Browsing Tag

bbsr

କେହି ଶୁଣିଲେଣି, ନିଜସ୍ୱ ଖର୍ଚ୍ଚରେ ରାସ୍ତା କରି ଉଦାହରଣ ସୃଷ୍ଟି କଲେ ଯୁବଗୋଷ୍ଠୀ

ଜଳେଶ୍ୱର/ ଅଜିତ ସାହୁ: ପଦାରେ ପଡିଲା ବିକାଶର ନଗ୍ନଚିତ୍ର। ସ୍ୱାଧୀନତାର ୭୫ବର୍ଷ ପରେ ଲୋକଙ୍କ ନିକଟରେ ସ୍ଥାୟୀ ପକ୍କା ରାସ୍ତାଟିଏ ପିହଁଚିପାରି ନାହିଁ। ଆଉ ସ୍ଥାୟୀ ପକ୍କା ରାସ୍ତା ନଥିବାରୁ ସାମାନ୍ୟ ବର୍ଷାରେ ରାସ୍ତା ହୋଇଯାଏ କାଦୁଅ ପଚପଚ । ଗାଡି ମଟର କଥା ପଚାରେ କିଏ, ଚାଲିକି ଯିବା…
Read More...

ମୁମ୍ବାଇରେ ଓମିକ୍ରନ ପାଇଁ ଧାରା ୧୪୪ ଜାରି

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ବୃଦ୍ଧିପାଇବାରେ ଲାଗିଛି । ଦେଶରେ ଶୁକ୍ରବାର ସୁଦ୍ଧା ୩୨ ଓମିକ୍ରାନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ମୋଟ ୧୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଛୋଟ ଝିଅ ମଧ୍ୟ…
Read More...

ଆମାଜନ ଉପରେ ୯୬୬ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ: ଇଟାଲୀରେ ଲୋକପ୍ରିୟ ଅନଲାଇନ ବ୍ୟବସାୟ କମ୍ପାନୀ ଆମାଜନ ଉପରେ କାର୍ୟାନୁଷ୍ଠାନ। ଆମାଜନ ନିଜ ବ୍ୟବସାୟିକ ବଜାରରେ ନିଜର କ୍ଷମତାର ଦୁରୁପଯୋଗ କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆମାଜନ ଉପରେ ଇଟାଲୀ ପ୍ରତିଯୋଗିତା ପ୍ରାଧିକରଣ ଭାରତୀୟ ମୁଦ୍ରାରେ…
Read More...

ସିଗାରେଟ ଉପରେ ଲାଗିବ ରୋକ

ଅକଲାଣ୍ଡ: ସିଗାରେଟ ରୋକ ଲଗାଇବେ ସରକାର । ଦେଶକୁ ଧୂଆ ଓ ରୋଗମୁକ୍ତ କରିବାକୁ ନ୍ୟୁଜିଲାଣ୍ଡ ସରକାର ନୂଆ ଯୋଜନା କରିଛନ୍ତି । ଯୁବପିଢିଙ୍କ ନିକଟରେ ଯେମିତି ସିଗାରେଟ ନ ପହଞ୍ଚେ ସେଥିପାଇଁ ନ୍ୟୁଜିଲାଣ୍ଡ ସରକାର ନୂଆ ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ, ୧୪ ବର୍ଷରୁ କମ ବୟସର ବୟସ୍କଙ୍କୁ ଆଉ…
Read More...

ବିପିନ ରାୱତଙ୍କ ପାର୍ଥିବ ଶରୀରକୁ ନେଇ ଆସୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଭାରତର ପ୍ରଥମ ସିଡିଏସ୍ ବିପିନ ରାୱତଙ୍କ ପାର୍ଥିବ ଶରୀରକୁ ଆଣି ଆସୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଏମ୍ବାଟୁରର ମେଟ୍ଟାପଳୟମର ଘାଟି ରାସ୍ତାରେ ହୋଇଥିଲା ଦୁର୍ଘଟଣା ।ଗତକାଲି କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଭାରତର ପ୍ରଥମ ଚିଫ୍…
Read More...

