Browsing Tag

BCCI

ଶ୍ରୀଲଙ୍କା ସହ ଚ୍ୟାରିଟି ମ୍ୟାଚ ଖେଳିବାକୁ ମନା କଲା ବିସିସିଆଇ

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)କୁ ଦୁଇଟି ଚ୍ୟାରିଟି ମ୍ୟାଚ୍ ଖେଳିବାକୁ ଅନୁରୋଧ କରିଥିଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ । ଅଗଷ୍ଟରେ ଭାରତର ଦୁଇଟି ଟେଷ୍ଟ ଏବଂ ଦୁଇଟି ଟି-୨୦ ସହିତ ଶ୍ରୀଲଙ୍କା ଗସ୍ତ ଯୋଜନା ଅନୁଯାୟୀ ହେବ, କିନ୍ତୁ ଡିଟୱା ଘୂର୍ଣ୍ଣିଝଡ଼ ପ୍ରଭାବିତଙ୍କ ପାଇଁ…
Read More...

ରୋହିତ, ବିରାଟଙ୍କୁ ଲାଗିପାରେ ବଡ଼ ଝଟକା, ଝସି ଯାଇପାରେ ଗ୍ରେଡ୍

ନୂଆଦିଲ୍ଲୀ: BCCI ଖୁବ୍ ଶୀଘ୍ର ଭାରତୀୟ ଖେଳାଳିମାନଙ୍କ ପାଇଁ 2026 କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିବାକୁ ଯାଉଛି। ଏହି ବର୍ଷର କେନ୍ଦ୍ରୀୟ ଚୁକ୍ତିରେ ପରିବର୍ତ୍ତନ ଦେଖାଯିବ। ବିଶେଷକରି ଅନେକ ଖେଳାଳିଙ୍କ ଗ୍ରେଡ୍ ପରିବର୍ତ୍ତନ ହୋଇପାରେ। ବିଶେଷକରି ବିରାଟ କୋହଲି ଏବଂ ରୋହିତ ଶର୍ମା A+ ରୁ A…
Read More...

ଅଣ୍ଡର-୧୯ ବିଶ୍ବକପ୍‌ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ

ବିସିସିଆଇ ୨୦୨୬ ଅଣ୍ଡର-୧୯ ବିଶ୍ବକପ୍‌ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷଣା କରିଛି ଭାରତୀୟ ଦଳ । ଜୁନିଅର କ୍ରିକେଟ୍ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଜିମ୍ବାୱେ ଏବଂ ନାମିବିଆରେ ଜାନୁଆରୀ ୧୫ ରୁ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ…
Read More...

ମହିଳା କ୍ରିକେଟରଙ୍କୁ ଉପହାର, ଦରମା ଦୁଇଗୁଣା ବଢାଇଲା ବିସିସିଆଇ

ମହିଳା କ୍ରିକେଟ ଖେଳାଳିଙ୍କୁ ଉପହାର ଦେଲା ବିସିସିଆଇ । ଭାରତରେ ମହିଳା କ୍ରିକେଟରଙ୍କ ପ୍ରାଧାନ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ନିକଟରେ ଭାରତୀୟ ମହିଳା କ୍ରିକେଟ ଦଳ 2025 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଟାଇଟଲ ଜିତିଥିଲା। ବିସିସିଆଇ ତାର ମହିଳା କ୍ରିକେଟରଙ୍କ ମ୍ୟାଚ୍ ପାଉଣାରେ…
Read More...

ଲକ୍ଷ୍ନୌ ମ୍ୟାଚ ବାତିଲ ପରେ ଶିଖିଲା ବିସିସିଆଇ

ଲକ୍ଷ୍ନୌରେ ଘନ କୁହୁଡ଼ି ଯୋଗୁଁ ବାତିଲ ହୋଇଯାଇଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ମ୍ୟାଚ୍ । କୁହୁଡ଼ି ଯୋଗୁ ଟସ୍ ମଧ୍ୟ ପଡ଼ିପାରି ନଥିଲା । ମ୍ୟାଚ୍ ବାତିଲ ହେବା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ହଜାର ହଜାର ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ…
Read More...

ବର୍ତ୍ତମାନର ସମସ୍ତ ଜାତୀୟ ଖେଳାଳୀ ଖେଳିବେ ଘରୋଇ କ୍ରିକେଟ

ଡିସେମ୍ବର 24 ତାରିଖରୁ ଆରମ୍ଭ ହେବାକୁ ଥିବା ଆଗାମୀ ବିଜୟ ହଜାରେ ଟ୍ରଫିର ଅତି କମରେ ଦୁଇଟି ଦିନିକିଆ ମ୍ୟାଚ୍ ପାଇଁ ଜାତୀୟ ଦଳର ସମସ୍ତ ଖେଳାଳିଙ୍କୁ ବିସିସିଆଇ ବାଧ୍ୟତାମୂଳକ କରିଛି। ଏହା ବୁଝାପଡୁଛି ଯେ ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟି-୨୦ (ଡିସେମ୍ବର ୧୯) ଏବଂ…
Read More...

ରୋହିତ, କୋହଲିଙ୍କ କଟିପାରେ ଦରମା, ଏଣିକି ପାଇବେ କମ ଟଙ୍କା

ରୋହିତ ଶର୍ମା ଓ ବିରାଟ କୋହଲି ଏବେ ଟେଷ୍ଟ ଆଉ ଟି-୨୦ରୁ ଅବସର ନେଇସାରିଛନ୍ତି । ହେଲେ ଆଗକୁ କିନ୍ତୁ ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କୁ ନେଇ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । କମିବାକୁ ଯାଉଛି ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କ ଦରମା ।…
Read More...

ଭାରତୀୟ କ୍ରିକେଟ ପୁଣିଥରେ ଅସ୍ଥିରତା, ବୈଠକ ଡାକିଲା BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପୁଣିଥରେ ଅସ୍ଥିରତା ମଧ୍ୟରେ ଅଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ବିସିସିଆଇ ହେଡ୍ କୋଚ୍ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ କିଛି ଶୀର୍ଷ ବୋର୍ଡ ଅଧିକାରୀଙ୍କ ସହିତ ଏକ ବୈଠକ ଡାକିଛି। ମ୍ୟାଚ୍ ପୂର୍ବରୁ ଅନୁଷ୍ଠିତ…
Read More...

୩୭ତମ ଜନ୍ମଦିନ ପାଳୁଛନ୍ତି ବିରାଟ କୋହଲି

କ୍ରିକେଟର କଥା ଆସିଲେ ଯେଉଁ କେତେଜଣ ଆଗଧାଡିର ଖେଳାଳୀଙ୍କ ନାଁ ଆସେ ଯେଉଁମାନେ କ୍ରିକେଟକୁ ଏକ ନୂଆ ରୂପ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିରାଟ କୋହଲି । ଆଜି ସେ ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କୁ କେବଳ ଭାରତର ନୁହେଁ, ପୁରା ବିଶକବର ଜଣେ ସଫଳ ଖେଳାଳୀ ଭାବେ…
Read More...

ଭାରତୀୟ କ୍ରିକେଟ ଦଳର ସିଲେକ୍ସନ କମିଟିରେ ପ୍ରଜ୍ଞାନ ଓଝା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସିଲେକ୍ସନ କମିଟିରେ ପ୍ରଜ୍ଞାନ ଓଝା। ସାଉଥ୍ ଜୋନରୁ ସାମିଲ ହେଲେ ପ୍ରଜ୍ଞାନ ଓଝା। ଜାତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ । ଅଜିତ ଅଗରକରଙ୍କ…
Read More...