Browsing Tag

BCCI

ବିସିସିଆଇର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇଜଣ ଭେଟେରାନ କୋଚ୍

ନୂଆଦିଲ୍ଲୀ: ଆଇପିଏଲରେ ବାକି ରହିଲା ଆଉ ମାତ୍ର ୨ଟି ମ୍ୟାଚ । ଏହା ପରେ ଖେଳାଯିବ ଟି ୨୦ ବିଶ୍ୱକପ । କିନ୍ତୁ ବିସିସିଆଇର ଚିନ୍ତା ବଢାଇଲାଣି କୋଚ ଚୟନ ପକ୍ରିୟା । କାରଣ ଏବେ ଖୋଜାଚାଲିଛି ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ । ବର୍ତ୍ତମାନ ସୁଦ୍ଧା ତାଲିକାରେ କେହି ସିଲେକ୍ଟ ହୋଇ ନାହାଁନ୍ତି।…
Read More...

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହେବ ମହା ମୁକାବିଲା

ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୪ ଆଜିର ଟୁର୍ଣ୍ଣା ମେଣ୍ଟରେ ଖେଳାଯିବ ୬୪ ତମ ମ୍ୟାଚ୍ । ଆଉ ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହେବ ମହା ମୁକାବିଲା। ତେବେ ଆଜି ରାତି ୭ଟା ୩୦ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ ରେ ହେବ ଏହି ଲଢେଇ। ପ୍ଲେ-ଅଫ୍ ରେସ୍ ପାଇଁ ଆଜିର…
Read More...

ବିସିସିଆଇର ବଡ଼ ନିଷ୍ପତି: ବର୍ଷକୁ କୋଟିଏ ଟଙ୍କା ଦରମା ପାଇବେ ଭାରତର ଘରୋଇ କ୍ରିକେଟର

ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ଚାହୁଁଛି ବିସିସିଆଇ । ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ ଖୋଜିବାକୁ କୁହାଯାଇଛି। ମ୍ୟାଚ୍ ଫିରେ ତୁରନ୍ତ ବୃଦ୍ଧି ସମ୍ଭବ ନୁହେଁ, ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି। ଏହି…
Read More...

ସ୍ଲୋ ଓଭର ପାଇଁ ଶ୍ରେୟସ ଆୟରଙ୍କୁ ବିସିସିଆଇ ଲଗାଇଲେ ଜରିମାନା

କୋଲକତା :କୋଲକତା ନାଇଟ ରାଇଡର୍ସକୁ ଡବଲ ଝଟକା ଲାଗିଛି । ଆଇପିଏଲ ୨୦୨୪ ର ୩୧ତମ ମ୍ୟାଚ ହାରିବା ସହିତ ଅଧିନାୟକ ଶ୍ରେୟସ ଆୟରଙ୍କୁ ବିସିସିଆଇ ଜରିମାନା ଲଗାଇଛି । କୋଲକତା ନାଇଟ ରାଇଡର୍ସ ଉପରେ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ଏଥିପାଇଁ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର…
Read More...

ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ

ଦିଲ୍ଲୀ: ଆତଶବାଜିର ମଜା ନେଇପାରିବେ ନାହିଁ କ୍ରିକେଟ ପ୍ରେମୀ | ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ନଫୁଟାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ ଆଇସିସିକୁ ମଧ୍ୟ ଅବଗତ କରିଛି ବିସିସିଆଇ । ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଏବେ ବାୟୂ…
Read More...

BCCI ତରଫରୁ ସଚିନଙ୍କୁ ‘ଗୋଲ୍ଡେନ୍ ଟିକେଟ’

ଅକ୍ଟୋବର ୫ରୁ ଭାରତରେ ବିଶ୍ୱକପ୍ ୨୦୨୩ ଅନୁଷ୍ଠିତ ହେବ । ଏଥିପାଇଁ BCCI  ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଭାରତର ଆଇକନ୍ ଗୁଡିକୁ ସ୍ୱତନ୍ତ୍ର ଟିକେଟ୍ ଦେବାକୁ ବୋର୍ଡ ଯୋଜନା କରିଛି। ଏହାର ନାମ ‘ ଗୋଲ୍ଡେନ୍ ଟିକେଟ୍ ଫର ଇଣ୍ଡିଆ ଆଇକନ୍ସ ରଖାଯାଇଛି। ଏହା ଅଧୀନରେ ବଲିଉଡର ଅଭିନେତା…
Read More...

