ମହୋଦଧି ଆରତୀ ନିମନ୍ତେ ପ୍ରସ୍ତୁତି ବୈଠକ
ପୁରୀ/ ଜୟନ୍ତ ସେଠୀ: ଚଳିତ ବର୍ଷ ୧୬ତମ ମହୋଦଧି ଆରତୀ ଶ୍ରୀ ଗୋବର୍ଦ୍ଧନ ମଠ ପକ୍ଷରୁ ଆସନ୍ତା ୧୭ ତାରିଖରେ ଆୟୋଜିତ ହେବ । ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । କୋଭିଡ କଟକଣା ପାଳନ…
Read More...
Read More...