ସଂସଦରେ ଉଠିଲା ମମିତା, ପରି, ଗୋବିନ୍ଦ, ମାହାଙ୍ଗା ପ୍ରସଙ୍ଗ

ନୂଆଦିଲ୍ଲୀ: ମମିତା ମେହେର ହତ୍ୟା ମାମଲାକୁ ସଂସଦରେ ଉପସ୍ଥାପନ କରାଗଲା । ବରଗଡ ସାଂସଦ ସୁରେଶା ପୂଜାରୀ ଆଜି ଲୋକସଭାରେ ମମିତା ମେହେର ମାମଲା ଉଠାଇଛନ୍ତି । ଖାଲି ମମିତା ମାମଲା ନୁହେଁ ମାହାଙ୍ଗା ଡବଲ ମର୍ଡର, ପୁରୀ ଗୋବିନ୍ଦ କୁମ୍ଭ।।ର, ପରୀ ଘଟଣାକୁ ଗୃହରେ ଉଠାଇଛନ୍ତି ସାଂସଦ । ଏହି ୪ଟି…
Read More...

ଏୟାର ମାର୍ଶାଲ ମାନବେନ୍ଦର ସିଂହ କରିବେ ହେଲି ଦୁର୍ଘଟଣାର ତଦନ୍ତ

ନୂଆଦିଲ୍ଲୀ: କୁନ୍ନୁର ହେଲିକାପ୍ଟର ଦୁର୍ଘଟଣାର ଆରମ୍ଭ ହୋଇଛି ତ୍ରିସର୍ଭିସ୍ତରୀୟ ତଦନ୍ତ । ବୁଧବାର ମଧ୍ୟାହ୍ନରେ ଭାରତୀୟ ବାୟୁସେନାର ଏମଆଇ ସିରିଜର ହେଲିକାପ୍ଟର କ୍ରାସ ହେବାରୁ ୧୩ ଜଣଙ୍କ ଜୀବନ ଯାଇଛି । ଏହି ହେଲିକପ୍ଟରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ…
Read More...

ଦୁର୍ଘଟଣାଗ୍ରସ୍ତ ହେଲିକାପ୍ଟରର ବ୍ଲାକ ବକ୍ସ ଉଦ୍ଧାର

ନୂଆଦିଲ୍ଲୀ: ତାମିଲନାଡୁରେ ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକାପ୍ଟର ଏମ ଆଇ ୧୭ଭି୫ର ବ୍ଲାକ ବକ୍ସ ଉଦ୍ଧାର ହୋଇଛି । ଦୁର୍ଘଟଣାସ୍ଥଳରୁ ବ୍ଲାକ ବକ୍ସର କକ୍ପିଟ ଭଏସ ରେକର୍ଡର ଓ ଫ୍ଲାଇଟ ଡାଟା ରେକର୍ଡ ମିଳିଛି । ଏଥିସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ମଧ୍ୟ ହସ୍ତଗତ ହୋଇଛି । ଘଟଣାସ୍ଥଳରୁ…
Read More...

ଶେଷ ଆନ୍ଦୋଳନ: ଘରକୁ ଫେରିବେ ଚାଷୀ

ନୂଆଦିଲ୍ଲୀ: ଦିଲ୍ଲୀ ବଡରରେ ଦୀର୍ଘ ବର୍ଷକର ଚାଷୀ ଆନ୍ଦୋଳନ ଶେଷ ହୋଇଛି । ଚାଷୀ ଆନ୍ଦୋଳନ ନିକଟରେ ମୁଣ୍ଡ ନୁଆଁଇଛନ୍ତି ମୋଦି ସରକାର । ୩ ନୂଆ କୃଷି ଆଇନ ପ୍ରତ୍ୟାହାର ହୋଇଛି । ଏହା ପରେ କୃଷକ ଆନ୍ଦୋଳନ ଶେଷ ହେବା ନେବା ନେଇ ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଲମ୍ବା ସମୟ ଧରି…
Read More...

ବିକାଶର ବାଧକ ସାଜୁଛି କିଏ?

ସାଲେପୁର: ସାଧାରଣ ଜନତାଙ୍କ ଉନ୍ନତିର ଲକ୍ଷ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ମାଧ୍ୟମରେ ଯୋଜନା ମାନ ପ୍ରସ୍ତୁତ କରି ଚାଲି ଥିଲା ବେଳେ ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନର ଦୂର ଦୃଷ୍ଟିର ଅଭାବ ପାଇଁ ସରକାରଙ୍କ ଜନହିତକର ଯୋଜନା ଗୁଡିକ ଦିଗ ଭ୍ରଷ୍ଟ ହେବାରେ ଲାଗିଛି।ଯାହାର ଜ୍ୱଳନ୍ତ…
Read More...