୨୦୨୧-୨୨ରେ ବିସିସିଆଇ ଦେଇଛି ୧୧୫୯ କୋଟିର ଟ୍ୟାକ୍ସ

ନୂଆଦିଲ୍ଲୀ: ବିସିସିଆଇ ଦୁନିଆର ସବୁଠୁ ଧନୀ କ୍ରିକେଟ ବୋର୍ଡ ଏଥିରେ କାହାରି ସନ୍ଦେହ ନାହିଁ । ଅ।ଇସିସିର ବାର୍ଷିକ ରାଜସ୍ୱରେ ସବୁଠୁ ବଡ଼ ଯୋଗଦାନ ବିସିସିଅ।ଇ କରିଥାଏ ଚଳିତ ବର୍ଷର ଘୋଷଣା ଅନୁସାରେ, ବିସିସିଅ।ଇ ୨୦୨୪- ୨୭ ମଧ୍ୟରେ ବାର୍ଷିକ ୨୩୦ ମିଲିୟନ ଆମେରିକୀୟ ଡଲାରର ବଡ଼ ଅ।ୟ କରିବାକୁ…
Read More...

୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ ବିସିସିଆଇ

ଭାରତୀୟ କ୍ରିକେଟ ବୋର୍ଡ ଡିଜିଟାଲ ରାଇଟ୍ସକୁ ଅଲଗା ଅଲଗା ବିକ୍ରି କରିବାର ଯୋଜନା ରହିଛି । ୨୦୨୮ ପର୍ଯ୍ୟନ୍ତ ୫ ବର୍ଷରେ ଟିମ ଇଣ୍ଡିଆର ଘରୋଇ ମ୍ୟାଚ ପାଇଁ ଏହି ଯୋଜନା କରିଛି  । ଯାହାଫଳରେ ବିସିସିଆଇ ୮୨୦୦ କୋଟି ଟଙ୍କା ଆୟ କରିବ ବୋଲି ଅନୁମାନ କରାଯାଉଛି ।ଗତ ୫ ବର୍ଷରେ ଭାରତ ଷ୍ଟାର…
Read More...

ଆଇସିସିର ନୂଆ ବିତ୍ତୀୟ ମଡେଲ: ବିସିସିଆଇର ବାର୍ଷିକ ଆୟ ହେବ ୨୩୦ ମିଲିଅନ୍ ଡଲାର

ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦଠାରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡକୁ ମିଳିବାକୁ ଥିବା ରାଜସ୍ବରେ ୭୨ ପ୍ରତିଶତ ବୃଦ୍ଧି ହୋଇଛି। ଆଇସିସିର ନୂଆ ବିତ୍ତୀୟ ମଡେଲ୍ ଅନୁସାରେ ବର୍ଷ ୨୦୨୪ ରୁ ୨୦୨୭ ମଧ୍ୟରେ ବର୍ଷକୁ ୬୦୦ ମିଲିଅନ୍ ଡଲାରରୁ ବିସିସିଆଇ ୩୮.୫ ପ୍ରତିଶତ ଅର୍ଥ…
Read More...

ବିସିସିଆଇର ଅଜବ ନିଷ୍ପତ୍ତି: ନୂଆ ଜର୍ସିରେ ଲେଖା ହୋଇନି ‘ଇଣ୍ଡିଆ’

ଡୋମିନିକା:   ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ବୁଧବାରଠାରୁ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ କରିଛି। କିନ୍ତୁ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଏକ ବଡ଼ ବିବାଦର ସୂତ୍ରପାତ ହୋଇଛି। ବିଶ୍ବର ଅନ୍ୟତମ ଧନୀ କ୍ରୀଡ଼ାସଂସ୍ଥା ହେବା ସତ୍ତ୍ବେ ବିସିସିଆଇ କିଭଳି ଏକ କଠୋର ତଥା ନିନ୍ଦନୀୟ…
Read More...