Browsing Tag

BCCI

ଭାରତୀୟ କ୍ରିକେଟ ଦଳର ସିଲେକ୍ସନ କମିଟିରେ ପ୍ରଜ୍ଞାନ ଓଝା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସିଲେକ୍ସନ କମିଟିରେ ପ୍ରଜ୍ଞାନ ଓଝା। ସାଉଥ୍ ଜୋନରୁ ସାମିଲ ହେଲେ ପ୍ରଜ୍ଞାନ ଓଝା। ଜାତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ । ଅଜିତ ଅଗରକରଙ୍କ…
Read More...

ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ଦିନିଆ ମ୍ୟାଚ୍‌ରେ ଭାରତ ଏ’ ଦଳର ନେତୃତ୍ୱ ନେବେ

ନୂଆଦିଲ୍ଲୀ:- ଏସିଆ କପ୍ ୨୦୨୫ ଟିମ୍ ଇଣ୍ଡିଆରୁ ବାଦ୍ ପଡିଥିବା ଷ୍ଟାର ଖେଳାଳି ଶ୍ରେୟସ ଆୟରଙ୍କୁ ବିସିସିଆଇ ଦେଇଛି ବଡ଼ ଦାୟିତ୍ବ । ବିସିସିଆଇର ବରିଷ୍ଠ ଚୟନକର୍ତ୍ତା କମିଟି ଅଷ୍ଟ୍ରେଲିଆ ଏ ବିପକ୍ଷରେ ଖେଳାଯିବାକୁ ଥିବା ମଲ୍ଟି ଡେ ମ୍ୟାଚ୍ ପାଇଁ ଭାରତ ଏ ଦଳର ଦାୟିତ୍ବ ଶ୍ରେୟସ ଆୟରଙ୍କୁ…
Read More...

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା

ନୂଆଦିଲ୍ଲୀ:- ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପୂଜାରା ବହୁତ ଦିନ ଧରି ଟେଷ୍ଟ ଟିମ୍ ଇଣ୍ଡିଆରୁ ବାହାରେ ଥିଲେ । ଏହି ଅଭିଜ୍ଞ ଖେଳାଳି ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ…
Read More...

ମହିଳା ଦିନିକିଆ ବିଶ୍ବକପ୍ ଲାଗି ଭାରତୀୟ ଦଳ ଘୋଷିତ ହୋଇଛି

ନୂଆଦିଲ୍ଲୀ:- ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଯିବ ମହିଳା ବିଶ୍ୱକପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ବକପ୍ ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି । ସୁସ୍ଥ ହୋଇଥିବାରୁ ପେସ୍‌ ବୋଲର ରେଣୁକା ସିଂହ ଓ ଅଲ୍‌ରାଉଣ୍ଡର…
Read More...

ଦଳରେ ବୁମରାହ ଇନ୍ ସିରାଜ ଆଉଟ

ନୂଆଦିଲ୍ଲୀ:- ୟୁଏଇରେ ହେବାକୁ ଥିବା ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମଙ୍ଗଳବାର ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟକୁମାର ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ନିଯୁକ୍ତ…
Read More...

BCCI ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ

ନୂଆଦିଲ୍ଲୀ:- ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ମଧ୍ୟରେ ଗଣାଯାଏ। ଏହା ପଛରେ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ମଧ୍ୟ ଏକ ବଡ଼ ହାତ ଅଛି। ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯୭୪୧.୭…
Read More...

ଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତି

ନୂଆଦିଲ୍ଲୀ-: ଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତି । ଆଜି ପୀୟୂଷ ଚାୱଲା ସୋସିଆଲ ମିଡିଆ ଜରିଆରେ ତାଙ୍କର ଅବସର ଘୋଷଣା କରିଥିଲେ ।  ୩୬ ବର୍ଷୀୟ ପୀୟୂଷ ଚାୱଲା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୁଁ କୃତଜ୍ଞତାର ସହିତ ଏହି ଅଧ୍ୟାୟର ଶେଷ…
Read More...

ଇଂଲଣ୍ଡ ଗସ୍ତ ପୂର୍ବରୁ ବିସିସିଆଇରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ-: ଇଂଲଣ୍ଡ ଗସ୍ତ ପୂର୍ବରୁ ବିସିସିଆଇରେ ହୋଇପାରେ ବଡ଼ ପରିବର୍ତ୍ତନ । ରୋଜର ବିନ୍ନିଙ୍କ ପରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଅନ୍ତରୀଣ ସଭାପତି ହୋଇପାରନ୍ତି ରାଜୀବ ଶୁକ୍ଳା । ବିସିସିଆଇର ସଭାପତି ଥିବା ରୋଜର ବିନ୍ନିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ…
Read More...

ଭାରତ ଚଳିତ ବର୍ଷ ଏସିଆ କପ୍ ଖେଳିବନି ଖବରରେ ସତ୍ୟତା ନାହିଁ : ବିସିସିଆଇ

ନୂଆଦିଲ୍ଲୀ-: ଭାରତ ଓ ପାକିସ୍ତାନ ମଧ୍ୟରେ ଖରାପ ସଂପର୍କ ଦୃଷ୍ଟିରୁ ଭାରତ ଚଳିତ ବର୍ଷ ଏସିଆ କପ୍ ଖେଳିବନି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ବିସିସିଆଇ ଖଣ୍ଡନ କରିଛି । ଏପରି ଖବରରେ କୌଣସି ସତ୍ୟତା ନାହିଁ ତଥା ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ବିସିସିଆଇ…
Read More...

ଇଶାନ୍ତ ଶର୍ମାଙ୍କ ଉପରେ ୨୫% ଜରିମାନା ଲଗାଇଲା ବିସିସିଆଇ

ନୂଆଦିଲ୍ଲୀ: ରବିବାର ରାତିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ତାଙ୍କ ଦଳ ଗୁଜରାଟ ଟାଇଟାନ୍ସ ବିଜୟ ସମୟରେ ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ଇଶାନ୍ତ ଶର୍ମାଙ୍କୁ ତାଙ୍କ ମ୍ୟାଚ୍ ଫି ର ୨୫ ପ୍ରତିଶତ ଜରିମାନା କରାଯାଇଛି ଏବଂ ତାଙ୍କ ଶୃଙ୍ଖଳାଗତ ରେକର୍ଡରେ ଏକ ଡିମେରିଟ୍ ପଏଣ୍ଟ…
Read More...