Browsing Tag

bbsr

ନିଆଁରେ ପୋଡି +୩ ଛାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ନିଆଁ ଲାଗି +୩ ଛାତ୍ରୀଙ୍କ ମୃତ୍ୟୁ । ଏପରି ଦୁଃଖଦ ଘଟଣା ଘଟିଛି ବଣାଇ ଥାନା ଅଧୀନ ଭାଲୁଡୁଙ୍ଗୁରି ଗ୍ରାମରେ । ସୋମବାର ରାତିରେ ଛାତ୍ରୀ କିରୋସିନ ଲ୍ୟାମ୍ପ ଜାଳି ପାଠ ପଢିବାକୁ ବାହାରୁ ଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ଛାତ୍ରୀ ସପନେଶ୍ୱରୀ ମୁଣ୍ଡା ଲହୁଣିପଡାସ୍ଥିତ କଲେଜରେ…
Read More...

ଇଣ୍ଡୋନେସିଆରେ ବଡଧରଣର ଭୂକମ୍ପ ଝଟ୍‌କା

ଜାକର୍ତ୍ତା: ମଙ୍ଗଳବାର ଇଣ୍ଡୋନେସିଆରେ ବଡଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସ୍ଥାନୀୟ ସମୟାନୁସାରେ, ଭୋର ୩ଟା ୨୦ ମିନିଟ୍ରେ ଏହି ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ୟୁଏସ୍ ଜିଓଲୋଜିକାଲ୍ ସର୍ଭେ (ୟୁଏସଜିଏସ) ତଥ୍ୟ ଅନୁଯାୟୀ, ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୭.୩…
Read More...

ଆବାସ ଯୋଜନା କିସ୍ତି ଟଙ୍କା ପାଇଁ ଅନସନ

ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ଜିଲ୍ଲର ବିନକା ବ୍ଲକ ଜୁଲୁଣ୍ଡା ପଂଚାୟତର ନକଟାମୁଣ୍ଡା ଗାଁର ରୋହିତ ପୁଟେଲ ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ଆବାସ ଯୋଜନା ପାଇଥିଲେ ମଧ୍ୟ କୌଣସି କିସ୍ତି ପାଇ ନଥିବା ଦାବି କରିଛନ୍ତି। ଏନେଇ ବାରମ୍ବାର ଜିଲ୍ଲାପାଳଙ୍କ ଠାରୁ ବିଡିଓ ପର୍ୟ୍ୟନ୍ତ ସମସ୍ତଙ୍କୁ…
Read More...

ଉଦଘାଟିତ ହେଲା କାଶୀ ବିଶ୍ୱନାଥ କରିଡର

ୟୁପି:  ଆଜି ବାରଣାସୀ ଠାରେ କାଶୀ ବିଶ୍ୱନାଥ ମନ୍ଦିରର ପ୍ରଥମ କରିଡରର ଉଦଘାଟନ କରାଯାଇଛି । ୩୩୯ କୋଟି ଟଙ୍କା ବ୍ୟୟରେ ତିଆରି ,ପ୍ରଧାନମନ୍ତ୍ରୀଙ୍କର ଏକ ବଡ ଆଶା କୁହାଯାଉଥିବା, ଏହି କରିଡରଟି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୨୦୧୪ ଲୋକସଭା ନିର୍ବାଚନ ସମୟରେ କାଶୀ ଗ୍ରସ୍ତ ସମୟରେ ମା ଗଙ୍ଗା…
Read More...

୨୧ ବର୍ଷ ପରେ ଭାରତ ହାସଲ କଲା ମିସ ୟୁନିଭର୍ସ ଟାଇଟଲ

ନୂଆଦିଲ୍ଲୀ: ୨୧ ବର୍ଷ ପରେ ଭାରତ ହାସଲ କଲା ମିସ ୟୁନିଭର୍ସ ଟାଇଟଲ । ୨୦୨୧ ମିସ ୟୁନିଭର୍ସ ପ୍ରତିଯୋଗୀତାରେ ଭାରତୀୟ ସୁନ୍ଦରୀଙ୍କ ବାଜିମାତ । ଭାରତୀୟ ସୁନ୍ଦରୀ ହରନାଜ କୌର ସାନ୍ଧୁ ଜିତିଲେ ମିସ ୟୁନିଭର୍ସ ଟାଇଟଲ । ପ୍ରତିଯୋଗିତାରେ ଭାଗ ନେଇଥିବା ୮୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ସାନ୍ଧୁ ୭୦…
Read More...

