ଥାନା ଭିତରେ ଯୁବକଙ୍କ ଆତ୍ମହତ୍ୟା
(ରଜନି କାନ୍ତ ପାତ୍ର / ହିଞିଳି) ; ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଥାନାର ମହିଳା ଓ ଶିଶୁ ଡେସ୍କ କଠୋରୀ ଭିତରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଲେ ରଙ୍ଗୀପୁର ଗାଁର ଗଣେଶ ଡାକୁଆ । ଗାଁରେ କିଛି ଗଣ୍ଡଗୋଳ…
Read More...
Read More...