା…
Read More...

ଭୋର ୪ଟାରେ ଘରେ ପଶି ପୁର୍ବତନ ସିଡିଏମଓଙ୍କୁ ଛୁରାମାଡ କରିଲେ ଦୁର୍ବୃତ୍ତ

ଭଦ୍ରକ: ଘରେ ପଶି ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼। ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରଘୁନାଥ ପାଢୀଙ୍କୁ ଛୁରା ମାଡ଼ ହୋଇଛି। ଭଦ୍ରକ ଟାଉନ ଥାନା ଅଞ୍ଚଳରେ ନିଜ ଘରେ ଥିବାବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା ମିଳିଛି। ଆହତ ରଘୁନାଥଙ୍କୁ ଜିଲ୍ଲା ମୁଖ୍ୟ…
Read More...

ଦଙ୍ଗା ଆଶଙ୍କାରେ ଭଦ୍ରକ ପୁରୁଣା ବଜାର ମଦିନା ମୈଦାନ ଅଞ୍ଚଳରେ ୧୪୪ ଧାରା ଜାରି

ଭଦ୍ରକ : ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନ ମଦିନା ମୈଦାନ ସମ୍ମୁଖରେ ସବିର ଖାଁ ନାମକ ଜଣେ ବ୍ୟକ୍ତି ଏକ ପ୍ରତିବାଦ ସଭା କରିବାକୁ ଆବେଦନ କରିଥିଲେ । ତେବେ ଏହି ପ୍ରତିବାଦ ସଭା ହେଲେ ସମ୍ପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇ ଶାନ୍ତି ଭଙ୍ଗ ଓ ଦଙ୍ଗା ହେବା  ଆଶଙ୍କାରେ ଲାଗିଲା…
Read More...

କାଳହେଲା ରାସ୍ତାପାରି

ଭଦ୍ରକରେ ଜଣେ ମହିଳା ରାସ୍ତା ପାର୍ ହେଉଥିବା ସମୟରେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ,ଟାଉନ ଥାନା ପୋଲିସ୍ ପହଞ୍ôଚ ତଦନ୍ତ ଜାରିରଖିଛି ।
Read More...

ଚାନ୍ଦବାଲି ମୁଖ୍ୟରାସ୍ତାରେ  ଦୁର୍ଘଟଣା ଦମ୍ପତି ଅବସ୍ଥା ଶଙ୍କଟାପୂର୍ଣ୍ଣ : କ୍ଷତି ପୂରଣ ଦାବୀରେ ରାସ୍ତାରୋକ

ଚାନ୍ଦବାଲି (ବିଜୟ ମହାଳିକ)  : ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ମୁନି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଦମ୍ପତି ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। ତେବେ ଯାହା ସୂଚନା ମିଳିଛି ଦମ୍ପତି ଜଣଙ୍କ  ଚାନ୍ଦବାଲିରୁ ଭଦ୍ରକ ଯାଉଥିବା ବେଳେ ଏକ ପିକପ୍ ଭ୍ୟାନ…
Read More...

ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଜଣେ ମୃତ ୨ ଗୁରୁତର

ଭଦ୍ରକ: ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା କଲେଜ ରୋଡରେ ଆଜି ମଧ୍ୟାହ୍ନରେ ସ୍କୁଟି ଦୁର୍ଘଟଣା ଘଟି ଜଣେ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇଜଣଙ୍କୁ କଟକ ଏସସିବି ସ୍ଥାନାନ୍ତରିତ କରାଯାଇଛି ।…
Read More...

ନିଶା ହେଲା କାଳ: ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ

ଭଦ୍ରକ:  ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆ ଗାଁରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ବାପା । ମୃତକମାନେ ହେଲେ ସ୍ତ୍ରୀ କାଞ୍ଚନ ନାୟକ ଓ ୮ ବର୍ଷର ପୁଅ ଉତ୍ପଳ…
Read More...

ଯାତ୍ରୀ ବାହି ବସ ଓଲଟି ଜଣେ ମୃତ ୧୫ ଆହତ

ଭଦ୍ରକ : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ପୁଣି ଏକ ବସ ଦୁର୍ଘଟଣା ଘଟିଛି । ଭଦ୍ରକରୁ ବାସୁଦେବପୁର ଆସିବା ବେଳେ ଓଲଟି ପଡିଛି ଯାତ୍ରୀବାହି ବସ । ଫଳରେ ଜଣେ ମୃତ ୧୫ ଆହତ ହୋଇଥିବା ସୂଚନା ମିଳିଛି ।ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଛକର ରାସ୍ତା ପାଶ୍ୱର୍ରେ…
Read More...

ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା

ଭଦ୍ରକ : ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ରେଡ୍‌ | ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ଥିଲେ ଜୟନ୍ତୀ ବେହେରା । ବାଲେଶ୍ବର ସହଦେବଖୁଣ୍ଟା ଫିରିଙ୍ଗପାଟଣାରେ ଥିବା ୩ମହଲା…
Read More...