Browsing Tag

bbsr

୨୬୩ ପୁଲିସ ଅଧିକାରୀ ଆରକ୍ଷୀ ମହାନିର୍ଦ୍ଦେଶ ପଦକରେ ସମ୍ମାନିତ

ଭୁବନେଶ୍ବର: ୨୦୨୦-୨୧ ବର୍ଷ ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟର ୨୬୩ ଜଣ ପୋଲିସ ଅଧିକାରୀଙ୍କୁ ମିଳିଛି ଏହି ସମ୍ମାନ। ଏହି ୨୬୩ ଅଧିକାରୀଙ୍କ ମଧ୍ୟରୁ ଗତବର୍ଷର ୧୦୦ ଜଣ ମଧ୍ୟ ରହିଛନ୍ତି । ଶୁକ୍ରବାର ପୋଲିସ ଭବନରେ ଆୟୋଜିତ ମହାନିର୍ଦ୍ଦେଶକ ପଦକ ପ୍ରଦାନ…
Read More...

ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା

ମେରଠ: ଉତ୍ତର ପ୍ରଦେଶରେ ଥମୁନି ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏପରି ଘଟଣା ଘଟିଛି ମେରଠରେ । ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିକା ଜଣେ ଦଶମ ଶ୍ରେଣୀର ଛାତ୍ରୀ । ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ ପରେ…
Read More...

ପିପିଲି: ପ୍ରଚାର ବେଳେ ହିଂସାକାଣ୍ଡ, ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ପିପିଲିରେ ବିଜେପିର ପ୍ରଚାର ବେଳେ ହିଂସାକାଣ୍ଡ । ପ୍ରଚାର ବେଳେ ବିଜେଡି କର୍ମୀଙ୍କ ଆକ୍ରମଣ । ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରିଥିବା ଅଭିଯୋଗ । ଏନେଇ ପିପିଲି ଥାନାରେ ଅଭିଯୋଗ କରିଛି ବିଜେପି । ଆଜି ବିଜେପି ପ୍ରାର୍ଥୀ ଆଶ୍ରୀତ…
Read More...

ଭୁବନେଶ୍ୱରରେ ଉପରାଷ୍ଟ୍ରପତି

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉପରାଷ୍ଟ୍ରପତି ଅବତରଣ କରିଛନ୍ତି । ଉପରାଷ୍ଟ୍ରପତିଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ…
Read More...

ସମ୍ପତ୍ତି ଲୋଭରେ ଭାଉଜକୁ ହତ୍ୟାକଲା ଦିଅର

କଟକ: କଟକ ଶିଖରପୁରରେ ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ମହିଳାଙ୍କୁ ଅତି ନୃଶଂସଭାବେ ହତ୍ୟା କରିଛି ଦିଅର । ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । କଟକ ଶିଖରପୁର ଉପର ସ।।ହିରେ ଘଟିଛି ଏହି ହତ୍ୟାକାଣ୍ଡ । ଜମିବାଡି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ…
Read More...

ଆଲିଆ ଭଟ୍ଟଙ୍କୁ କରୋନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ସଂକ୍ରମିତ । ଗୁରୁବାର ରାତିରେ ସେ ଇନ୍‌ଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି। ଆଲିଆ ଇନଷ୍ଟାରେ ଉଲ୍ଲେଖ କରିଛନ୍ତି କି, ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ସେ ଏକାନ୍ତବାସରେ । ସେ ଡାକ୍ତରଙ୍କ ପରାମର୍ଶ ମାନି ସମସ୍ତ ସୁରକ୍ଷିତ…
Read More...

ବାଘ ଛାଲ ସହ ୨ ଜଣଙ୍କୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର/ ସରୋଜ ରାଉତ: ବାଘ ଛାଲ ଜବତ କରିବା ସହ କ୍ରାଇମବ୍ରାଞ୍ଚ ଏସଟିଏଫ ୨ ଜଣଙ୍କୁ ଗିରଫ କରିଛି । ନୟାଗଡରେ ବାଘ ଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ଏସଟିଏଫ ଉଭୟ ଶିକାରୀ ଓ ବେପାରୀଙ୍କୁ କାବୁ କରି ନେଇଛି । ୪ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା । ଖୋର୍ଦ୍ଧା-ଭୁବନେଶ୍ବର ରାସ୍ତାରେ ବାଘ…
Read More...

ଏକ ବର୍ଷର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ତାଙ୍କ ଏକ ବର୍ଷର ଦରମା ପ୍ରଦାନ କରିଛନ୍ତି । ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କୁ ଏହା ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ୨୦୧୯ରେ ଉତ୍କଳ ବିଶ୍ବବିଦ୍ୟାଳୟର…
Read More...

୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ଗଲା ୬୯୩.୯୪ କୋଟି ଟଙ୍କା

ଭୁବନେଶ୍ୱର: ଆଜି ପବିତ୍ର ଓଡିଶା ଦିବସ। ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ। ଏହି ଅବସରରେ ଆମର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି। ଆଜି ଠାରୁ ମଧ୍ୟ ଆମର ନୂଆ ଆର୍ଥିକ ବର୍ଷ  ଆରମ୍ଭ ହେଉଛି। ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ…
Read More...

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ଭୁବନେଶ୍ୱର: ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତାଙ୍କ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ଏବେ ଶାନ୍ତି ଓ ବିକାଶର ପରିଚୟ ପାଲଟିଛି। ବିଭିନ୍ନ କ୍ଷେତ୍ରରେ ଓଡିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି ।…
Read More...