ବ୍ୟବସାୟକୁ ନେଇ ଚିନ୍ତାରେ କି ନିରଞ୍ଜନ

ଭୁବନେଶ୍ୱର: ଗତକାଲି କମିସନରେଟ ପୁଲିସ ପ୍ରଶାସନର ଦବଙ୍ଗଗିରି ଦେଖିଲେ ରାଜ୍ୟବାସୀ । ପୁଲିସର ତାଣ୍ଡବ ଲୀଳାର ଭିଡିଓ ହେଲା ଭାଇରାଲ । କିପରି ପୁଲିସ ଗୋଡାଇ ଗୋଡାଇ କଂଗ୍ରେସ କାର୍ଯ୍ୟାଳୟ ଭିତରେ କଂଗ୍ରେସ କର୍ମୀଙ୍କ ଛେଚିଲା । କାହାର ମୁଣ୍ଡ ଫାଟିଲା ତ ପୁଣି କାହାର ହାତ ବା ଗୋଡ ଭାଙ୍ଗିଲା ।…
Read More...

ଚଣ୍ଡିପ୍ରସାଦ ମହାନ୍ତି ହେବେ ନୂଆ ସେନା ମୁଖ୍ୟ

ଭୁବନେଶ୍ୱର: ସ୍ଥଳସେନା ମୁଖ୍ୟ ହେବେ ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି । ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ପରେ ସିଡିଏସ ପଦ ଖାଲିଥିବାରୁ ସ୍ଥଳ ସେନା ମୁଖ୍ୟ ଏମଏମ ନରଭାଣେଙ୍କୁ ଦ୍ୱିତୀୟ ସିଡିଏସ ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି । ଏହା ପରେ ସ୍ଥଳ ସେନା ମୁଖ୍ୟ ପଦକୁ ଚଣ୍ଡି…
Read More...

ଭୁବନେଶ୍ୱର ବିମାନ ବନ୍ଦରରେ ସହିଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସହିଦ ରାଣା ପ୍ରତାପଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାରନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ରାଣାପ୍ରତାପଙ୍କ ମରଶରୀରରେ ପୁଷ୍ପ ପ୍ରଦାନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ…
Read More...

ଆଧାର କାର୍ଡ ପାଇଁ ସରକାରୀ ଯୋଜନାରୁ ବଞ୍ଚିତ ଆଦିବାସୀ ଯୁବକଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର/ ସତ୍ୟନାରାୟନ ପାଲ- ଆଧାର କାର୍ଡ ନଥିବାରୁ ସବୁ ସରକାରୀ ଯୋଜନାରୁ ବଂଚିତ ଆଦିବାସୀ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ବିଶୋଇ ଥାନା ଅଧୀନ ନୂଆଗାଁ ପଞ୍ଚାୟତର ସ୍ବର୍ଗତ ଦୁଲାଲ ଚନ୍ଦ୍ର ବାସ୍କେଙ୍କର ପୁଅ ଲକ୍ଷ୍ମୀକାନ୍ତ ବାସ୍କେ । ଜଣେ ଭୂମିହୀନ ଆଦିବାସୀ ଯୁବକ । ରାଇରଙ୍ଗପୁରର ଏକ…
Read More...

ସୁରେଶ୍ୱରୀ ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାସ

ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ବିଗତ ସୋମବାର ରାତିରେ ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାସ । ଏହି ଚୋରି ଘଟଣାରେ ପୁଲିସ ସୋନପୁର ସହରର ଧୀବର ପଡାର ମହାଦେବ ଥାପ୍ପା ଓ କୁମ୍ଭାର ପଡା ର ସୁଶାନ୍ତ ବେହେରାଙ୍କୁ ଗିରଫ କରିଥିବା ପୋଲିସ ଏସଡିପିଓ…
Read More...