Browsing Tag

BCCI

ମଇଦାନକୁ ଓହ୍ଲାଇବ ରାହୁଲ ସେନା

ନୂଆଦିଲ୍ଲୀ: ଲୋକେଶ ରାହୁଲଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଆଜି ମଇଦାନକୁ ଓହ୍ଲାଉଛି ଭାରତ । ୩ ଟିକିଆ ଦିନିକିଆ ସିରିଜର ଆଜି ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ମ୍ୟାଚରେ ବିଜୟ ସହ ଟେଷ୍ଟ ସିରିଜରେ ମିଳିଥିବା ପରାଜୟର ପ୍ରତିଷୋଧ ନେବ ଦଳ । ଏଥିସହ ସିରିଜକୁ ଜିତି ୨୦୨୩…
Read More...

ରାହୁଲଙ୍କୁ ମିଳିଲା ନୂଆ ପରିବାର

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ୩ ଜଣ ଖେଳାଳୀଙ୍କୁ ଦଳରେ ସାମିଲ କରିଛି । ଏବେ ଲକ୍ଷେ୍ନø ମଧ୍ୟ ଦଳର ପ୍ରଥମ ୩ ଜଣ ଖେଳାଳୀଙ୍କ ନାମ ଘୋଷଣା କରିଛି । ଫ୍ରାଞ୍ଚାଇଜି ଭାରତର ଜଣେ ଷ୍ଟାର ଖେଳାଳୀଙ୍କ ସମେତ ଜଣେ ଅଷ୍ଟ୍ରେଲିଆର…
Read More...

ଆଇସିସି ରାକିଙ୍ଗରେ ରାହୁଲଙ୍କ ଲମ୍ବ ଡିଆଁ

ନୂଆଦିଲ୍ଲୀ: ସେଞ୍ଚୁରିୟନ ଟେଷ୍ଟର ଏଚ୍ଛଳ ପରେ ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳୀ କେ.ଏଲ ରାହୁଲଙ୍କୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା । ପ୍ରଥମେ ରୋହିତଙ୍କ ଅନୁପସ୍ଥିତି ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ତାଙ୍କୁ ଦଳର ଅଧିନାୟକ ପଦ ଦେଇଛି ବିସିସିଆଇ । ଏହାପରେ…
Read More...

କ୍ରିକେଟରେ କରୋନା କାଳ

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ପୁଣି ଘାରିଲା ମହାମାରୀ କରୋନାର କାଳ । କରୋନା ପ୍ରକୋପରେ ଆରମ୍ଭ ହେବା ପୂର୍ବରୁ ହିଁ ସ୍ଥଗିତ ରହିଛି ଇଙ୍ଗ ଟୁର୍ଣ୍ଣାମେଣ୍ଟ । ଏକାଧିକ ଖେଳାଳୀ କରୋନାରେ ଆକ୍ରାନ୍ତ ହେବା ପରେ ରଣଜୀ ଟ୍ରଫିକୁ ସ୍ଥଗିତ ରଖିଛି ବିସିସିଆଇ ।…
Read More...

ରାହାଣେଙ୍କ ଫୋକସ ମନ୍ତ୍ର

ନୂଆଦିଲ୍ଲୀ: ସେଞ୍ଚୁରିଅନରେ ଚାଲିଛି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ମ୍ୟାଚର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୩ ୱିକେଟ ବିନିମୟରେ ୨୭୨ ରନ ସଂଗ୍ରହ କରିଛି । ଓପନର ତଥା ଦଳର ନୂଆ ଉପ ଅଧନାୟକ ଲୋକେଶ ରାହୁଲ ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି । ତେବେ ଦଳ ପାଇଁ ସବୁଠୁ ବଡ କଥା ହେଉଛି…
Read More...

