Browsing Tag

bbsr

ଶିକ୍ଷକଙ୍କୁ ମାଡ ଉଦ୍ୟମ

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସ୍ଥିତ ବରାହି ଉଚ୍ଚ ବିଦ୍ୟାଳୟର ସ୍କୁଲ ଶିକ୍ଷକଙ୍କୁ ଆକ୍ରମଣ ଉଦ୍ୟମ । ଜଣେ ଅଭିଭାବକ କାଠ ଫାଳିଆରେ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ରହିଛି । ଏହାପରେ ବରାହି ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଧାରଣାରେ ବସିଛନ୍ତି । ନ୍ୟାୟ ନମିଳିଲେ ଆନ୍ଦୋଳନରୁ…
Read More...

ଅଡୁଆରେ ଜୟ ନାରାୟଣ

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପାଇଁ ବଢିଲା ଅଡୁଆ। ମହିଳା ଆଇଆଇସିଙ୍କୁ ଆକ୍ରମଣ ମାମଲାରେ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ସେହିପରି ସମ୍ବଲପୁର ସଦର…
Read More...

ମଦ ବେପାରୀ ଗିରଫ୍

ରାଜ୍ୟର ରାଜଧାନୀରେ ଖୁଲମ୍ ଖୁଲା ଚାଲିଛି ଦେଶୀ ମଦ ବ୍ୟବସାୟ । ଆଜି ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ,୧୦୦୦ଲିଟର ଦେଶୀ ମଦ ସହିତ ୩ହଜାର ୫୦୦ଲିଟର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ ।ଆଜି ସକାଳ ସମୟରେ ଭୁବନେଶ୍ୱର ସାଲିଆ ସାହିର ବିଭିନ୍ନ ବସ୍ତିରେ ମିଳିତ ଚଢାଉ…
Read More...

କୁଆଡେ ଗଲା କିଡ୍ନୀ ,ଆଖି ?

ଭୁବନେଶ୍ୱର ୟୁନିଟ୍ ୱାନ୍ ଅଞ୍ଚଳର କେଳୁଚରଣଙ୍କର ମୃତଦେହରୁ କିଡନୀ ଓ ଆଖି ତାଡିନେଇଥିବା ନେଇ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ତାଙ୍କ ଭାଇଙ୍କ କହିବା ଅନୁସାରେ ଗତ ଶୁକ୍ରବାର ଠାରୁ କେଳୁଚରଣ ନିଖୋଜ ଥିଲେ । ଗତକାଲି ତାଙ୍କର ମୃତଦେହ ଓଲଟପୁର ନିକଟ ଏକ ବିଲରୁ ମିଳିଥିଲା ।…
Read More...

ପୁଣି ବଢିଲା ସୁନା ଦର

ଭାରତର ବଜାରରେ୨୪ କ୍ୟାରେଟ ସୁନାର ମୁଲ୍ୟ ଦଶଗ୍ରାମ ପ୍ରତି ୬୦,୬୨୦ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୫୩୦ ହୋଇଛି ।ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୨୨ ଓ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୫,୯୫୦ ଓ ୬୧,୦୪୦ ରହିଛି ।ମୁମ୍ବାଇ ଓ କୋଲକତାରେ ୨୨ କ୍ୟରେଟ ଓ…
Read More...

ଲୋୟର ପିଏମଜି ରେ ସଂକୀତ୍ତନ

ଭୂବନେଶ୍ୱର ଲୋୟର ପିଏମ୍ଜି ,ରାଜ୍ୟରେ ସଂକୀତ୍ତନର ଆଡ୍ଡାସ୍ଥଳୀ ପାଲଟିଛି ।ସବୁବେଳେ ଶୁଭୁଛି ଦାବିର କରୁଣ ଗର୍ଜନ ।ଠିକା ନିଯୁକ୍ତି ଉଚ୍ଛେଦ,ସମାନ କାମକୁ ସମାନ ଦରମା ଦାବିରେ ଅଙ୍ଗନ ୱାଡି ,ପାଚିକା,ଆଶା କର୍ମୀଙ୍କ ମିଳିତ ସମାବେଶ ।ଆଜି ୫ଦଫା ଦାବି ନେଇ ହଜାର ହଜାର କଳାକାର ମାନେ ଆମରଣ ଅନଶନ…
Read More...

ଅଧରାତିରେ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ପୌରାଧ୍ୟକ୍ଷା

ବଲାଙ୍ଗୀର: ଲଗାଣ ବର୍ଷା ପ୍ରଭାବରେ ବଲାଙ୍ଗୀର ସହରର ବିଭିନ୍ନ ୱାର୍ଡରେ ପାଣି ଜମି ରହିଥିଲା । ଡ୍ରେନ୍ରର  ସମସ୍ୟା ପୂର୍ବରୁ ଥିବା ଜଣାପଡିଛି । ଲୋକଙ୍କୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଥିଲା । ସ୍ଥାନୀୟ ଲୋକମାନେ ଅସୁବିଧା କୁ ସମୁଖିନ ହେଉଥିଲେ । ବର୍ଷା ଘଡଘଡି ରାତିରେ ଲୋକମାନଙ୍କ ସହାୟତା…
Read More...

ଓଡ଼ିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ‘ସ୍କଚ୍ ୨୦୨୩’ ପୁରସ୍କାର

ଭୁବନେଶ୍ୱର:   ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍-୨୦୨୩ ପୁରସ୍କାର ମିଳିଛି । କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍ଏଏମ୍…
Read More...

ବାହାନଗା ଟ୍ରେନ୍ ଟ୍ରାଜେଡି: ଏବେବି ସମ୍ପର୍କୀୟଙ୍କ ଅପେକ୍ଷାରେ ଶବ

ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ। ଏହା ଭିତରେ ପୁନରୁଦ୍ଧାର କାର୍ୟ୍ୟ ଶେଷ ହୋଇଛି। ସ୍ୱାଭାବିକ ହୋଇଛି ରେଳ ଚଳାଚଳ। କେମିତି ହେଲା ଦୁର୍ଘଟଣା, ସେନେଇ ଦାୟିତ୍ୱ ନେଇଛି ସିବିଆଇ। ସେପଟେ ୮୧ଟି ମୃତଦେହ କଂଟେନରରେ ରଖାଯାଇଥିବା ବେଳେ ଆଜି ସୁଦ୍ଧା ୧୯ଟି ମୃତ ଦେହକୁ ଡିଏନଏ ସାମ୍ପୁଲ…
Read More...

ରାଜଧାନୀରେ କଙ୍ଗାରୁ କୋର୍ଟ, ଯୁବକଙ୍କୁ ଉଲଗ୍ନ କରି ପିଟିଲେ

ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁ କୋର୍ଟ । ଯୁବକଙ୍କୁ ଉଲଗ୍ନ କରି ପିଟିଲେ ଉତ୍ୟକ୍ତ ଲୋକେ। ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ଉଲଗ୍ନ କରି ଖୁଣ୍ଟରେ ବାନ୍ଧି ପିଟିଲେ ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ଘଟଣା ଗତ ଶୁକ୍ରବାର ରାତିରେ ପଳାଶୁଣୀ ହାଟର…
Read More...