Browsing Tag

bbsr

ବିଜେପିର ଶସ୍ତା ରାଜନୀତିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର/ରାଜେଶ ସାହୁ: ନିର୍ବାଚନ ସମୟରେ ମନେ ପଢନ୍ତି ନିର୍ବାଚନ ଅଧିକାରୀ । ସେ ନିର୍ବାଚନ ହେଉ ବା ଉପନିର୍ବାଚନ, ପିଲିଲି ହେଉ ବା ବାଲେଶ୍ୱର, ସବୁଠି ବିଜେପିର ତମାମ ବଡବଡ ନେତା ଓ ନେତ୍ରୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ କାର୍ଯାଳୟରେ ଦେଖିବାକୁ ମିଳେ । ଛୋଟରୁ ବଡ…
Read More...

୮୪ ଲକ୍ଷ ଲୁଟି ନେଲେ ଅଦୃଶ୍ୟ ଲୁଟେରା

(ଭୁବନେଶ୍ୱର/ ସରୋଜ କୁମାର ରାଉତ): ରାଜଧାନୀରେ ଗତ କିଛି ଦିନ ହେବ ମାତିଛନ୍ତି ଅଦୃଶ୍ୟ ଲୁଟେରା । ଏଇ ମାସରେ କେବଳ ଭୁବନେଶ୍ୱରରୁ ଏହି ଅଦୃଶ୍ୟ ଲୁଟେରା ଲୁଟିଛନ୍ତି ୮୪ ଲକ୍ଷ ଟଙ୍କା । ଏକଥା ଆମେ କହୁନୁ, ଖୋଦ କମିଶନରେଟ ପୁଲିସର ସାଇବର ହେଲ୍ପ ଡେକ୍ସ ଦେଇଥିବା ତଥ୍ୟରେ ଏହା ଉଲ୍ଲେଖ ରହିଛି ।…
Read More...

ସାବାସ ଶୁଭମ …

ଭୁବନେଶ୍ୱର/ ସରୋଜ ରାଉତ: ନିଜର ଉପସ୍ଥିତ ବୁଦ୍ଧି ପାଇଁ ଅପହରଣ କାରୀଙ୍କ କବଳରୁ ବର୍ତିଲା ୧୨ ବର୍ଷର ବାଳକ । ଅପହରଣକାରୀଙ୍କୁ ଚକମା ଦେଇ ଖସି ଆସିବାରେ ସଫଳ ହୋଇଛି ବାଳକ । ପ୍ରଶାନ୍ତି ବିହାରରେ ନିଜ ବାପା ମା ଙ୍କ ସହ ଭଡା ଘରେ ରହି ଆସନ୍ତି ବାଳକ ପ୍ରଶାନ୍ତ । ହୋଲି ପରଦିନ ଅର୍ଥାତ ଗତ…
Read More...

ପିପିଲି ଦାୟିତ୍ୱରେ ଆଉ ୬ ନେତା

ଭୁବନେଶ୍ୱର/ରାଜେଶ ସାହୁ: ପିପିଲି ଉପନିର୍ବାଚନ ପାଇଁ କାଲିଠାରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସମସ୍ତ ରାଜନୈତିକ ଦଳ । ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଟକର ହେଉଛି । ଉଭୟ ଦଳ ସେମାନଙ୍କ ଟାଣୁଆ ନେତାଙ୍କୁ ଷ୍ଟାର କ୍ୟାମ୍ପେନରଭାବେ ଫିଲ୍ଡକୁ ଛଡାଯାଇଛି । ଏହାରି ମଧ୍ୟରେ ବିଜେଡି…
Read More...

ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପରିବାରର ଜଣଙ୍କ ମୃତଦେହ ଝଲନ୍ତା ଅବସ୍ଥାରେ ମିଳିଥିବା ବେଳେ ପତ୍ନୀ ଓ ଦୁଇ ପିଲାଙ୍କ ମୃତଦେହ ବିଛଣା ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ଉକ୍ତ ବ୍ୟକ୍ତି ପତ୍ନୀ…
Read More...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହତ୍ୟା

କୋଲକାତା: ଗୁରୁବାର ପଶ୍ଚିମ ବଙ୍ଗରେ ଦ୍ୱିତୀୟ ପର୍ଯ୍ୟୟ ମତଦାନ ଚାଲିଛି । ତେବେ ଏହା ପୂର୍ବରୁ ବୁଧବାର ଦିନ କେଶପୁରରେ ଜଣେ ଟିଏମସି କର୍ମର୍କର୍ତ୍ତାଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଏହା ପରେ ଟିଏମସି ଏହି ହତ୍ୟା ପଛରେ ବିଜେପିର ହାତ ଥିବା…
Read More...

ନିଳାଦ୍ରୀ ବିହାରରେ ଏକ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଉଦ୍ଘାଟିତ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସ୍ୱଚ୍ଛ ରଖିବା ଦିଗରେ ଆଜି ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏକ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରର ଉଦ୍ଘାଟନ କରିଛନ୍ତି । ନିଳାଦ୍ରୀବିହାରରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ବିଧାୟକ ଉଦ୍ଘାଟନ କରି ସ୍ମାର୍ଟ ସିଟିକୁ ଆହୁରି ସୁନ୍ଦର ଓ ସ୍ୱଚ୍ଛତା…
Read More...

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ

ଭୁବନେଶ୍ୱର/ ରାଜେଶ ସାହୁ: ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ଅନାବରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ କଟକର…
Read More...

ଆଉ ଦୁଇ ଦିନ ତାତିରେ ଜୁଲସିବ ରାଜ୍ୟ

ଭୁବନେଶ୍ୱର: ରାଜ୍ୟକୁ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ଏହି ଗ୍ରୀଷ୍ମ ପ୍ରବାହ ଆଗକୁ ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ । ସାରା ରାଜ୍ୟ ତାତିରେ ଜୁଲସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଭୁବନେଶ୍ୱର ସମଗ୍ର ଦେଶରେ ସବୁଠାରୁ ଉତପ୍ତ ସହର ଥିଲା…
Read More...

ଗ୍ରିଡକୋର ଅଧ୍ୟକ୍ଷ ଭାବେ ନିକୁଞ୍ଜ ଧଳ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ସରକାର ୧୯୯୩ ବ୍ୟାଚର ଆଇଏଏସ ନିକୁଞ୍ଜ ଧଳଙ୍କୁ ଗ୍ରିଡକୋର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଏଥିସହ ଓପିଟିସିଏଲ, ଭୁବନେଶ୍ୱରର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଉଭୟ ପଦ ତାଙ୍କୁ ଅତିରିକ୍ତ ଭାବେ ଦିଆଯାଇଛି । ତେବେ ସେ ବର୍ତ୍ତମାନ ଶକ୍ତି ବିଭାଗ ପ୍ରମୁଖ ସଚିବ ଭାବେ…
Read More...