‘୮୩’ଦେଖି ଖୁସି ହୋଇଗଲେ ବିରାଟ

ନୂଆଦିଲ୍ଲୀ: ରିଲିଜ ହୋଇଛି ୧୯୮୩ ବିଶ୍ୱକପ ଉପରେ ଆଧାରିତ ଫିଲ୍ମ ‘୮୩’ । ଏହି ଚଳଚ୍ଚିତ୍ରରେ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିଛନ୍ତି ରଣବୀର ସିଂହ । ବକ୍ସ ଅଫିସ ଧୂମ ମଚେଇଥିବା ଏହି ପିଲ୍ମକୁ ଅନେକ ଲୋକ ପ୍ରଶଂସା କରିଛନ୍ତି । ଏହି ତାଲିକାରେ ଯୋଡି ହୋଇଛି ଭାରତୀୟ ଟେଷ୍ଟ ଦଳର…
Read More...

ଓଡିଆ ଖେଳାଳିଙ୍କ ଉପରେ ଧୋନୀଙ୍କ ନଜର 

ଭୁବନେଶ୍ୱର: ଓଡିଆ ପୁଅଙ୍କୁ ମିଳିପାରେ ଆଇପିଏଲର ଟିକେଟ । ଆସନ୍ତା ବର୍ଷ ଆଇପିଏଲରେ ନଜର ଆସି ପାରନ୍ତି ଓଡିଶା ଦଳର ୟଙ୍ଗ ଷ୍ଟାର । ମେଗା ଅକ୍ସନରେ ମିଳିପାରେ ମୌକା । ୨୦୨୧ର ଚମ୍ପିଆନ ସିଏସକେରେ ସାମିଲ ହୋଇ ପାରନ୍ତି ଶୁଭ୍ରାଂଶୁ ସେନାପତି । ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ…
Read More...

ରୋହିତଙ୍କ ପ୍ରମୋସନ ବଢାଉଛି କୋହଲୀଙ୍କ ଚିନ୍ତା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ ସହିତ ଦଳରେ ଦୁଇଟି ବଡ ପରିବର୍ତ୍ତନ ଆଣିଛି ବିସିସିଆଇ । ପ୍ରଥମରେ ରୋହିତ ଶର୍ମାଙ୍କୁ ଦଳର ଦିନିକିଆ ଅଧିନାୟକ କରାଯାଇଛି । ସେହିପରି ଟେଷ୍ଟ ଦଳରେ ରୋହିତଙ୍କୁ ଉପ ଅଧିନାୟକ ପଦରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି…
Read More...

ହିଟମ୍ୟାନଙ୍କ ହାତରେ ବଡ ସଫଳତା

ନୂଆଦିଲ୍ଲୀ: ଟି-୨୦ ପରେ ଦିନିକିଆରେ ବି ରୋହିତଙ୍କ ଜଲୱା । ବିରାଟଙ୍କୁ ରିପ୍ଲେସ କରିବେ ରୋହିତ । କୋହଲୀଙ୍କ ହାତରୁ ପଦ ଯାଇଛି ହିଟମ୍ୟାନଙ୍କ ହାତକୁ । ଦିନିକିଆ କ୍ରିକେଟରେ ଫୁଲ ଟାଇମ କ୍ୟାପ୍ଟେନ୍ସି ପାଇଲେ ରୋହିତ ଶର୍ମା । ସବୁ ବାଦ ବିବାଦର ଅନ୍ତ ଘଟାଇଛି ବିସିସିଆଇ । ଦୀର୍ଘ ଦିନ ଧରି…
Read More...

ବୃହତ ବିଜୟ ସହ No.1 ଇଣ୍ଡିଆ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଐତିହାସିକ ବିଜୟ ପରେ ଲମ୍ବ ଡିଅାଁ ମାରିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୩୭୨ ରନର ଏକ ବିଶାଳ ବ୍ୟବଧାନରେ ହରାଇବା ପରେ ଟେଷ୍ଟ ରାକିଂରେ ହାସଲ କରିଛି No.1 ପୋଜିସନ । ବହୁ ଦିନ ପରେ ବିରାଟ ବ୍ରିଗେଡ ପୁଣି ଥରେ ଏକ ନମ୍ବରକୁ ଫେରିଛି ।…
Read More...