Browsing Tag

bbbsr

ଦଳିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ତଦନ୍ତ ନିର୍ଦ୍ଦେଶ ଦେଲେ କେଜରିୱାଲ

ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ହୋଇଥିବା ୯ ବର୍ଷୀୟା ଦଳିତ ନାବାଳିକା ଦୁଷ୍କର୍ମ ଘଟଣାର ଏକ ମାଜିଷ୍ଟେରିଆଲ ତଦନ୍ତ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ପୀଡିତ ପରିବାରକୁ ଭେଟି ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା…
Read More...

ଦୈନିକ ୮.୭ ମିଲିୟନ ଡୋଜ ତୃତୀୟ ଲହରକୁ ମାତ ଦେବ

ନୂଆଦିଲ୍ଲୀ: ଏବେ ଦେଶରେ ଯେଉଁ ଗତିରେ ଟୀକାକରଣ ଚାଲିଛି, ସରକାର ତୃତୀୟ ଲହରକୁ ରୋକି ପାରିବେ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। କରୋନାର ତୃତୀୟ ୱେଭର ପ୍ରଭାବ ପ୍ରତିହତ କରିବାକୁ ହେଲେ ୬୦% ଲୋକଙ୍କ ଟୀକାକରଣ ଡିସେମ୍ବର ସୁଦ୍ଧା ଶେଷ କରିବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି । ଏହି…
Read More...

୧୨ଜଣ ଓଏଏସ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ୧୨ଜଣ ଅଧିକାରୀଙ୍କ ବଦଳି ହୋଇଛି । ମଧୁସୂଦନ ଦାସଙ୍କୁ ଭଦ୍ରକର ଏଡିଏମ ଭାବେ ଦାୟିତ୍ୱ ମିଳିଥିବାବେଳେ ମହେଶ କୁମାର…
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ବିଜୟ ଯାତ୍ରା

(ବରଗଡ/ଚିତ୍ତରଞ୍ଜନ ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ଏମ୍ ଗଣ୍ଡପାଲି ଖେଳ ପଡିଆରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ବିଜୟ ଯାତ୍ରା ତଥା ସଭ୍ୟ ସଂଗ୍ରହ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିକ୍ଷକ ଗଙ୍ଗାଧର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି…
Read More...

ଜିଲ୍ଲା ବିଦ୍ୟୁତ ବିଭାଗ କାର୍ୟ୍ୟାଳୟ ସମ୍ମୁଖରେ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା

ଟୁକୁନା ଖରା/ନବରଙ୍ଗପୁର : ଆଜି ନବରଙ୍ଗପୁର ସଦର ମହକୁମା ସ୍ଥିତ ଚମୁରିଆଗୁଡା ଜିଲ୍ଲା ବିଦ୍ୟୁତ ବିଭାଗର କାର୍ୟ୍ୟାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ ସଂଗଠନର ନବରଙ୍ଗପୁର ଶାଖା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ପାଇଁ ଧାରଣା ଦିଆଯାଇଛି। ସଂଘର ଡିଭିଜନ ସଂପାଦକ ଜେ. ରାମ…
Read More...

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ମାତ୍ର ୭୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଏବେ ଦିନକୁ ଦିନ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୮୫୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୨ଜଣ କ୍ୱାରେଣ୍ଟାଇନରୁ ଥିବାବେଳେ ୨୮ଜଣ…
Read More...

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ୧୯ଜିଲ୍ଲାରୁ ଚିହ୍ନଟ ହେଲେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଏବେ ଦିନକୁ ଦିନ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ୧୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୭୮୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୭ଜଣ କ୍ୱାରେଣ୍ଟାଇନରୁ ଥିବାବେଳେ ୪୬ଜଣ…
Read More...

ହଠାତ ବଢିଗଲା ଗଙ୍ଗାନଦୀର ଜଳ ସ୍ତର : ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

ଡେରାଡୁନ : ଗଙ୍ଗାରୁ ଅଳ୍ପକେ ବର୍ତ୍ତିଗଲେ ୫ଜଣ ପର୍ଯ୍ୟଟକ । ଗତକାଲି ଉତ୍ତରାଖଣ୍ଡର ଋଷିକେଶ ଠାରେ ୫ଜଣ ପର୍ଯ୍ୟଟକ ଗାଧୋଉଥିବା ବେଳେ ହଠାତ ଗଙ୍ଗା ନଦୀର ଜଳ ସ୍ତର ବଢିଯାଇଥିଲା , ଫଳରେ ଏକ ଟାପୁରେ ଫସି ଯାଇଥିଲେ ପର୍ଯ୍ୟଟକ । ତେବେ ପର୍ଯ୍ୟଟକ ୫ଜଣ ହେଉଛନ୍ତି ଦିଲ୍ଲୀର , ସେମାନେ ଟାପୁରେ…
Read More...

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ,ଦୁଇ ବୀର ପୁରୁଷଙ୍କୁ କୋଟି କୋଟିି ପ୍ରଣାମ

ଭୁବନେଶ୍ୱର : ଆଜି ହେଉଛି ଜାନୁଆରୀ ମାସ ୨୩ ତାରିଖ । ଆଜିର ଦିନରେ ଜନ୍ମ ହୋଇଥିଲେ ଦୁଇ ମହାପୁରୁଷ । ଦେଶର ସ୍ୱାଧୀନତା ପାଇଁ ସେମାନେ ଦେଇଥିଲେ ପ୍ରାଣବଳୀ । ସେଇ ବୀରପୁରୁଷ ଦୁଇ ଜଣ ହେଉଛନ୍ତି ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ । ଓଡିଶାର କଟକ ମାଟିରେ ଜନ୍ମ ନେଇଥିଲେ ନେତାଜୀ…
Read More...

ଜେଇଇ ମେନ୍ ପରୀକ୍ଷା ପାଇଁ ଆବଶ୍ୟକ ନାହିଁ ୭୫% ନମ୍ବର

ନୂଆଦିଲ୍ଲୀ : ଶିକ୍ଷାର୍ଥୀ ମାନଙ୍କ ପାଇଁ ଖୁସିଖବର । ଜେଇଇ ମେନ୍ ପରୀକ୍ଷାକୁ ନେଇ ସରକାରଙ୍କ ବଡ ଘୋଷଣା । ଶିକ୍ଷା ମନ୍ତ୍ରଣାଳୟ ଜେଇଇ ମେନ୍ ପରୀକ୍ଷା ଦେଉଥିବା ଛାତ୍ର-ଛାତ୍ରୀଙ୍କୁ ଆଶ୍ଵସ୍ତି ଦେଇଛନ୍ତି। ମନ୍ତ୍ରଣାଳୟ ଶିକ୍ଷା ବର୍ଷ ୨୦୨୧-୨୨ ପାଇଁ ଜେଇଇ ମେନ୍କୁ ନେଇ ଦ୍ଵାଦଶ ଶ୍ରେଣୀରେ ୭୫c…
Read More...