Browsing Tag

BCCI

ରୋଜର ବିନ୍ନି ହେଲେ ବିସିସିଆଇ ସଭାପତି

ମୁମ୍ବାଇ : ବିନ୍ନିଙ୍କ ସଭାପତି ପଦରେ ଲାଗିଲା ମୋହର । ରୋଜର ବିନ୍ନି ହେଲେ ବିସିସିଆଇ ସଭାପତି । ଆଜି ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନୂଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଲେ ବିନ୍ନି । ଏବେ…
Read More...

କୋଭିଡ ପଜିଟିଭି ଖେଳାଳି ବି ବିଶ୍ୱକପ ଖେଳିପାରିବେ

ବ୍ୟୁରୋ :ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିଶ୍ୱକପ୍ ପ୍ରସ୍ତୁତିକୁ ନେଇ ଆଇସିସି ଏକ ବଡ ପରିବର୍ତ୍ତନ ଆଣିଛି । କୋଭିଡ ପଜିଟିଭି ଖେଳାଳି ବି ମ୍ୟାଚ ଖେଳିପାରିବେ । ସଂକ୍ରମିତ ଖେଳାଳିଙ୍କୁ ଆଉ ଆଇସୋଲେସନରେ ରହିବାକୁ ପଡିବନି । ଏ ନେଇ…
Read More...

ଗାଙ୍ଗୁଲିଙ୍କ ସଭାପତି ପଦ ନେଇ ମୋଦିଙ୍କୁ ଅନୁରୋଧ କଲେ ମମତା

ପଶ୍ଚିମବଙ୍ଗ : ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେବେ ସୌରଭ ଗାଙ୍ଗୁଲି । ଭାରତର ପୂର୍ବତନ ଅଧିନାୟକ ତଥା ବର୍ତମାନର ବିସିସିଆଇ ସଭାପତି ଗାଙ୍ଗୁଲି ତାଙ୍କ ପଦରୁ ଏହି ସପ୍ତାହ ଶେଷରେ ଇସ୍ତଫା ଦେବାକୁ ଯାଉଛନ୍ତି । ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ବିସିସିଆଇ ସେକ୍ରେଟାରି ଭାବେ…
Read More...

ଶୃଙ୍ଖଳାକୁ କବଜା କଲା ଭାରତ

ବ୍ୟୁରୋ : ଗତକାଲି ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ତାର ପ୍ରତିଦ୍ୱନ୍ଦି ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ଧୁଆଁଧାର ବ୍ୟାଟିଂ କରିଥିଲେ ଶ୍ରେୟସ ଆୟର । ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି…
Read More...

ବଦଳିପାରନ୍ତି ବିସିସିଆଇ ସଭାପତି

ବ୍ୟୁରୋ:ସୈ÷ାରଭ ଗାଙ୍ଗୁଲି ପରେ ରୋଜର୍ ବିନିଙ୍କୁ ମିଳିପାରେ ବିସିସିଆଇ ସଭାପତି ପଦ । ଏ ନେଇ କ୍ରୀଡାବିତଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲିଠାରୁ ନାମାଙ୍କନ ଦାଖଲ ପ୍ରକିୟା ଆରମ୍ଭ ହୋଇ ୧୪ ତାରିଖରେ ଚୁଡାନ୍ତ…
Read More...

ଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

ନୂଆଦିଲ୍ଲୀ: ଭାରତୟୀ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରୈନା ଆଇପିଏଲ ଏବଂ ଘରୋଇ କ୍ରିକେଟ କ୍ୟାରିୟରର ସମାପ୍ତ କରି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ମହେନ୍ଦ୍ର ସିଂ ଧୋନି ଅବସର ନେବାର କିଛି ଦିନ ପରେ ଅଗଷ୍ଟ ୧୫, ୨୦୨୦ରେ ଶ୍ରୀ ରୈନା ଆନ୍ତର୍ଜାତୀୟ…
Read More...

ଭାରତୀୟ କ୍ରିକେଟ୍‌ ଟିମ୍‌ର ୪ଜଣ ଖେଳାଳି କରୋନା ସଂକ୍ରମିତ 

ନୂଆଦିଲ୍ଲୀ: ବିଶ୍ୱକୁ କବଳିତ କରିବାରେ ଲାଗିଛି ମହାମାରୀ କରୋନା  । ଅଭିନେତା ଓ ନେତା ମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି ।ଏହାରିମଧ୍ୟରେ କରୋନାରୁ ବାଦ ପଡ଼ିନାହାନ୍ତି ଖେଳାଳି ।  ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ରେ ୪ଜଣ ଖେଳାଳି ଏବଂ ୩ଜଣ ସହଯୋଗୀ କର୍ମଚାରୀ ପଜିଟିଭ୍‌ ଚିହ୍ନଟ…
Read More...

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଦିନିକିଆ

ନୂଆଦିଲ୍ଲୀ: ଆଜି ଦକ୍ଷିଣ ଆଫ୍ରିକା-ଭାରତ ଦ୍ୱିତୀୟ ଦିନିକିଆ । କମ ବା ମର ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ପ୍ରଥମ ଦିନିକିଆ ହାରିବା ପରେ ଆଜିର ମ୍ୟାଚ ଜିତି କମବ୍ୟାକ କରିବାକୁ ଚାହିଁବ ରାହୁଲ ସେନା । ସେପଟେ ମ୍ୟାଚରେ ପରାଜୟ ହେଲେ ସିରିଜ ହାତଛଡା କରିବ ଭାରତ । ବୋଲାଣ୍ଡ ପାର୍କରେ…
Read More...

ଆସିଲା ଆଇସିସିର ନୂଆ ଅପଡେଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ଜାରି ହୋଇଛି ଟେଷ୍ଟ ମାନ୍ୟତା । ଏହି ଅପଡେଟରେ କମବ୍ୟାକ କରିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ । ବିରାଟ କୋହଲି ଦୁଇଟି ସ୍ଥାନ ଉପରକୁ ଉଠି ଟେଷ୍ଟ ବ୍ୟାଟସମ୍ୟାନ…
Read More...