Browsing Tag

Bengaluru

ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଜିଠୁ ଆରମ୍ଭ

ନୂଆଦିଲ୍ଲୀ-: ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ମ୍ୟାଚ ଶନିବାର ଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି । ୬ଟି ଭେନ୍ୟୁରେ ଅବଶିଷ୍ଟ ୧୭ଟି ମ୍ୟାଚ ଅନୁଷ୍ଠିତ ହେବ । ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ,…
Read More...

ଇଣ୍ଡିଗୋ ଏୟାରଲାଇନ୍ସ ବିମାନକୁ ଧକ୍କା ଦେଲା ମିନି ବସ୍

ବେଙ୍ଗାଲୁରୁ-: ଶୁକ୍ରବାର ଅପରାହ୍ନରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA) ରେ ଏକ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଏଜେନ୍ସି ଦ୍ୱାରା ପରିଚାଳିତ ଏକ ମିନି ବସ୍ ଏକ ସ୍ଥିର ଇଣ୍ଡିଗୋ ବିମାନ ସହିତ ଧକ୍କା ହୋଇଥିଲା  । ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ଆହତ ହୋଇନଥିବା ବେଳେ …
Read More...

ଜଙ୍ଗଲରେ ଅଫ୍ ରୋଡିଂ ପାଇଁ ୧୫ ପର୍ଯ୍ୟଟକଙ୍କ ନାଁରେ ମାମଲା ରୁଜୁ, ୧୦ ଗାଡ଼ି ଜବତ

ରିପୋଟର୍ସ ଟୁଡେ ବ୍ୟୁରୋ:  କର୍ଣ୍ଣାଟକ ବନାଞ୍ଚଳରେ ଜଙ୍ଗଲ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବେଙ୍ଗାଲୁରୁର ୧୫ଜଣ ପର୍ୟ୍ୟଟକଙ୍କ ନାଁରେ ମାମଲା ରୁଜୁହୋଇଛି। ସେମାନଙ୍କ ପାଖରୁ ୧୦ଟି ଚାରିଚକିଆ ଗାଡ଼ି ଜବତ କରାଯାଇଛି। ଏହି ପର୍ୟ୍ୟଟକମାନେ କର୍ଣ୍ଣାଟକର ବନାଞ୍ଚଳରେ ଅଫ୍-ରୋଡ୍ ଡ୍ରାଇଭିଂ…
Read More...

‘ଟେକ୍’ କମ୍ପାନି ଏମଡି ଓ ସିଇଓଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରର ଟେକ୍ ସଂସ୍ଥାନ ଏରୋନକ୍ସ ଇଣ୍ଟରନେଟ୍ କମ୍ପାନିର ଏମଡି ଓ ସିଇଓଙ୍କୁ ହତ୍ୟା କରିଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶବରୀଶ, ବିନୟ ରେଡ୍ଡୀ ଓ ସେନ୍ତୋଷ। ସୂଚନା ମୁତାବକ, ବେଙ୍ଗାଲୁରୁ ୱେବ୍ ଫାର୍ମର ସିଇଓ…
Read More...

ମେଟ୍ରୋର ପିଲର ଖସି ଜଣେ ମହିଳା ଓ ଶିଶୁ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଘଟିଛି ଅଘଟଣ । ଆଉଟ ରିଙ୍ଗ ରୋଡରେ ନିର୍ମାଣଧିନ ମେଟ୍ରୋର ପିଲର ଖସିଯିବାରୁ ଜଣେ ମହିଳା ଓ ତାଙ୍କ ଶିଶୁଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ନାଗବାରା ଅଞ୍ଚଳ ନିକଟରେ ସକାଳ ସମୟରେ ଏକ ନିର୍ମାଣଧୀନ ମେଟ୍ରୋ ଖୁମ୍ବ ଖସି…
Read More...

ଜଳବାୟୁ ପରିବର୍ତ୍ତନ ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛି

ବାଙ୍ଗାଲୋର: ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ ଭାରତରେ ମଧ୍ୟ ଜଳବାୟୁ ପରିବର୍ତ୍ତନ ହେବା ସାଙ୍ଗକୁ ବିଭିନ୍ନ ସମୟରେ ଏହା ପ୍ରାକୃତିକ ଦୁର୍ବିପାକ ପାଇଁ ମୁଖ୍ୟ କାରଣ ହୋଇଛି। ତେବେ ଜୀବଜଗତ ପାଇଁ ପରିବେଶ ସନ୍ତୁଳନ ଠିକ୍ ରହିବା…
Read More...

କୃଷକ ନେତା ଟିକାୟତଙ୍କ ମୁହଁରେ କାଳି ମାଡ଼

ବେଙ୍ଗାଲୁରୁ : ଭାରତୀୟ କୃଷକ ୟୁନିୟନ ନେତା ରାକେଶ ଟିକାୟତଙ୍କ ଉପରେ ଦୁର୍ବୃତ୍ତଙ୍କ କାଳି ଫୋପଡାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବେଙ୍ଗାଲୁରୁ ପ୍ରେସ କ୍ଲକର ଗାନ୍ଧୀ ଭବନରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ ଯୋଗ ଦେବାକୁ ଶ୍ରୀ ଟିକାୟତ ଏବଂ ତାଙ୍କା ସହଯୋଗୀ ୟୁଦ୍ଧବୀର ସିଂହ ବେଙ୍ଗାଲୁରୁ…
Read More...

ବେଙ୍ଗାଲୁରୁରେ ପ୍ରବାସୀଙ୍କ ଛେନାପୋଡ଼ ଦିବସ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ପିନିଆ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ଉତ୍କଳ ସମାଜ ଫାଉଣ୍ଡେସନ ବେଙ୍ଗାଲୁରୁ, ଓଡ଼ିଟି ଟ୍ରଷ୍ଟ ,ବେଙ୍ଗାଲୁରୁ ଓଡ଼ିଆ ସମାଜ ଏବଂ ଭୁବନେଶ୍ଵରର ପ୍ରମୁଖ ମିଠା ବ୍ରାଣ୍ଡ ଛପନଭୋଗର ବେଙ୍ଗାଲୁରୁ ଶାଖାର ମିଳିତ ଉଦ୍ୟମରେ ପ୍ରବାସରେ…
Read More...